Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ରାଜନୈତିକ ହିଂସା: ଜଣେ ମୃତ, ପାଞ୍ଚ ଆହତ

କୋଲକାତା: ପଶ୍ଚିମବଙ୍ଗରେ ସରଗରମ ରହିଛି ରାଜନୈତିକ ମାହୋଲ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜାରି ରହିଛି ହିଂସା। କୁଚବିହାରର ଗୀତଲଦାହାଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। କୁହାଯାଉଛି ଗୋଟିଏ ରାଜନୈତିକ ଦଳ ମଧ୍ୟରେ ଦୁଇଟି ଗୋଷ୍ଠୀରେ ପରିଣତ ହୋଇଥିଲା ଏବଂ ଏହି ଉଭୟ ଗୋଷ୍ଠୀ ମଧ୍ୟରେ…

ଶରଧାବାଲିରେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଯଶୋଦାବେନ, କରିଲେ ମହାପ୍ରଭୁଙ୍କ ଦର୍ଶନ

ପୁରୀ:ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ  ଆସିଛନ୍ତି ଯଶୋଦାବେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦା ବେନ ପୁରୀ ଶରଧାବାଲିରେ  । ସମ୍ପର୍କୀୟଙ୍କ ସହ ଆଜି ଆଡପ ମଣ୍ଡପରେ  ମହାବାହୁଙ୍କ ଦର୍ଶନ କରିଛନ୍ତି । ତାଙ୍କ ସହ  ତାଙ୍କର ଭାଇ ଅଶୋକ ମୋଦି ଓ…

ମୌସୁମୀ ପାଇଁ ବଜାରରେ ଆକାଶ ଛୁଆଁ ଟମାଟୋ ଦର, ସାଧାରଣରେ ଅସନ୍ତୋଷ ବୃଦ୍ଧି

ନୂଆଦିଲ୍ଲୀ: ମୌସୁମୀ ଆସିବା ମାତ୍ରେ ମହାଙ୍ଗା ହେଲାଣି ସବୁଜ ପନିପରିବା ଦର। ଏକ ସପ୍ତାହ ପୂର୍ବରୁ ଟମାଟୋ କିଲୋ ପ୍ରତି ୩୦-୪୦ ଟଙ୍କାରେ ବିକ୍ରି ହେଉଥିଲା। ବର୍ତ୍ତମାନ ଏହା କିଲୋ ପ୍ରତି ୮୦-୧୦୦ ଟଙ୍କା ହେଲାଣି। ବଜାରରେ ଟମାଟୋ କିଲୋ ପ୍ରତି ୭୦ ରୁ ୮୦ ଟଙ୍କା ମୂଲ୍ୟରେ ହୋଲସେଲ ହାରରେ…

୨୪ ଘଣ୍ଟାରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ଅଳ୍ପ ବର୍ଷିବ

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଉତ୍ତରଓଡିଶାର କିଛି ଜିଲ୍ଲାରେ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ଏନେଇ ବିଭାଗ ପକ୍ଷରୁ…

୧୧ ବର୍ଷ ମଧ୍ୟରେ ୭୦ ହଜାର ଭାରତୀୟ ସରେଣ୍ଡର କଲେ ନିଜ ପାସପୋର୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗତ ୧୧ ବର୍ଷ ମଧ୍ୟରେ ପ୍ରାୟ ୭୦ ହଜାର ଭାରତୀୟ ନିଜ ଦେଶର ନାଗରିକତ୍ୱ ଛାଡିଛନ୍ତି। ସେଥିମଧ୍ୟରୁ 40 ପ୍ରତିଶତ ଭାରତୀୟ ଗୋଆ ଥିବା ବେଳେ ଦ୍ୱିତୀୟ ନମ୍ବରରେ ପଞ୍ଜାବ ରହିଛି। ଏକ ଆରଟିଆଇ ରିପୋର୍ଟରେ ଏହି ସୂଚନା ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ, ୨୦୧୧ ରୁ…

ପୁଣି ଦୁର୍ଘଟଣା: ଟ୍ୟାଙ୍କର ସହ ଧକ୍କା ହେଲା କାର, ଗୋଟିଏ ପରିବାରର ୩ ମୃତ୍ୟୁ

ପଟାଙ୍ଗୀ: ଗତକାଲି ସକାଳୁ ଖବର ଆସିଥିବା ଗଞ୍ଜାମ ଦିଗପହଣ୍ଡି ସଡ଼କ ଦୁର୍ଘଟଣାର ଦୁଃଖ ମନରୁ ଲିଭି ନଥିବା ବେଳେ ଆଜି ସକାଳୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ନିକଟରେ ପୁଣି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଗୋଟିଏ ପରିବାର…

ଜୁନ ୩୦ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି

ଭୁବନେଶ୍ୱର: ପୁଣି ବଢ଼ିଲା ଯୁକ୍ତ ଦୁଇ ଶ୍ରେଣୀ ପାଇଁ ନାମଲେଖା ଅବଧି। ଆଡ୍‌ମିଶନ ପାଇଁ ଆବେଦନ କରିବା ଜୁନ ୩୦ ଯାଏ ଘୁଞ୍ଚାଇ ଦେଇଛନ୍ତି ରାଜ୍ୟ ସରକାର। ଦ୍ୱିତୀୟ ଥର ପାଇଁ ଆବେଦନ ତାରିଖ ବୃଦ୍ଧି କରାଯାଇଛି । ଏ ନେଇ  ରାଜ୍ୟ ସ୍କୁଲ ଗଣଶିକ୍ଷା ବିଭାଗ ସୂଚନା ଦେଇଛି। ଗତ ଥର ଆବେଦନର ଶେଷ ତାରିଖ…

ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ଶେଷ ଦର୍ଶନ, କାଲି ବାହୁଡିବେ ଶ୍ରୀମନ୍ଦିର

ପୁରୀ: ଆଜି(ମଙ୍ଗଳବାର) ଜନ୍ମବେଦିରେ ମହାପ୍ରଭୁଙ୍କ ଶେଷ ସନ୍ଧ୍ୟା ଦର୍ଶନ ହେବ। ଅପରାହ୍ନ ୫ଟା ଯାଏ ଭକ୍ତ ଶ୍ରୀ ଶ୍ରୀଜୀଉଙ୍କୁ ଦେଖା କରିପାରିବେ। ଏହାପରେ ମହାପ୍ରଭୁ ବାହୁଡ଼ା ଯାତ୍ରାରେ ବାହାରିଯିବେ। ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବେ। ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ସାରି…

ଯୌନ ଶୋଷଣ ଅଭିଯୋଗ ମାମଲା, ଆଗୁଆ ଜାମିନ୍ ଆବେଦନ କଲେ ସୌରିନ ଭଟ୍ଟ

କଟକ: କଣ୍ଠଶିଳ୍ପୀ ସୌରିନ ଭଟ୍ଟ ବିରୋଧରେ ଯୌନ ଶୋଷଣ ମାମଲା । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ସୌରିନ ଭଟ୍ଟ । ଗିରଫଦାରୀକୁ ଏଡ଼ାଇବାକୁ ଯାଇ ସୌରିନ୍ ଭଟ୍ଟ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି । ଅନ୍ୟପଟେ ସୌରିନ ଭଟ୍ଟଙ୍କୁ କଟକ ମହିଳା ଥାନା ପୋଲିସ ଖୋଜୁଛି । ସୌରିନଙ୍କୁ…

ଆଦିପୁରୁଷ ଫିଲ୍ମକୁ ନେଇ ବିବାଦ: ସେନ୍ସର ବୋର୍ଡ, ମେକର୍ସଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

ମୁମ୍ବାଇ: ଆଦିପୁରୁଷ ଫିଲ୍ମକୁ ନେଇ ଏକ ଯାଚିକା ଉପରେ ଶୁଣାଣୀ କରି ଲକ୍ଷ୍ନୌ ହାଇକୋର୍ଟ ଏହାର ମେକର୍ସ ଓ ସେନ୍ସରବୋର୍ଡଙ୍କୁ ଭର୍ତ୍ସନା କରିଛନ୍ତି । ଆପଣମାନେ ଆଗାମୀ ପିଢ଼ୀଙ୍କୁ କଣ ବାର୍ତା ଦେବାକୁ ଚାହୁଁଛନ୍ତି । ରାମାୟଣ, କୁରାନ, ଗୁରୁ ଗ୍ରନ୍ଥ ସାହିବ ଏବଂ ଗୀତା ପରି ପୌରାଣିତ ଗ୍ରନ୍ଥକୁ…