Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ, ୫ ବର୍ଷରେ ଖର୍ଚ୍ଚ ହେବ ୩୩୫୪ କୋଟି

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ଅନୁମୋଦନ ମିଳିଛି । ଏହା ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାର ୧୫ରୁ ୧୯ ବର୍ଷର କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମାଆ, ସାମ, ମାମ ଏବଂ ଏସୟୁଡବ୍ଲୁ ଶିଶୁମାନଙ୍କର ପୁଷ୍ଟିଗତ ଓ ସ୍ୱାସ୍ଥ୍ୟଗତ…

ରାଞ୍ଝା ପରେ ପୁଣି ଏକତ୍ର ହେଲେ ଧନୁଷ ଓ ଆନନ୍ଦ ଏଲ ରାୟ

ମୁମ୍ବାଇ: ଫିଲ୍ମମେକର ଆନନ୍ଦ ଏଲ ରାୟ ସର୍ବଦା ସମୟଠାରୁ ଆଗର କାହାଣୀ ଦେଖାଇ ଦର୍ଶକଙ୍କୁ ବାନ୍ଧି ରଖିଥାନ୍ତି । ୧୦ ବର୍ଷ ତଳେ ରିଲିଜ ହୋଇଥିବା ଧନୁଷ ଅଭିନୀତ ରାଞ୍ଝା ଏବେ ବି ଦର୍ଶକଙ୍କ ମନକୁ ଆନ୍ଦୋଳିତ କରୁଛି । ଏହି ୧୦ ବର୍ଷ ପୂର୍ତି ଅବସରରେ ଆନନ୍ଦ ରାୟ ତାଙ୍କର ଆଗାମୀ ଫିଲ୍ମର ଘୋଷଣା…

ଆସୁଛନ୍ତି ଅମିତ ଶାହା, ଚାଲିଛି ସର୍ଭେ, କଟିବ ଟିକେଟ!

ଭୁବନେଶ୍ୱର: ଛତିଶଗଡ଼ ନିର୍ବାଚନକୁ ଆଉ ମାତ୍ର ଅଳ୍ପ କେତେ ମାସ ବାକି ଅଛି। ରାଜ୍ୟର ରାଜନୈତିକ ସ୍ଥିତିକୁ ଦେଖିଲେ ସେଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେଇ ହେବ। କଂଗ୍ରେସ ଶାସନରେ ଥିବାବେଳେ ଶାସନ ବଜାୟ ରଖିବାକୁ ଦଳ ଉଦ୍ୟମ କରୁଛି। ତେଣୁ ଉଭୟ ଦଳ ପ୍ରଚାର ପ୍ରସାରକୁ ଜୋରଦାର କରୁଛନ୍ତି।…

ତେଲେଙ୍ଗାନା ହାତରୁ ଖସିବାକୁ ବସିଲାଣି, ଓଡିଶାକୁ କିଏ ପଚାରେ!

ଭୁବନେଶ୍ୱର: ଓଡ଼ିଶାରେ ଆଉ ବିଆରଏସର ଚର୍ଚ୍ଚା ନାହିଁ। ଆସନ୍ନ ନିର୍ବାଚନକୁ ନେଇ ଦେଶ ଓ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଥିବା ବେଳେ ବିଆରଏସ ଆଉ ଓଡିଶାରେ ଆଗକୁ ବଢ଼ୁଥିବା ଦେଖାଯାଉ ନାହିଁ। ରାଜ୍ୟରେ ବିରୋଧୀଙ୍କ ସ୍ଥିତିକୁ ଦେଖିଲେ କେସିଆରଙ୍କ ବିଆରଏସ ଓଡ଼ିଶାରେ ଏକ ବଡ଼ ବିକଳ୍ପ ହେବ ବୋଲି…

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୫ ପ୍ରସ୍ତାବକୁ ମଞ୍ଜୁରୀ, ଗ୍ରାମ୍ୟ ରାସ୍ତା ପାଇଁ ନବୀନଙ୍କ ଟଙ୍କା ବର୍ଷା

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଭିନ୍ନ ବିଭାଗର ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । କ୍ୟାବିନେଟରେ ଦୁର୍ଗମ ଅଞ୍ଚଳରେ ଅସଂଯୋଜିତ…

ହନୀ ସିଂଙ୍କୁ ଗୋଲ୍ଡି ବ୍ରାର ଗ୍ୟାଙ୍ଗର ହତ୍ୟା ଧମକ

ନୂଆଦିଲ୍ଲୀ: ଲୋକପ୍ରିୟ ଗାୟକ ୟୋ ୟୋ ହନୀ ସିଂଙ୍କୁ ମିଳିଛି ହତ୍ୟା ଧମକ । ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାର ଦେଇଛି ଏକ ଧମକ । ହନୀ ସିଂ ଏ ନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡରେ ଏହି ଗ୍ୟାଙ୍ଗଷ୍ଟାରର ହାତ ଥିବା ସନ୍ଦେହ କରାଯାଉଛି । କାନାଡାରେ ଲୁଚି…

ଖେଳ ଖେଳିଲେ କେଜରିୱାଲ !

ଭୁବନେଶ୍ୱର: ପାଟନାରେ ବିରୋଧୀ ଏକତା ବୈଠକ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ବଡ଼ ରାଜନୈତିକ ଗୋଟି ଚଳାଇଛନ୍ତି। ବିରୋଧୀ ଏକତା ବୈଠକ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ପାଇଁ ଅଣାଯାଇଥିବା ଅଧ୍ୟାଦେଶ ପ୍ରସଙ୍ଗରେ ସବୁ ବିରୋଧୀଙ୍କୁ ଚିଠି ଲେଖିଛନ୍ତି…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହିଂସା, ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହେଉଥିବା ହିଂସାକୁ ଗୁରୁତର ସହ ନେଇଛନ୍ତି କଲିକତା ହାଇକୋର୍ଟ । ବିରୋଧୀ ଦଳ ପକ୍ଷରୁ ପଞ୍ଚାୟତ ନିର୍ବାଚନ ହିଂସା ନେଇ ହାଇକୋର୍ଟରେ ମାମଲା ହୋଇଥିଲା । ଆଜି ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିରୋଧୀ ବିଜେପି, କଂଗ୍ରେସ…

ପାକିସ୍ତାନର ଭେନ୍ୟୁ ପରିବର୍ତନ ଅନୁରୋଧକୁ ଖାରଜ କଲେ ଆଇସିସି, ବିସିସିଆଇ

ନୂଆଦିଲ୍ଲୀ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ଭାରତରେ ଆୟୋଜିତ ହେବ । ପାକିସ୍ତାନ ୨ଟି ଲିଗ ମ୍ୟାଚର ଭେନ୍ୟୁ ବଦଳାଇବା ପାଇଁ ଅନୁରୋଧ କରିଥିଲା । ତେବେ ଆଇସିସି ଓ ବିସିସିଆଇ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ଅକ୍ଟୋବର ୨୦ରେ ବାଙ୍ଗାଲୋରରେ ଭାରତ-ଅଷ୍ଟ୍ରେଲିଆ ଓ ୨୩ରେ…

ପାକିସ୍ତାନକୁ ଓଟିପି ସେୟାରିଂ ମାମଲା, କ୍ରିପ୍ଟୋରେ କୋଟିଏ ନିବେଶ କରିଥିଲେ ଅଭିଯୁକ୍ତ

ଭୁବନେଶ୍ୱର: ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଓଟିପି ସେୟାରିଂ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏସଟିଏଫର ସୂଚନା ଅନୁସାରେ, ଗିରଫ ୨ ଅଭିଯୁକ୍ତ ଯାଜପୁରର ପ୍ରୀତମ କର ଓ ନୟାଗଡ଼ର ସରୋଜ ନାୟକ କ୍ରିପ୍ଟୋରେ ନିବେଶ କରିଥିଲେ । ଅଭିଯୁକ୍ତ ପ୍ରୀତମ ଇମେଲ୍ ଆଇଡି ଓ ୨ଟି ବ୍ୟାଙ୍କ…