୨ ଟ୍ରକ୍ ମଝିରେ ଚାପି ହୋଇ ଦମ୍ପତିଙ୍କ ମୃତ୍ୟୁ
ଅନୁଗୁଳ: ଟ୍ରକ୍ ନେଲା ୨ ଜୀବନ । ଦୁଇ ଟ୍ରକ୍ ମଝିରେ ଚାପି ହୋଇ ପ୍ରାଣ ହାରିଲେ ସ୍ୱାମୀ, ସ୍ତ୍ରୀ । ୫୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ବଡ଼କେରା ପଟରୁ ଅନୁଗୁଳ ଆଡ଼କୁ ସ୍ୱାମୀ, ସ୍ତ୍ରୀ ବାଇକ୍ ଯୋଗେ ଯାଉଥିଲେ ।
ସେହି…