Latest Odisha News

BREAKING NEWS

ଏଠାରେ ବାଘ ବି ସପ୍ତାହରେ ଗୋଟିଏ ଦିନ ଉପବାସ ରୁହେ

କାଠମାଣ୍ଡୁ: ବିଶ୍ୱରେ ବାଘଙ୍କ ସଂଖ୍ୟା କମୁଥିବାରୁ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ନେପାଳରେ ବାଘଙ୍କ ପ୍ରତି ଏକ ସ୍ୱତନ୍ତ୍ର ସମ୍ମାନ ରହିଛି କହିଲେ ଭୁଲ ହେବନି । ସ୍ଥାନୀୟ ଚିଡିଆଖାନାରେ ବାଘମାନଙ୍କୁ ସପ୍ତାହରେ ଗୋଟିଏ ଦିନ ଉପବାସ ରଖାଯାଉଛି ।…

ଡି.ଏନ ଗ୍ରୁପ ମାଲିକ ଜଗଦୀଶ ନାୟକଙ୍କୁ ଜେରା, ମିଳିଲା ଆହୁରି ଅଢେଇ କୋଟି

ଭୁବନେଶ୍ୱର: ଡିଏନ୍ ଗ୍ରୁପ୍ ପରିସରରେ ଆୟକର ବିଭାଗର ଚଢାଉ ଶନିବାର ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି। ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ପଚରାଉଚରା କରିଛି ଆୟକର ବିଭାଗ। ଆଜି ଚଢ଼ାଉ ବେଳେ ଟିମ୍କୁ ଅଢ଼େଇ କୋଟି ଟଙ୍କା ଅଧିକ ମିଳିଥିଲା। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୩୨ କୋଟିରୁ ଅଧିକ…

ଓଡ଼ିଶାରେ ୧୪ କୋଟିର କ୍ୟୁଆର୍ କୋଡ୍ ସ୍କାମ୍, ନୋଏଡାରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏକ ବଡ଼ ଧରଣର କ୍ୟୁଆର୍ କୋଡ୍ ସ୍କାମର ପର୍ଦ୍ଦାଫାସ କରିଛି ଅର୍ଥନୈତିକ ଅପାରାଧ ଶାଖା (EOW) । ୧୪ କୋଟିର ସାଇବର ଫ୍ରଡ୍ ହୋଇଥିବା ବେଳେ ମାମଲାରେ ଇଓଡବ୍ଲୁ ଜଣେ ଅଭିଯୁକ୍ତଙ୍କୁ ୟୁପିର ନୋଏଡାରୁ ଗିରଫ କରିଛି । ଆଉ ବଡ଼ କଥା ହେଲା ଏହି ଫ୍ରଡ୍ ହୋଇଛି ଏକ ଫାଇନାନ୍ସିଆଲ୍ କମ୍ପାନୀ…

ବିଶ୍ୱକପରେ ସାମିଲ ହୋଇଥିବା ଖେଳାଳି ଏସିଆନ ଗେମ୍ସରେ ଖେଳିବେନି: ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସମ୍ପନ୍ନ ହୋଇଛି । ଏସିଆନ ଗେମ୍ସରେ ଖେଳିବା ପାଇଁ ଏହି ଅବସରରେ ପୁରୁଷ ଓ ମହିଳା ଟିମକୁ ମଂଜୁରୀ ପ୍ରଦାନ କରାଯାଇଛି । ୨୩ ସେପ୍ଟମ୍ବରରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ଚୀନରେ ଏସିଆନ ଗେମ୍ସ ଆୟୋଜିତ ହେବ । ବିଶ୍ୱକପରେ…

ରାସ୍ତା ନଥିବାରୁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଅଧାବାଟରେ ଛୁଆ ଜନ୍ମ କଲେ ପ୍ରସୂତି

ଗୁଣପୁର: ପୁଣି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି । ଅନ୍ୟପଟେ ମହିଳା ଜଣଙ୍କ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ବାଧ୍ୟ ହୋଇ ପରିବାର ଲୋକେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହାୟତାରେ ମହିଳାଙ୍କୁ ଭାରରେ ୪ କିଲୋମିଟର ବୋହି ନେଇଥିଲେ । ଆଉ ସେଠାରେ…

‘ବିଜେପି’ ସବୁଆଡେ ଶକ୍ତି ବଢ଼ାଉଛି, ଓଡ଼ିଶାରେ ଦୁର୍ବଳ କରୁଛି!

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ଗୌହାଟୀରେ ବିଜେପି ଜୋରଦାର ମନ୍ଥନ କରିଛି। ଓଡିଶାରେ ଶାସନକୁ ଆସିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଦଳୀୟ ନେତାମାନେ କହୁଛନ୍ତି। କିନ୍ତୁ ଗତ କିଛି ଦିନର ଦଳୀୟ କାର୍ଯ୍ୟକ୍ରମ, ସଂଗଠନର ରୂପରେଖ ଓ କେନ୍ଦ୍ରୀୟ ନେତୃତ୍ବର ଓଡିଶା ବିଜେପି ପ୍ରତି…

ବିଜେପିକୁ ଟେନସନରୁ ମୁକ୍ତି ଦେବ କି ଟିଫିନ?

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ରାଜ୍ୟକୁ ଘନ ଘନ ଗସ୍ତ କରୁଛନ୍ତି। ଦଳୀୟ ନେତା କର୍ମୀ ଓ କାର୍ଯ୍ୟକର୍ତାଙ୍କୁ ଭେଟୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ମଧ୍ୟରେ ଆଉ ଏକ ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶ…

ସମସ୍ତେ ନିଜ ସ୍ୱାର୍ଥ ଦେଖୁଛନ୍ତି, ଏକାଠି ହୋଇପାରିବେନି ବିରୋଧୀ !

ଭୁବନେଶ୍ୱର: ଦ୍ଵିତୀୟ ବିରୋଧୀ ଏକତା ବୈଠକ ପୂର୍ବରୁ ବିରୋଧୀଙ୍କ ମଧ୍ୟରେ କେଁ ପଶିଛି। ଚଳିତ ମାସ ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ବିରୋଧୀଙ୍କ ବୈଠକ ହେବାକୁ ଥିବାବେଳେ କଂଗ୍ରେସ ଆମ ଆଦମୀ ପାର୍ଟିକୁ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛି। କିନ୍ତୁ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ…

କଡ଼ା ସୁରକ୍ଷା ସତ୍ତ୍ୱେ ରଥରେ କିଭଳି ଚଢ଼ିଲେ ଅଣ ସେବାୟତ ? ସୋସିଆଲ୍ ମିଡିଆରେ ରିଲ୍ ଭାଇରାଲ୍

ପୁରୀ: ଘୋଷଯାତ୍ରା ବେଳେ ତମାମ୍ ଅବ୍ୟବସ୍ଥା ପରେ ଆଉ ଏକ ତ୍ରୁଟି ସାମ୍ନାକୁ ଆସିଛି । ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ରଥ ଉପରେ ଶ୍ରୀଜୀଉଙ୍କ ଭିଡିଓ ଓ ଫଟୋ । ଯେଉଁଥିରେ କିଛି ଅଣ ସେବାୟତ ରଥ ଉପରେ ଚଢ଼ିବା ସହ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କରି ଫଟୋ ଓ ଭିଡିଓକୁ ସୋସିଆଲ୍ ମିଡିଆରେ…

ରୋବୋଟ ସହାୟତାରେ ସମ୍ ହସ୍ପିଟାଲ୍‌ରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ସଫଳ ହେଉଛି: ପ୍ରଫେସର ଦାଶ

ଭୁବନେଶ୍ୱର: ବର୍ତ୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ ଅଳ୍ପ ଦିନ ମଧ୍ୟରେ ରୋଗୀ ସୁସ୍ଥ ହେଉଛନ୍ତି । ପାରମ୍ପରିକ ଆଣ୍ଠୁ ପ୍ରତ୍ୟାରୋପଣ…