ଏମ୍ସ ହସ୍ପିଟାଲରେ ରୋଗୀଙ୍କ ସହ ଟିକେଟ୍ କାଟିବା ନେଇ ଦଲାଲି କରୁଥିବା ବେଳେ ଦୁଇ ଗିରଫ
ଭୁବନେଶ୍ୱର: ରାଜଧାନୀ ସ୍ଥିତ ଏମ୍ସ ମେଡିକାଲ ପରିସରରୁ ଦଲାଲି କରୁଥିବା ବେଳେ ପଶ୍ଚିମବଙ୍ଗର ଦୁଇ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ଖଣ୍ଡଗିରି ଅଞ୍ଚଳରେ ଘର ଭଡ଼ା ନେଇ ରୋଗୀଙ୍କୁ ଟାର୍ଗେଟ କରୁଥିଲେ ଏହି ଦୁଇ ବଙ୍ଗବାସୀ। ସାହାଯ୍ୟ କରିବା ଆଳରେ ହଜାର ହଜାର ଟଙ୍କା ଠକୁଥିବାର ଅଭିଯୋଗ…