Latest Odisha News

BREAKING NEWS

ଟିମ ଇଣ୍ଡିଆର ୨୦୨୫ ଇଂଲଣ୍ଡ ଗସ୍ତ ପାଇଁ ଭେନ୍ୟୁ ଘୋଷିତ

ନୂଆଦିଲ୍ଲୀ: ୨୦୨୫ରେ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଗସ୍ତ କରିବ । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ବୁଧବାର କେଉଁ କେଉଁ ଭେନ୍ୟୁରେ ମ୍ୟାଚ ଖେଳାଯିବ ତାହା ସ୍ପଷ୍ଟ କରିଛି । ୨୦୨୫ରୁ ୨୦୩୧ ପର୍ଯ୍ୟନ୍ତ ଇସିବି ଉଭୟ ପୁରୁଷ ଓ ମହିଳା ଟିମର କାର୍ଯ୍ୟସୂଚୀ ଘୋଷିତ କରିଛି ।…

ମାସ୍କ ପିନ୍ଧି କଳାହାଣ୍ଡିରେ ଏଟିଏମ୍ ଲୁଟିନେଲେ ଦୁର୍ବୃତ୍ତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଥିବା ଷ୍ଟେଟବ୍ୟାଙ୍କ ଏଟିଏମକୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ବୁଧବାର ପୂର୍ବାହ୍ନରେ ଏହି ଘଟଣା ଘଟିଥିବା ବେଳେ ଦୁର୍ବୃତ୍ତମାନେ ମେସିନ୍ କାଟି ଟଙ୍କା ଲୁଟି ନେଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ମାସ୍କ ପିନ୍ଧିଥିବା ତିନି ଜଣ…

୩୦ରୁ ଅଧିକ ବିରଳ ପ୍ରଜାତିର ସୁରକ୍ଷା ପାଇଁ ବଟରଫ୍ଲାଏ ପାର୍କ ପ୍ରତିଷ୍ଠା କରିଛି ବେଦାନ୍ତ ଆଲୁମିନିୟମ

ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ଝାରସଗୁଡ଼ାର ପରିସରରେ ନୂଆ ବଟରଫ୍ଲାଏ ପାର୍କ ପ୍ରତିଷ୍ଠା କରିଛି । ଏହି ପାର୍କରେ ଉଦ୍ଭିଦ ପ୍ରଜାତିର ୧୦୦ରୁ ଅଧିକ ଯତ୍ନ ପାଇଁ ମନୋନୀତ କରାଯାଇଛି ଯାହା ୩୦ରୁ ଅଧିକ ବିରଳ ତଥା ସୂକ୍ଷ୍ମ ପ୍ରଜାତିଙ୍କୁ…

ନିଷ୍ଟ ବ୍ରହ୍ମପୁର ପକ୍ଷରୁ ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କ ପିଲାମାନଙ୍କୁ ମାଗଣା ପାଠପଢ଼ା ସୁବିଧା

ଭୁବନେଶ୍ୱର: ନିଷ୍ଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି (ଏନ୍‌ଆଇଏସ୍‌ଟି), ବ୍ରହ୍ମପୁର ପକ୍ଷରୁ ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କ ପିଲାମାନଙ୍କୁ ମାଗଣାରେ ପାଠପଢ଼ା ସୁବିଧା ପ୍ରଦାନ କରିବା ଲାଗି ସହାୟତା ଘୋଷଣା କରାଯାଇଛି । ନିଷ୍ଟର ପ୍ରତିଷ୍ଠାତା, ଡକ୍ଟର ସୁକାନ୍ତ…

ଆଉ ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା, ମୌସୁମୀ ଅଗ୍ରସର ପାଇଁ ଅନୁକୂଳ ହେଉଛି ପାଗ…

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ଅନୁକୂଳ ହେବ ପାଗ । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୧୮ରୁ ୨୧ ଜୁନ ମଧ୍ୟରେ  ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ବ-ଭାରତର ରାଜ୍ୟ ଗୁଡିକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ହେବାର ସମ୍ଭାବନା ରହିଛି ।…

ମଟନ୍ ପାଇଁ ଜିଦ୍ ଧରିଲେ ବରର ସାଙ୍ଗ, ବାହା ହେବାକୁ ମନା କରିଦେଲେ କନିଆଁ

ସମ୍ବଲପୁର: ସରିଥିଲା ବେଦୀ ବନ୍ଧା । ବାଜା ରୋଷଣୀ ଧରି କନିଆଁ ଘରେ ପହଞ୍ଚିଥିଲା ବର ।  ଆଉ ମାତ୍ର କେଇ ମୁହୂର୍ତ୍ତ ପରେ ପଡ଼ିଥାନ୍ତା ହାତଗଣ୍ଠି । ହାତକୁ ଦି ହାତ ହୋଇଥାନ୍ତେ ବର, କନିଆଁ । ହେଲେ ମଟନ୍ ପାଇଁ ସବୁକିଛି ଓଲଟ ପାଲଟ ହୋଇ ଯାଇଛି । ମାଂସ ପାଇଁ ବରଯାତ୍ରୀଙ୍କ ହୋ ହଲ୍ଲା ପରେ ବାହା…

ସଞ୍ଜୟ ଦତ୍ତଙ୍କ ପ୍ରଥମ ସ୍ତ୍ରୀ ରିଚା ଶର୍ମା ଥିଲେ ବହୁତ ସୁନ୍ଦର, ଫଟୋ ସେୟାର କଲେ ଝିଅ

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶଲା ଦତ୍ତ ସ୍ୱର୍ଗତ ଅଭିନେତ୍ରୀ ମାତା ରିଚା ଶର୍ମାଙ୍କ ଏକ ଚିତ୍ର ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହାକୁ ଦେଖି ପ୍ରଶଂସକ ମଧ୍ୟ ଭାବପ୍ରବଣ ହୋଇଗଲେ। ତେବେ ଏହା ପ୍ରଥମଥର ନିହେଁ ଯେ ତ୍ରିଶଲା ତାଙ୍କ ମା’ଙ୍କ ଫଟୋ ସେୟାର କରିଛନ୍ତି। ଏହା ପୂର୍ବରୁ…

ଜୁନ୍ ୧୭ରେ ଓଡ଼ିଶା ଆସିବେନି ଅମିତ୍ ଶାହ, ଦ୍ୱିତୀୟ ଥର ପାଇଁ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ

ଭୁବନେଶ୍ୱର: ଏବେ ଓଡ଼ିଶା ଆସିବେ ନାହିଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ବାତ୍ୟା ‘ବିପର୍ଯ୍ୟୟ’ ଗୁଜରାଟ ମୁହାଁ ହୋଇଥିବା ବେଳେ ଆସନ୍ତାକାଲି ଉପକୂଳ ଛୁଇଁବ । ବାତ୍ୟା ଉପରେ କେନ୍ଦ୍ର ସରକାର ତୀକ୍ଷଣ ନଜର ରଖିବା ସହ ମନିଟରିଂ କରୁଛନ୍ତି । ତେଣୁ ଆସନ୍ତା ୧୭ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ…

ଆସନ୍ତା ୧୯ରେ କଂଗ୍ରେସ ଘେରିବ ଗ୍ରୀଡକୋ କାର୍ଯ୍ୟାଳୟ

ଭୁବନେଶ୍ୱର: ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡି ଓ ବିଦ୍ୟୁତ୍ କାଟକୁ ନେଇ ବିଜେପି ରାଜନୀତି କରୁଥିବା ବେଳେ କଂଗ୍ରେସ ଦୁଇ ଦଳକୁ ସମାଲୋଚନା କରିଛି । ବୁଧବାର ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଉଭୟ ବିଜେଡି, ବିଜେପି ଉପରେ ବର୍ଷିଛନ୍ତି । କହିଛନ୍ତି, ବିଜେପି ଓ ବିଜେଡି ଉଭୟ ଦଳ…

ଲିଙ୍କଡିନକୁ ଟକ୍କର ଦେବ ଟ୍ୱିଟର, ଆଣୁଛି ଜବ ପୋଷ୍ଟ ଫିଚର

ଓଡି଼ଶା ସମ୍ବାଦ ବ୍ୟୁରୋ: ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ଲୋକେ ନିଜର ବିଚାର ସେୟାର କରୁଥିଲେ। କିନ୍ତୁ ଏବେ ଖୁବଶୀଘ୍ର ଟ୍ୱିଟର ଏକ ନୂତନ ଫିଚର ଲଞ୍ଚ କରିବାକୁ ଯାଉଛି। ଆଗାମୀ ଦିନରେ ଟ୍ୱିଟର ଚାକିରି ଖୋଜିବାର ଏକ ନୂତନ ମାଧ୍ୟମ ହେବାକୁ ଯାଉଛି। ଏଲୋନ୍ ମସ୍କ ଟ୍ୱିଟର ଦାୟିତ୍ ଗ୍ରହଣ…