Latest Odisha News

BREAKING NEWS

ସର୍ବପ୍ରଥମ ଜାତୀୟ ପ୍ରଶିକ୍ଷଣ ସମ୍ମିଳନୀକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ ଅନ୍ତର୍ଜାତୀୟ ପ୍ରଦର୍ଶନୀ ଓ ସମ୍ମିଳନୀ କେନ୍ଦ୍ର ଠାରେ ସର୍ବପ୍ରଥମ ଜାତୀୟ ପ୍ରଶିକ୍ଷଣ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜର ଦୀର୍ଘ ତଥା ସମୃଦ୍ଧ ରାଜନୈତିକ ଓ ପ୍ରଶାସନିକ ଅନୁଭୂତିରୁ…

ରାମ୍ପରେ ଚାଲିବା ବେଳେ ଲୁହା ଖମ୍ବ ଖସିପଡିବାରୁ ୨୪ ବର୍ଷୀୟ ମଡେଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ନୋଏଡ଼ାରେ ଫ୍ୟାସନ ଶୋ' କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଜଣେ ୨୪ ବର୍ଷୀୟା ମଡେଲଙ୍କ ଉପରେ ଏକ ଲୁହା ଖମ୍ବ ବି ପିଲର ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାଁ ବଂଶିକା ଚୋପ୍ରା। ନୋଏଡା ସେକ୍ଟର ୧୬ଏ ସ୍ଥିତ ଫିଲ୍ମ ସିଟିର ଲକ୍ଷ୍ମୀ ଷ୍ଟଡିଓରେ ଏହି…

ବାହାନଗା ଟ୍ରେନ ଦୁର୍ଘଟଣା: ସିଗନାଲରେ ଟାମ୍ପରିଂ ହୋଇଥିବା ରିପୋର୍ଟରେ ଦାବି

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର କାରଣ କ'ଣ ? ସିବିଆଇ ଏହାର ତଦନ୍ତ ଜାରି ରଖିଥିବା ବେଳେ ଏବେ ସ୍ୱୟଂଚାଳିତ ସିଗନାଲ୍ ସିଷ୍ଟମର ସନ୍ଦିଗ୍ଧ ମାନୁଆଲ୍ ବାଇପାସ୍ ଉପରେ କେନ୍ଦ୍ରୀତ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ପୂର୍ବରୁ କୌଣସି କାରଣରୁ ସ୍ୱୟଂଚାଳିତ ସିଗନାଲିଂ…

ବରଗଡ଼ରେ ୨ଜି ଜୈବ ଇଥାନଲ ପ୍ଲାଣ୍ଟର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ବରଗଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ସୁଶାସନ ଓ ସେବାର ପୂର୍ତ୍ତି ଅବସରରେ ‘ବିକାଶ ତୀର୍ଥ ଯାତ୍ରା’ ଅନ୍ତର୍ଗତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ବରଗଡ ସ୍ଥିତ ବିପିସିଏଲର ନିର୍ମାଣଧୀନ ୧ଜି ଜୈବ ଇଥାନଲ ପ୍ଲାଣ୍ଟ ଓ ୨ଜି…

ପାଗ ଖରାପ ହେବାରୁ ଅହମଦାବାଦ ପରିବର୍ତ୍ତେ ପାକିସ୍ତାନ ସୀମାରେ ପ୍ରବେଶ କଲା ଇଣ୍ଡିଗୋ ବିମାନ

ଇସଲାମାବାଦ: ଅମୃତସରରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନକୁ ପ୍ରତିକୂଳ ପାଗ ଯୋଗୁଁ ଶନିବାର ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବାକୁ ପଡ଼ିଥିଲା। ଫ୍ଲାଇଟ୍ ୬ଇ-୬୪୫ ଅଟାରି ସୀମା ଉପରେ ବିପଥଗାମୀ ହୋଇଥିଲା। ଯାହା ଗୁଜରାନବାଲା ଯାଏ ଉଡ଼ାଣ ଭରିଥିଲା। ତେବେ ଦୁଇ ଦେଶର…

ମୋଦୀଙ୍କ ଲୋକପ୍ରିୟତା ଭୟରେ ପଛୁଆ ବର୍ଗଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ ରଖାଯାଉଛି: କେନ୍ଦ୍ରମନ୍ତ୍ରୀ

ପାଇକମାଳ: ମୋଦୀ ସରକାରରେ ପଛୁଆ ଜାତିଙ୍କୁ ବିଭିନ୍ନ କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ସଂରକ୍ଷଣ ଦିଆଯାଇଥିବା ବେଳେ ଓବିସି କମିଶନକୁ ସମ୍ବିଧାନ ମାନ୍ୟତା ଦିଆଯାଇଛି। କିନ୍ତୁ ଓଡ଼ିଶା ସରକାର ଏ ଦିଗରେ କର୍ଣ୍ଣପାତ କରୁନାହାନ୍ତି । ଓଡ଼ିଶାରେ ଗୋଟିଏ ପରିବାରର ୨୩ ବର୍ଷ ଶାସନ ଏବଂ ପୂର୍ବ ୫…

କଟକ ବିଜେଡିରେ ସବୁକିଛି ଠିକଠାକ ଅଛି ତ? ଚର୍ଚ୍ଚାରେ ମେୟର ଓ ଦେବାଶିଷ ସାମନ୍ତରାୟ

କଟକ: କଟକ ବିଜେଡିରେ ସବୁକିଛି ଠିକଠାକ ଅଛି ତ? କାରଣ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, କଟକ ମେୟର ତଥା ବିଜେଡି ନେତା ସୁବାଷ ସିଂହଙ୍କୁ ନେଇ ଏକ ବୟାନ ଦେଇଛନ୍ତି। ଯାହା ସିଧାସିଧା ନହେଲେ ମଧ୍ୟ ତାଙ୍କ ଉଦ୍ଦେଶ୍ୟରେ ରହିଛି। ତେଣୁ ଦଳୀୟ କନ୍ଦଳ କଥା ଚର୍ଚ୍ଚାର ବିଷୟ…

ବିଜୁଳି କାଟ ରାଜନୀତି: ଅନ୍ୟ ରାଜ୍ୟକୁ କେଉଁ ଆଧାରରେ ଶସ୍ତାରେ ବିଜୁଳି ବିକ୍ରି ହେଉଛି ପ୍ରଶ୍ନ କଲା ବିଜେପି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସ ବିଦ୍ୟୁତ ସେବାକୁ ନେଇ ସରକାର ଉପରେ ବର୍ଷିଛନ୍ତି। ଟାଟା ପାଓ୍ୱାରର ବିଦ୍ୟୁତ୍ ଯୋଗାଣ ସେବାକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ। ବିଜୁଳି କାଟକୁ ନେଇ ନେତାମାନେ ଉଦବେଗ ପ୍ରକାଶ କରିଛନ୍ତି ଯେତେବେଳେ ବିଜୁଳିର ସବୁଠାରୁ ଅଧିକ…

ଆଇସିସି ଟ୍ରଫି: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ୨୩୪ ରନର ସଂଯୋଗ

ଲଣ୍ଡନ: ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଏହି ମ୍ୟାଚରେ ଭାରତ ୨୩୪ ରନରେ ଅଲଆଉଟ ହୋଇଥିଲା । ଆଇସିସି ଟ୍ରଫିରେ ଭାରତର ଏହି ୨୩୪ ରନର ସଂଯୋଗ ଆପଣମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିବ । ୨୦୦୩ ବିଶ୍ୱକପରେ ଭାରତ ସମ୍ମୁଖରେ ଅଷ୍ଟ୍ରେଲିଆ ୩୫୯ ରନ…

ଭଦ୍ରକ ହସ୍ପିଟାଲ ବାହାରେ ଥିବା ନାଳରୁ ଔଷଧ ଜବତ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଦେଇ ଯାଇଥିବା କେନାଲ ପାର୍ଶ୍ୱରେ ବହୁ ପରିମାଣର ସରକାରୀ ଯୋଗାଣ ହେଉଥିବା ଅତ୍ୟାବଶ୍ୟକ ଔଷଧ ଗୁଡ଼ିକ ଫୋପାଡ଼ି ଦିଆଯାଇଥିବାର ଖବରକୁ ନେଇ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ବାସିନ୍ଦାମାନେ ଫୋପଡା ହୋଇଥିବା ଔଷଧ ବାବଦରେ ଲୋକଲୋଚନକୁ ଆଣିଛନ୍ତି।…