ଯୁକ୍ତ ଦୁଇ କମର୍ସ ଟପ୍ପରଙ୍କୁ ସହାୟତା ପ୍ରଦାନ କଲା ଜିଲ୍ଲା ପ୍ରଶାସନ
ମାଲକାନଗିରି : ୨୦୨୨ ମସିହାରେ ମାଲକାନଗିରି ଜିଲ୍ଲାରୁ ଯୁକ୍ତ ଦୁଇରେ କମର୍ସ ଟପ୍ପର ହୋଇଥିବା କର୍ମା ମୁଦୁଲି ବୁଧବାର ମାଲକାନଗିରି ଡିଡବ୍ଲ୍ୟୁଓ ପ୍ରଫୁଲ କୁମାର ଭୁଜବଳଙ୍କ ଠାରୁ ୩୦ ହଜାର ଟଙ୍କାର ଚେକ୍ ଗ୍ରହଣ କରିଛନ୍ତି। ଯାହା ତାଙ୍କ ପାଠପଢା ପାଇଁ ଅତ୍ୟନ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ…