ଦି କେରଳ ଷ୍ଟୋରି ପରେ ୭୨ ହୁରେଂର ରିଲିଜ ହେଲା ଟିଜର
ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ, ଦି କେରଳ ଷ୍ଟୋରିର ସଫଳତା ପରେ ଏବେ ୭୨ ହୁରେଂ ନାମକ ଆଉ ଏକ ଫିଲ୍ମ ଆସୁଛି । ରବିବାର ଏହାର ଟିଜର ରିଲିଜ ହୋଇଛି । ଆତଙ୍କବାଦୀଙ୍କ ଉପରେ ଏହି ଫିଲ୍ମ ଆଧାରିତ । କିପରି ସ୍ୱର୍ଗ ଓ ୭୨ ହୁରେଂର ସ୍ୱପ୍ନ ଦେଖାଇ ଯୁବପିଢ଼ୀଙ୍କୁ ପଥଭ୍ରଷ୍ଟ କରାଯାଉଛି ତାହା ଏହି…