Latest Odisha News

BREAKING NEWS

ଯୌନ ଶୋଷଣ ଅଭିଯୋଗ ମାମଲା, ଆଗୁଆ ଜାମିନ୍ ଆବେଦନ କଲେ ସୌରିନ ଭଟ୍ଟ

କଟକ: କଣ୍ଠଶିଳ୍ପୀ ସୌରିନ ଭଟ୍ଟ ବିରୋଧରେ ଯୌନ ଶୋଷଣ ମାମଲା । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ସୌରିନ ଭଟ୍ଟ । ଗିରଫଦାରୀକୁ ଏଡ଼ାଇବାକୁ ଯାଇ ସୌରିନ୍ ଭଟ୍ଟ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି । ଅନ୍ୟପଟେ ସୌରିନ ଭଟ୍ଟଙ୍କୁ କଟକ ମହିଳା ଥାନା ପୋଲିସ ଖୋଜୁଛି । ସୌରିନଙ୍କୁ…

ଆଦିପୁରୁଷ ଫିଲ୍ମକୁ ନେଇ ବିବାଦ: ସେନ୍ସର ବୋର୍ଡ, ମେକର୍ସଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

ମୁମ୍ବାଇ: ଆଦିପୁରୁଷ ଫିଲ୍ମକୁ ନେଇ ଏକ ଯାଚିକା ଉପରେ ଶୁଣାଣୀ କରି ଲକ୍ଷ୍ନୌ ହାଇକୋର୍ଟ ଏହାର ମେକର୍ସ ଓ ସେନ୍ସରବୋର୍ଡଙ୍କୁ ଭର୍ତ୍ସନା କରିଛନ୍ତି । ଆପଣମାନେ ଆଗାମୀ ପିଢ଼ୀଙ୍କୁ କଣ ବାର୍ତା ଦେବାକୁ ଚାହୁଁଛନ୍ତି । ରାମାୟଣ, କୁରାନ, ଗୁରୁ ଗ୍ରନ୍ଥ ସାହିବ ଏବଂ ଗୀତା ପରି ପୌରାଣିତ ଗ୍ରନ୍ଥକୁ…

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରରେ ୫ ଦିନିଆ ଶିକ୍ଷକ ଉନ୍ନତିକରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର, ଓଡ଼ିଶା “ଇମ୍ପାକ୍ଟ ଓରିଏଣ୍ଟେଡ୍ ଏଜୁକେସନ୍” ଉପରେ ୫ଦିନିଆ ଶିକ୍ଷକ ଉନ୍ନତିକରଣ କାର୍ଯ୍ୟକ୍ରମ ଆୟୋଜନ ଆରାଯାଇଛି । ଗବେଷକ ଏବଂ ଶିକ୍ଷାବିତ୍ ଭଳି କ୍ୟାରିୟରରେ ଉତ୍କର୍ଷତା ପାଇବା ପାଇଁ ଶିକ୍ଷା ସହ ଆବଶ୍ୟକକୌଶଳ ବିଷୟରେ ଜଣାଇବା ଏହି…

ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାରର ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । କଳା ସମ୍ମାନରେ ପାସ୍ ହାର ୯୦.୫୯ ପ୍ରତିଶତ ରହିଥିବା ବେଳେ କଳା (ସାଧାରଣ)ରେ ପାସ୍ ହାର ୯୩.୦୧ ପ୍ରତିଶତ ରହିଛି । କଳାରେ ହାରାହାରି ମୋଟ୍ ପାସହାର ୯୦.୬୨ ପ୍ରତିଶତ ରହିଥିବା…

ଝିଅ ସୁହାନାଙ୍କ ସହ ଏକତ୍ର ଅଭିନୟ କରିବେ ଶାହାରୁଖ, ନିର୍ଦ୍ଦେଶନା ଦେବେ ସିଦ୍ଧାର୍ଥ

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଶାହାରୁଖ ଖାଁ ଏବେ ତାଙ୍କ ଆଗାମୀ ଫିଲ୍ମ ଟାଇଗର ଭର୍ସେସ ପଠାନ, ଡଙ୍କି ଓ ଜବାନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ଶୁଟିଂ ଶେଷ ହେବା ପରେ ଶାହାରୁଖ ନିଜ ଝିଅ ସୁହାନା ଓ ପୁତ୍ର ଆର୍ଯ୍ୟନ ଖାଁଙ୍କ କ୍ୟାରିୟର ପ୍ରତି ମୁଣ୍ଡ ଖେଳାଇବା ଆରମ୍ଭ କରିଛନ୍ତି ।…

ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଦୁର୍ନୀତି ଅଭିଯୋଗ, ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛି ବିଜେପି । ଦଳ ପକ୍ଷରୁ କୁହାଯାଇଛି- ସତ, ମିଛ କହି ଓଡ଼ିଶାବାସୀଙ୍କୁ ବାରମ୍ବାର ପ୍ରତାରଣା କରିବା ଶାସକ ବିଜୁ ଜନତା ଦଳର ଅଭ୍ୟାସରେ ପରିଣତ ହୋଇଛି । ନିଜ ମିଛ ଧରାପଡିବା ପରେ ଅନ୍ୟ ମୁଣ୍ଡରେ…

ବିରୋଧରେ କହି ବିପଦକୁ ଡାକୁଛନ୍ତି କି ସୌମ୍ୟ?

ଭୁବନେଶ୍ୱର: ବିଜେଡିର ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଗତି କୁଆଡେ? ସୌମ୍ୟ କଣ ଆଗକୁ ଅନ୍ୟ କିଛି ଯୋଜନା କରୁଛନ୍ତି କି? ବିଜେଡି ଠାରୁ ନିଜକୁ ଦୁରେଇ ନେଉଛନ୍ତି କି ସୌମ୍ୟ? ଖଣ୍ଡପଡାରୁ ଆଉ କଣ ବିଜେଡି ପ୍ରାର୍ଥୀ ହେବେନି କି ସୌମ୍ୟ ରଞ୍ଜନ ପଟ୍ଟନାୟକ? ସୌମ୍ୟଙ୍କୁ ନେଇ…

ବଘେଲଙ୍କ ବାଣରେ ବିଜେପି ଘାଇଲା! ଶାହା ବଦଳାଇଲେ ରଣନୀତି

ଭୁବନେଶ୍ୱର: ଛତିଶଗଡ଼ରେ ଶାସନକୁ ବଜାୟ ରଖିବା ସହ ଲୋକସଭା କ୍ଷେତ୍ରରେ ଅଧିକରୁ ଅଧିକ ସିଟ ଜିତିବା ପାଇଁ ଶାସନରେ ଥିବା କଂଗ୍ରେସ ସବୁ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ଦଳ ପକ୍ଷରୁ ସଂଭାଗୀୟ ସମ୍ମିଳନୀ ଆୟୋଜିତ ହେଉଥିବା ବେଳେ ବିଧାନସଭା ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।…

ହତ୍ୟା ଧମକ ପରେ ହନୀ ସିଂଙ୍କୁ ମିଳିଲା ସୁରକ୍ଷା

ନୂଆଦିଲ୍ଲୀ: ର‌୍ୟାପର ହନୀ ସିଂଙ୍କୁ ହତ୍ୟା ଧମକ ମିଳିବା ପରେ ସୋମବାର ଦିଲ୍ଲୀ ପୋଲିସ ତାଙ୍କୁ ସୁରକ୍ଷା ପ୍ରଦାନ କରିଛି । ଆଧୁନିକ ଅସ୍ତ୍ରଶସ୍ତ୍ର ସହ ୨ଜଣ ପୋଲିସକର୍ମୀ ତାଙ୍କ ସହ ୨୪ ଘଂଟା ରହିବେ । ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାର ପକ୍ଷରୁ ତାଙ୍କ ଜୀବନରୁ ମାରିଦେବା ନେଇ ଧମକ ମିଳିଥିଲା ।…

ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଦ୍ୱିତୀୟ ସର୍ବବୃହତ ବିଜୟ ହାସଲ କଲା ଜିମ୍ବାୱେ

ହରାରେ: ଚଳିତ ଦିନିକିଆ ବିଶ୍ୱକପ କ୍ୱାଲିଫାୟର ମୁକାବିଲାରେ ସୋମବାର ଜିମ୍ବାୱେ କ୍ରିକେଟ ଟିମ ଇତିହାସ ରଚିଛି । ହରାରେ ସ୍ପୋର୍ଟ୍ସ କ୍ଲବରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୬ ୱିକେଟ ବିନିମୟରେ ୪୦୮ ରନର ବିଶାଳ ସ୍କୋର କରିଥିଲା । ୪୦୯ ରନର ଲକ୍ଷ୍ୟକୁ ପିଛା କରି ୟୁଏସଏ ୧୦୪ ରନରେ ଅଲଆଉଟ…