କରମଣ୍ଡଳ ପରି ସମ୍ପର୍କାନ୍ତି ଏକ୍ସପ୍ରେସ ସାମ୍ନା କରିଥିଲା ଦୁର୍ଘଟଣା, ଅଘଟଣକୁ ରୋକିଥିଲା ଲୋକପାଇଲଟଙ୍କ ସତର୍କତା!
ନୂଆଦିଲ୍ଲୀ: ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ଆଭ୍ୟନ୍ତରୀଣ ତଦନ୍ତ ସିଗନାଲ ବ୍ୟବସ୍ଥାର ସମ୍ଭାବ୍ୟ ବିଫଳତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ସୂଚନା ମିଳିଛି ଯେ ପୂର୍ବରୁ ମଧ୍ୟ ଅନ୍ୟ ଏକ ସ୍ଥାନରେ ଏହିପରି ସିଗନାଲର ବିଫଳତା ଯୋଗୁଁ ଦୁର୍ଘଟଣା ଘଚିଥାନ୍ତା କିନ୍ତୁ…