Latest Odisha News

BREAKING NEWS

କବିତା : ନିରୁଦ୍ଦିଷ୍ଟ ସ୍ବର

ଗଦଧର ସାହୁ ଟୁଆଁ ଟୁଇଁ ଗପ ସପନ ହେଲାଣି ଟୁଇଁଙ୍କିଲି ଟୁଇଁଙ୍କିଲି ପାଇଁ, ଜେଜି ମାଆ ସ୍ଵର ନୀରବି ଯାଇଛି ଜରା ନିବାସରେ ରହି । ଘରକୁ ବୈକୁଣ୍ଠ ପୁର କରିଥିଲା ସେନେହ ମମତା ଦେଇ, ସେ କଥା ଉତ୍ତର ଆଜି ସେ ଖୋଜଇ ଦୂର ବୃଦ୍ଧାଶ୍ରମେ ରହି । ଗପ ଜଣା ଥିଲା ଗପି ପାରୁ…

କର୍ଣ୍ଣାଟକରେ ଉପମୁଖ୍ୟମନ୍ତ୍ରୀ ମୁସ୍‌ଲିମ ହୁଅନ୍ତୁ, ୫ ବିଧାୟକଙ୍କୁ ଦିଆଯାଉ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ: ସୁନୀ…

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ସରିବା ପରେ ସୁନି ଉଲମା ବୋର୍ଡର ମୁସଲମାନ ନେତା ନୂଆ ସରକାର ଗଠନ ନେଇ ନିଜର ଦାବି ଉପସ୍ଥାପନ କରିଛନ୍ତି। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ପଦ ମୁସଲମାନ ସମ୍ପ୍ରାଦୟରୁ ହେବା ଦରକାର ବୋଲି ୱାକ୍ ଅଫ୍ ବୋର୍ଡ ଚେୟାରମ୍ୟାନ୍ ଶାଫି ସାଦୀ କହିଛନ୍ତି। କେବଳ…

ଖରାଦିନେ ଲଗାନ୍ତୁ ପୁଦିନା ଫେସ୍‌ ମାସ୍କ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ…

ତ୍ୱଚା ସୁନ୍ଦର ଦିଶିବା ପାଇଁ ମହିଳା ମାନେ ବିଭିନ୍ନ ଉପାୟ ଆପଣେଇ ଥାଆନ୍ତି । ବିଭିନ୍ନ ପ୍ରକାର ମାସ୍କ ମଧ୍ୟ ବ୍ୟବହାର କରନ୍ତି । ଆଜି ଆମେ ଆପଣଙ୍କୁ ପୁଦିନା ଫେସ୍‌ ମାସ୍କ ତିଆରି କରିବାର ପଦ୍ଧତି କହିବୁ । ଯାହା ଗ୍ରୀଷ୍ମ ଋତୁରେ ଚର୍ମକୁ ଥଣ୍ଡା ରଖିବାରେ ସାହାଯ୍ୟ କରିବା ସହ ତ୍ୱଚା…

ଇମ୍ରାନଙ୍କ ବିରୋଧରେ ରୁଜୁ ହେଲା ମାରାତ୍ମକ କେସ

ଇସଲାମାବଦ: ପାକିସ୍ତାନ ତେହରିକ ଏ ଇନ୍ସାଫର ମୂଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ରୁଜୁ ହୋଇଛି ମାରାତ୍ମକ କେସ । ପାକିସ୍ତାନ ଆର୍ମି ଆକ୍ଟ ୫୯, ୬୦ରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ମିଳିପାରେ…

କୋଲକାତା ସମ୍ମୁଖରେ ୧୪୫ ରନର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ

ଚେନ୍ନାଇ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ୧୪୫ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ଟସ ଜିତି ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ସ୍ପିନରଙ୍କୁ ସୁହାଉଥିବା ପିଚରେ ଦଳ ବଡ ସ୍କୋର…

ଆସନ୍ତାକାଲିଠୁ ଭୁବନେଶ୍ୱରରୁ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ସେବା

ଭୁବନେଶ୍ୱର: ଭୁବନେଶ୍ୱରରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ଉଡ଼ାଣ । ବିଦେଶକୁ ଭୁବନେଶ୍ୱରରୁ ପ୍ରଥମ ବିମାନ ଦୁବାଇକୁ ସୋମବାର ଉଡ଼ାଣ କରିବ । ଇଣ୍ଡିଗୋ ଏୟାରବସ୍-୩୨୦ ବିମାନ ସପ୍ତାହକୁ ୩ ଥର ଦୁବାଇକୁ ଉଡ଼ାଣ ଭରିବ । ଏପ୍ରିଲ୍ ୧ ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ୍ ବିକ୍ରିର…

ଆଉ ୧୪ଟି ଜିଲ୍ଲାର ୫୫ଟି ବ୍ଲକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠିତ

ଭୁବନେଶ୍ୱର: ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ, ଛୋଟ ବଡ଼ ସବୁ ଜନଜାତି ଗୋଷ୍ଠୀର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବଲିଷ୍ଠ ପଦକ୍ଷେପ ନେଇ ଆଉ ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି କରାଗଲା ବୋଲି ଘୋଷଣା କରିଛନ୍ତି । ଏହି ନୂତନ ଜିଲ୍ଲା…

ରେସଲରଙ୍କ ଧାରଣା: ବିଜେପିର ସମର୍ଥନ ନ ଥିବା କହିଲେ ଭିନେଶ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ବିରୋଧରେ ରେସଲରମାନେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ଏ ନେଇ ଜନ୍ତର ମନ୍ତରରେ ସେମାନେ ଧାରଣାରେ ବସିଛନ୍ତି । ରେସଲରମାନଙ୍କ ସମର୍ଥନ ଦେବା ପାଇଁ ଖାପ ପଂଚାୟତଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ଆଗକୁ ଆସିଛନ୍ତି ।…

ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍, କେଇଏମ୍‍ ଓ କିସ୍‍-ଦିଲ୍ଲୀ…

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଭୁବନେଶ୍ୱରସ୍ଥିତ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍, କଲରାବାଙ୍କ ସ୍ମାର୍ଟ ଭିଲେଜସ୍ଥିତ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ୍‍ (କେଇଏମ୍‍) ଓ…

ଇଂଲଣ୍ଡରେ ବାତିଲ ହେଲା ଦି କେରଳ ଷ୍ଟୋରି ଫିଲ୍ମର ସ୍କ୍ରିନିଂ

ମୁମ୍ବାଇ: ଦି କେରଳ ଷ୍ଟୋରି ଫିଲ୍ମ ଭାରତରେ ସୁପରହିଟ ହେବା ପରେ ଏବେ ଏହା ଆନ୍ତର୍ଜାତୀୟ ବଜାର ଉପରେ ନଜର ପକାଇଛି । ଆମେରିକା ଓ କାନାଡାରେ ମଧ୍ୟ ଫିଲ୍ମ ଭଲ ବ୍ୟବସାୟ କରୁଥିବା ରିପୋର୍ଟ ମିଳିଛି । ତେବେ ଇଂଲଣ୍ଡରେ ଏହାର ସ୍କ୍ରିନିଂ ଉପରେ ରୋକ ଲଗାଯାଇଛି । ବ୍ରିଟିଶ ବୋର୍ଡ ଅଫ ଫିଲ୍ମ…