ଶ୍ରୀ କୃଷ୍ଣଙ୍କ ଭକ୍ତ ହେଲେ ମୁସଲିମ ମହିଳା, ବୃନ୍ଦାବନକୁ କଲେ ନିଜର ବାସସ୍ଥଳ
ଓଡ଼ିଶା ସମ୍ବାଦ ବ୍ୟୁରୋ: କୁହାଯାଏ ଯେ, ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରେମରେ ଯିଏ ପଡିଛି ସେ ସବୁକିଛି ଭୁଲିଯାଇଛି । ସେ ରାଧା ହୁଅନ୍ତୁ କି ମୀରା, ଦେବକି ହୁଅନ୍ତୁ କି ଯଶୋଦା, ଭକ୍ତ ସୁଦାମ ହୁଅନ୍ତୁ କି ମାଣିକ ଗଉଡୁଣୀ , ସମସ୍ତେ ପ୍ରଭୁଙ୍କ ପ୍ରେମରେ ନିଜକୁ ଭିନ୍ନ ଭିନ୍ନ ରୂପରେ ହଜାଇ ଦେଇଥିଲେ…