ମିଛ ନୁହେଁ ‘ ଦ କେରଳ ଷ୍ଟାେରି’..ସାମ୍ବାଦିକ ସମ୍ମିଳନୀରେ ଦୁଃଖ ବଖାଣିଲେ ୨୬ ପୀଡିତା
ମୁମ୍ବାଇ: ଯେତେ ବିବାଦ ସେତେ ସଫଳତା । ଏମିତି ସ୍ଥିତିରେ ଦର୍ଶକଙ୍କ ହୃଦୟ ଜିତୁଛି ’ଦ କେରଳ ଷ୍ଟୋରି । ସାଉଁଟି ଚାଲିଛି ପ୍ରଶଂସା । ବିବାଦ ଭିତରେ ନିଜର ଏକ ପରିଚୟ ସୃଷ୍ଟି କରି ସାରିଲାଣି ଦ କେରଳ ଷ୍ଟୋରି । ଇତିମଧ୍ୟରେ ପୁଣି ମିଡିଆ ଏବଂ ଦର୍ଶକଙ୍କୁ ଟାଣିଛି ଦ କେରଳ ଷ୍ଟୋରିର ଆଉ ଏକ…