ବିଗ୍ ବସ୍ ଓଟିଟି-୨ ରେ ହାଇଡ୍ରାମା: ସୋ’ ମଝିରେ ନିଜ ପ୍ୟାଣ୍ଟ ଖୋଲିଲେ ଜାଦ୍ ହଦିଦ୍, ଭିଡିଓ ଭାଇରାଲ
ମୁମ୍ବାଇ: ବିଗ୍ ବସ୍ ଓଟିଟି-୨ ପ୍ରସାରିତ ହେବାର ୧୨ ଦିନ ବିତିଲାଣି। ଏହି ସୋ’ରେ ଅନେକ ପ୍ରତିଯୋଗୀଙ୍କ ମଧ୍ୟରେ ତର୍କ ବିତର୍କ ହେଉଥିବା ଦେଖିବାକୁ ମିଳିଛି। ସୋ’ର ଏକ ଲାଇଭ୍ ଫିଡ୍ ଷ୍ଟ୍ରିମିଂ ମଧ୍ୟ ଅଛି, ଯେଉଁଠାରେ ଦର୍ଶକମାନେ ପ୍ରତିଯୋଗୀମାନଙ୍କୁ ସବୁବେଳେ ଲାଇଭ୍ ଦେଖୁଛନ୍ତି। ସଲମାନ…