Latest Odisha News

BREAKING NEWS

ଆନ୍ତର୍ଜାତୀୟ ଫୁଟବଲରେ ଆଉ ଏକ କୀର୍ତିମାନ ସ୍ଥାପନ କଲେ ରୋନାଲ୍ଡୋ

ନୂଆଦିଲ୍ଲୀ: ପର୍ତୁଗାଲର ଅଧିନାୟକ ତଥା ବିଶ୍ୱ ଫୁଟବଲର ମହାନ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ଆନ୍ତର୍ଜାତୀୟ ଫୁଟବଲରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଫୁଟବଲ ଖେଳାଳି ଭାବେ ୨୦୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ୟୁରୋ ୨୦୨୪ ଆଇସଲାଣ୍ଡ ବିପକ୍ଷ କ୍ୱାଲିଫାଇଂ ମ୍ୟାଚରେ ସେ…

ବାସନ ମାଜୁଥିଲେ ମହିଳା, ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା: ନାଳ କୂଳରେ ବସି ବାସନ ମାଜୁଥିଲେ ମହିଳା । ଟାଣି ନେଇଗଲା କୁମ୍ଭୀର । ବର୍ତ୍ତମାନ ସୁଦ୍ଧା ମହିଳାଙ୍କର କୌଣସି ସନ୍ଧାନ ମିଳିନି । ଏମିତି ଘଟଣା ଘଟିଛି କେନ୍ଦ୍ରାପଡା ରାଜନଗର ବ୍ଲକ ଅନ୍ତର୍ଗତ ହାତିଆଗଡି ଗାଁରେ । ଏହି ଗାଁର ବୈଲୋଚନ ଦାସ ରାଜ୍ୟ ବାହାକୁ ଦାଦନ ଖଟିବାକୁ…

ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର: ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା । ୨୨ତାରିଖ ଅପରାହ୍ନ ୪ଟାରେ ଶ୍ରୀ ନଡ୍ଡା ଝାରସୁଗୁଡା ବିମାନ ବନ୍ଦରରେ ପହଂଚିବା ପରେ ଝାରସୁଗୁଡା ଜିଲ୍ଲା କାର୍ଯ୍ୟାଳୟକୁ ସିଧାସଳଖ ଗସ୍ତ କରିବେ । ସେଠାରୁ ବରଗଡ ଲୋକସଭା…

ଆସୁଛି ନୂଆ ସାଇବର ସ୍କାମ: କ୍ଲିକ କରିବା ମାତ୍ରେ ହ୍ୟାକ ହୋଇଯବ ମୋବାଇଲ ଫୋନ

ଭୁବନେଶ୍ୱର: ହ୍ୱାଟ୍ସଅପ ଅପଡେଟ କରିବା ପାଇଁ କିଛି ମେସେଜ ବା ଲିଙ୍କ ଆପଣଙ୍କ ମୋବାଇଲକୁ  ଆସିଛି କି ? ଯଦି ଏମିତି କିଛି ମେସେଜେ ଆସିଥାଏ ତେବେ ସାବଧାନ ହୋଇଯାଆନ୍ତୁ । ଭୁଲରେ ବି ଏସବୁ ମେସେଜରେ କ୍ଲିକ କରନ୍ତୁ ନାହିଁ । କାରଣ ଥରେ କ୍ଲିକ କରିଦେଲେ ହ୍ୟାକ ହୋଇ ଯାଇପାରେ ଆପଣଙ୍କ…

ଭିଟୋର ଅପପ୍ରୟୋଗ କଲା ଚୀନ; ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡକୁ ଆତଙ୍କବାଦୀ ହେବାରୁ ବଞ୍ଚାଇଲା

ନୂଆଦିଲ୍ଲୀ: ପାକିସ୍ତାନ ଲସ୍କର-ଏ-ତୋଇବାର ଆତଙ୍କବାଦୀ ସାଜିଦ ମୀରକୁ ବିଶ୍ୱ ଆତଙ୍କବାଦୀ ଘୋଷିତ କରିବା ପ୍ରସ୍ତାବ ଉପରେ ଚୀନ ପ୍ରତିବନ୍ଧକ ଲଗାଇଛି । ସାଜିଦ ୨୦୦୮ରେ ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା । ଆମେରିକା ସାଜିଦକୁ ଗ୍ଲୋବାଲ ଟେରରିଷ୍ଟ ଘୋଷଣା କରିବା…

ରାଜ୍ୟର କିଛି ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ, ୨୩ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରାକ୍ ମୌସୁମୀ ବର୍ଷା । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଉ ୨ରୁ ୩ ଦିନ ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼଼ିଶା ଛୁଇଁପାରେ ବୋଲି ଆକଳନ କରାଯାଉଛି । ଆଜି କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର,…

ନୀତି ବିଳମ୍ବ; ରଥ ଉପରେ ଭୋକରେ ବସିଛନ୍ତି ମହାପ୍ରଭୁ

ପୁରୀ: ରଥଯାତ୍ରାରେ ବିଭ୍ରାଟ । ରଥ ଉପରେ ଭୋକରେ ରହିଛନ୍ତି ମହାପ୍ରଭୁ । ନିର୍ଦ୍ଧାରିତ ସମୟ ଭିତରେ ହୋଇ ପାରିନି ଗୋପାଳବଲ୍ଲଭ ନୀତି । ଅବକାଶ ନୀତି ସରିଥିଲେ ହେଁ ଏ ଯାଏ ଗୋପାଳବଲ୍ଲଭ ନୀତି ହୋଇପାରି ନାହିଁ । ଗତକାଲି ରଥଯାତ୍ରା ଦିନ ପ୍ରଭୁ ବଳଭଦ୍ରଙ୍କ ରଥ ଶରଧାବାଲିରେ…

ଆପଣଙ୍କ କଥା ଶୁଣେ କି ଫେସବୁକ୍? ଜାଣନ୍ତୁ ଫେସବୁକ୍ ଓ ବିଜ୍ଞାପନ ମଧ୍ୟରେ ଥିବା କନେକ୍‌ସନ୍‌

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅନେକ ଥର ଆମେ ଲକ୍ଷ କରୁ ଯେ ଆମେ ଯେଉଁ ବିଷୟବସ୍ତୁ ସମ୍ପର୍କରେ କଥାବାର୍ତ୍ତା କରୁ ସେହି ସମ୍ବନ୍ଧୀୟ ବିଜ୍ଞାପନ ଆମ ଫୋନ୍ କିମ୍ବା ଲାପଟପରେ ଦୃଶ୍ୟମାନ ହୁଏ। ଏହା ବିଶେଷତଃ ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମ ଆପରେ ଅଧିକ ଦେଖାଯାଏ। ଏହା ବ୍ୟତୀତ ଅନ୍ୟ ୱେବସାଇଟରେ ମଧ୍ୟ…

କାହିଁକି ଅଧା ବାଟରେ ଅଟକିଗଲା ରଥ ? ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେ ‘ଠାକୁରଙ୍କ ଇଚ୍ଛା’

ପୁରୀ: ଘୋଷଯାତ୍ରା ପାଇଁ ଗତକାଲି ଠିକ୍ ସମୟରେ ନୀତି କାନ୍ତି ସରିଥିଲା । ହେଲେ କାହିଁକି ତାଳଧ୍ୱଜକୁ ଛାଡ଼ି ଦେଲେ ଅନ୍ୟ ୨ ରଥ ପହଞ୍ଚି ପାରିଲାନି ଶରଧାବାଲି । ଯାହାକୁ ନେଇ ନାନା ମତ ପ୍ରକାଶ ପାଇଥିବା ବେଳେ ଆଜି ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଶରଧାବାଲିକୁ ଟାଣି ନେଇଛନ୍ତି ଭକ୍ତ । ଏନେଇ…

ସାବଧାନ! ଲୁଚି ଲୁଚି ଭାରତୀୟଙ୍କ ତଥ୍ୟ ସଂଗ୍ରହ କରୁଛି ରିଅଲମିର ଏହି ଫିଚର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚାଇନା ଫୋନ୍ କମ୍ପାନୀ ବିରୋଧରେ ଭାରତୀୟ ୟୁଜର୍ସଙ୍କ ତଥ୍ୟ ଚୋରି କରିଥିବା ଅଭିଯୋଗ ହୋଇଛି। ରିଅଲମିର 'ଏନହାନ୍ସ ଇଣ୍ଟେଲିଜେଣ୍ଟ୍ ସର୍ଭିସେସ୍' ଫିଚରଟି ଚାଇନା କମ୍ପାନୀକୁ ଅସୁବିଧାରେ ପକାଇଛି। ଏହି ଫିଚର ସ୍ୱୟଂଚାଳିତ ଭାବରେ ରିଅଲମି ଫୋନରେ ତଥ୍ୟ ସଂଗ୍ରହ କରେ।…