Latest Odisha News

BREAKING NEWS

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ ୨ ଜଣଙ୍କ ମୃତଦେହ ନେବାକୁ ମନା କଲେ ସମ୍ପର୍କୀୟ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ମାସେ ବିତିଥିବା ବେଳେ ଏବେ ବି ଅନେକ ମୃତଦେହ ଚିହ୍ନଟ ହୋଇ ନାହିଁ । ଗୋଟିଏ ମୃତଦେହକୁ ଏକାଧିକ ଦାବିଦାର ରହିଥିବା ବେଳେ ଡିଏନଏ ପରୀକ୍ଷା କରାଯାଇ ମେଳ ଖାଇଲା ପରେ ମୃତଦେହ ହସ୍ତାନ୍ତର କରାଯାଉଛି । ଭୁବନେଶ୍ୱର ଏମ୍ସରେ ୮୧ଟି ମୃତଦେହ…

୯ ବର୍ଷରେ ମୋଦି ଯାହା କରିଛନ୍ତି, ସ୍ୱାଧୀନତା ପରଠାରୁ ଲୋକଙ୍କ ପାଇଁ ହୋଇନଥିଲା: ମନମୋହନ

ଭୁବନେଶ୍ୱର: ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ମାସେ ବ୍ୟାପି ‘ମହା ଜନସଂପର୍କ ଅଭିଯାନ’ର ଚାଲିଛି । ଆଜି ଭଦ୍ରକ ଜିଲ୍ଲା…

ଶିମିଳିପାଳରେ ମାତିଛନ୍ତି ହାତୀ ଶିକାରୀ; ୫ ଗିରଫ, ୪ ଦାନ୍ତ ଜବତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ବଢ଼ି ଚାଲିଛି ଶିକାରୀଙ୍କ ଦୌରାତ୍ମ । ବନ ବିଭାଗର ଟିମ୍ ଯଶୀପୁରର ଜାମକେଶ୍ୱର ଗାଁରେ ଚଢ଼ାଉ କରି ୪ଟି ହାତୀ ଦାନ୍ତ ଜବତ ଜବତ କରିଛି । ମାମଲାରେ ୫ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର…

ଷ୍ଟୋକ୍ସଙ୍କ ଲଢୁଆ ଶତକ ସତ୍ୱେ ପରାସ୍ତ ହେଲା ଇଂଲଣ୍ଡ, ସିରିଜରେ ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ

ଲର୍ଡସ: ଆଶେସ କ୍ରିକେଟ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୪୩ ରନରେ ଇଂଲଣ୍ଡକୁ ପରାସ୍ତ କରି ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ବେନ ଷ୍ଟୋକ୍ସଙ୍କ ଲଢ଼ୁଆ ଶତକ ସତ୍ୱେ ଇଂଲଣ୍ଡ ୩୭୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୩୨୭ ରନ କରିବାକୁ…

ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କଲା ଶ୍ରୀଲଙ୍କା

କଲମ୍ବୋ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ୧୯୯୬ ବିଶ୍ୱ ଚାମ୍ପିୟନ ଶ୍ରୀଲଙ୍କା ଯୋଗ୍ୟତା ଅର୍ଜନ କରିଛି । କ୍ୱାଲିଫାୟର୍ସରେ ଶ୍ରୀଲଙ୍କା ୯ ୱିକେଟରେ ଜିମ୍ବାୱେକୁ ପରାସ୍ତ କରି ବିଶ୍ୱକପ ଟିକେଟ କାଟିଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୧୬୫ ରନ କରି ଅଲଆଉଟ ହୋଇ…

ସାତକୋଶିଆରୁ ଚାଲି ଆସିଥିବା କୁମ୍ଭୀର ଗାଁ ପୋଖରିରୁ ବର୍ଷେ ପରେ ଉଦ୍ଧାର

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ପୁରଣାକୋଟ ବନାଞ୍ଚଳର ପୁରୁଣାକୋଟ ଗାଁ ପୋଖରି କୁମ୍ଭୀରକୁ ଉଦ୍ଧାର କରିଛି ବନ ବିଭାଗ । ପ୍ରାୟ ବର୍ଷକ ତଳେ କୁମ୍ଭୀରଟି ଗାଁ ପୋଖରିକୁ ଚାଲି ଆସିଥିବା ବେଳେ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଥିଲେ । ଅସନ୍ତୋଷ ତେଜିଥିବା ବେଳେ କୁମ୍ଭୀରକୁ ଉଦ୍ଧାର କରିବାକୁ ନେଇ…

ପୁତୁରା ଭାଙ୍ଗିଲେ ଦଳ, ଏବେ ପାୱାର କରିବେ କଣ ?

ମୁମ୍ବାଇ: ଶିବସେନା ପରେ ଭାଙ୍ଗିଲା ଏନସିପି । ମହାରାଷ୍ଟ୍ରରେ ବଢ଼ୁଛି ବିଜେପି । ଛିଣ୍ଡୁଛି ବିରୋଧୀଙ୍କ ବଳ । ଶରଦ ପାୱାରଙ୍କ ଏନସିପିକୁ ଭାଙ୍ଗି ପୁତୁରା ଅଜିତ ପାୱାର ପ୍ରତିଶୋଧ ନେଇଛନ୍ତି । ୨୦୧୯ ପରେ ତୃତୀୟ ଥର ପାଇଁ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅଜିତ୍ ପାୱାର…

ଅଣ ଖେଳୁଆଡ ମନୋଭାବ ନେଇ ପୁଣି ବଦନାମ ହେଲା ଅଷ୍ଟ୍ରେଲିଆ

ଲଣ୍ଡନ:ଅଣ ଖେଳୁଆଡ ମନୋଭାବ ନେଇ ପୁନର୍ବାର ବଦନାମ ହୋଇଛି ଅଷ୍ଟ୍ରେଲିଆ କ୍ରିକେଟ ଟିମ । ଚଳିତ ଆଶେସ ସିରିଜର ଦ୍ୱିତୀୟ ଟେଷ୍ଟ ଅବସରରେ ଏହି ଘଟଣା ସମ୍ମୁଖକୁ ଆସିଛି । ଇଂଲଣ୍ଡର ୱିକେଟକିପର ତଥା ବ୍ୟାଟ୍ସମ୍ୟାନ ଜନୀ ବେୟାରଷ୍ଟୋଙ୍କୁ ଅଷ୍ଟ୍ରେଲିଆ ଖେଳାଳିମାନେ ଯେଉଁ ଭଳି ଢ଼ଙ୍ଗରେ ଆଉଟ କଲେ ସେ…

ସର୍ଜନଶୀଳ ବ୍ୟକ୍ତି ହିଁ ସମାଜର ପରିବର୍ତ୍ତନ ଆଣିପାରିବେ: ଗୋଆ ରାଜ୍ୟପାଳ

ଭୁବନେଶ୍ୱର: ସର୍ଜନଶୀଳ ବ୍ୟକ୍ତିମାନେ ହିଁ ସମାଜର ପରିବର୍ତ୍ତନ ଆଣିପାରବେ ବୋଲି ଗୋଆ ରାଜ୍ୟପାଳ ପିଏସ୍‍ ଶ୍ରୀଧରନ୍‍ ପିଲାଇ କହିଛନ୍ତି । ରବିବାର କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ୧୭ତମ ବାର୍ଷିକ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପିଲାଇ କହିଲେ, ଆମ ଦେଶର ମୂଳ ସଂସ୍କୃତି…

ଡନ ୩ରେ ଶାହାରୁଖଙ୍କ ସ୍ଥାନରେ ଅଭିନୟ କରିବେ ରଣବୀର !

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଉପରେ ଆଧାରିତ ଫରହାନ ଅଖତାରଙ୍କ ଡନ ଫିଲ୍ମର ତୃତୀୟ ସଂସ୍କରଣ ନେଇ ବିଭିନ୍ନ ଖବରମାନ ପ୍ରକାଶ ପାଉଛି । ଶାହାରୁଖ ଖାଁ ଅଭିନୀତ ପ୍ରଥମ ୨ଟି ସଂସ୍କରଣ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏବେ କିନ୍ତୁ ଶାହାରୁଖଙ୍କ ବଦଳରେ ରଣବୀର ସିଂ ଡନ ହେବେ ବୋଲି ଜଣାପଡିଛି । ୬…