Latest Odisha News

BREAKING NEWS

ପ୍ରଥମ ବ୍ୟକ୍ତି ଭାବେ ମାନହାନୀ ମାମଲାରେ ସର୍ବାଧିକ ସଜା ପାଇଲି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମାନହାନୀ ମାମଲାରେ ପ୍ରଥମ ଥର ପାଇଁ ବିଦେଶରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ମୁଁ ପ୍ରଥମ ବ୍ୟକ୍ତି ଯାହାଙ୍କୁ ମାନହାନୀ ମାମଲାରେ ସର୍ବାଧିକ ଦଣ୍ଡବିଧାନ ମିଳିଛି ବୋଲି ରାହୁଲ ଗାନ୍ଧୀ ଆମେରିକାର ଏକ ବିଶ୍ୱବିଦ୍ୟାଳୟରେ ଉଦବୋଦନ ଦେଇ କହିଛନ୍ତି। ଆମେରିକାର…

ପୁଣିଥରେ ବିଶ୍ୱର ନମ୍ବର ୱାନ୍ ଧନୀ ହେଲେ ଏଲନ ମସ୍କ, ପଛରେ ପଡ଼ିଲେ ବର୍ଣ୍ଣାର୍ଡ ଆର୍ଣ୍ଣଲ୍ଟ

ନୂଆଦିଲ୍ଲୀ: ପୁଣିଥରେ ବିଶ୍ୱର ଏକ ନମ୍ବର ଧନୀ ତାଲିକାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ଟେସ୍‌ଲା ସିଇଓ ଏଲନ ମସ୍କ। ବିଳାସୟମ ପ୍ରସାଧନ ସାମଗ୍ରୀ ବିକ୍ରେତା ବର୍ଣ୍ଣାର୍ଡ ଆର୍ଣ୍ଣଲ୍ଟଙ୍କ ଏଲ୍‌ଭିଏମ୍‌ଏଚ୍‌ କମ୍ପାନୀର ଶେୟାର ହ୍ରାସ ହେବାରୁ ମସ୍କ ଏକ ନମ୍ବରକୁ ଉଠିଛନ୍ତି। ବୁଧବାର ପ୍ୟାରିସ୍‌…

ପୂର୍ବତନ ବିଧାୟକଙ୍କ ଘରେ ଆୟକର ଚଢାଉ

କେନ୍ଦୁଝର: ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କ ଘରେ IT ଚଢାଉ। ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘର ଉପରେ ଆଜି ସକାଳୁ ଆୟକର ବିଭାଗ ପକ୍ଷରୁ  ଚଢାଉ କରାଯାଇଛି।  ଖାଲି ଘର ନୁହେଁ, ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଆୟକର ବିଭାଗର ଚଢାଉ ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ,…

କଂଗ୍ରେସର ଗ୍ୟାରେଣ୍ଟି ଯୋଜନା ଦେଶକୁ ଦେବାଳିଆ କରିଦେବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭୋଟ ହାତେଇବା ପାଇଁ ଏବେ ପ୍ରମୁଖ ଅସ୍ତ୍ର ସାଜିଛି ଗ୍ୟାରେଣ୍ଟି ଯୋଜନା । ଏହି ଗ୍ୟାରେଣ୍ଟି ଯୋଜନାକୁ ପ୍ରୟୋଗ କରି କଂଗ୍ରେସ କର୍ଣ୍ଣାଟକ କ୍ଷମତା ହାତେଇଥିବାବେଳେ ଏବେ ଅନ୍ୟ ଦଳ ବି ଏହାକୁ ଅନୁକରଣ କରିବା ଆରମ୍ଭ କରି ଦେଲେଣି । ଏପରକି କଂଗ୍ରେସ ରାଜସ୍ଥାନରେ ମଧ୍ୟ ଏହି…

କମିଲା ଗ୍ୟାସ୍ ସିଲିଣ୍ଡର ମୂଲ୍ୟ: କମର୍ସିଆଲ୍ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୮୩.୫ ଟଙ୍କା ହ୍ରାସ

ନୂଆଦିଲ୍ଲୀ: ଆଗକୁ ନିର୍ବାଚନ ଆସୁଥିବାରୁ ଏବେ ଧୀରେ ଧୀରେ ସାମଗ୍ରୀ ମୂଲ୍ୟ ହ୍ରାସ ହେବାରେ ଲାଗିଛି। ଜୁନ ପହିଲାରୁ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଛି। ଏଲପିଜି ସିଲିଣ୍ଡର ଦାମ୍ କମ୍ ହୋଇଛି। ତେବେ ଏଥିରେ ପରିବାର ଉପରେ କିଛି ପ୍ରଭାବ ପଡ଼ିବ ନାହିଁ। କାରଣ ଘରୋଇ ଗ୍ୟାସ୍‌ ସିଲିଣ୍ଡର ନୁହେଁ,…

ଅନୁବାଦ କବିତା : ସମାଧିରେ ଶୋଇବ?

ମୂଳ ବଙ୍ଗଳା : ଶକ୍ତି ଚଟ୍ଟୋପାଧ୍ୟାୟ ପୁରୀ ସମୁଦ୍ରକୁ ଛାଣି ଆଣିଛି ମୁଁ ଶାମୁକା ଗୋଟାଇ ଶଙ୍ଖ, ତାରା ମାଛ, ସାଗରର ଘୋଡ଼ା ଫେଣର ମଧୁରତା ଆଣି ବିଛଣାରେ ଦେଇଛି ମେଲାଇ। ପାତିଛି ଶିମୁଳି ତୁଳା, ବରଫ ଓ ଲୁଣ ପିଠି ଓ ହାଡ଼ରେ ଯେହ୍ନେ ଲାଗିବନି ଅବା ଲାଗି ରହିବନି କଳାଦାଗ କିଛି…

ନଖ ହଳଦିଆ ପଡ଼ୁଛି କି ? ତେବେ ଆପଣଙ୍କ ଭୋଜନରେ ସାମିଲ କରନ୍ତୁ ଏହି ଖାଦ୍ୟ

ନଖ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ସ୍ୱାସ୍ଥ୍ୟର ଅନେକ ରହସ୍ୟ ନଖ ପାଖରେ ହିଁ ରହିଛି । ବେଳେ ବେଳେ ନଖ ଗୁଡ଼ିକ ଦୁର୍ବଳ ହେବା ସଙ୍ଗେ ସଙ୍ଗେ ହଳଦିଆ ହୋଇ ସହଜରେ ଭାଙ୍ଗିଯାଏ । ତେଣୁ ନଖକୁ ଦୃଢ ଏବଂ ସୁସ୍ଥ ରଖିବା ପାଇଁ ଆପଣ ନିଜ ଖାଦ୍ୟରେ ଏହି ସବୁ ଜିନିଷ ଅନ୍ତର୍ଭୁକ୍ତ କରିପାରିବେ ।…

ପୁଷ୍ପା ଟୁର ବସ ଦୁର୍ଘଟଣାର ଶିକାର, କିଛି ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ଟୁ ପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମର ସୁଟିଂ ଓଡ଼ିଶାର ସ୍ୱାଭିମାନ ଅଞ୍ଚଳ ସହିତ ଦେଶର ଅନ୍ୟ କେତକ ସ୍ଥାନରେ ଆରମ୍ଭ ହୋଇଛି ଏବଂ କୁହାଯାଉଛି ଯେ ଚଳିତ ବର୍ଷ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି। ଏହି…

ବିଚ ବଜାରରେ ପତ୍ନୀଙ୍କୁ ଅପମାନ ଦେବା ସହ ଉଲଗ୍ନ କରିଥିବା ଅଭିଯୋଗ, ସ୍ୱାମୀ ସମେତ ଚାରି ଗିରଫ

ଅହମଦାବାଦ: ସ୍ୱାମୀ ନାଁରେ କଳଙ୍କ। ସୈତାନ ସାଜିଲା ସ୍ୱାମୀ। ବିଚ ବଜାରରେ ପତ୍ନୀଙ୍କୁ ସ୍ୱାମୀ ଅପମାନ ଦେବା ସହ ଉଲଗ୍ନ କରିଥିବା ଅଭିଯୋଗ। ଗୁଜରାଟର ଦାହୋଦ ଜିଲ୍ଲାରେ ଜଣେ ମହିଳାଙ୍କୁ ତାଙ୍କଠୁ ଅଲଗା ରହୁଥିବା ସ୍ୱାମୀ ଯୋଜନାବଦ୍ଧ ଭାବେ ଜନ ଗହଳି ପୂର୍ଣ୍ଣ ସ୍ଥାନରେ ଏଭଳି ଭୟଙ୍କର ଘଟଣା…

ରାଜଧାନୀରେ ତିନୋଟି ଫୁଟବଲ ଟ୍ରେନିଂ ସେଣ୍ଟରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୦୨୩ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନୋଟି ଫୁଟବଲ ଟ୍ରେନିଂ ସେଣ୍ଟରର ଉଦଘାଟନ କରିଛନ୍ତି। ରାଜଧାନୀରେ ଖୋଲା ହୋଇଥିବା ଏହି ତିନୋଟି ଫୁଟବଲ ଟ୍ରେନିଂ ସେଣ୍ଟର ହେଲା ଓଡ଼ିଶା ଫୁଟବଲ ଏକାଡେମି, ଭୁବନେଶ୍ୱର ଫୁଟବଲ…