Latest Odisha News

BREAKING NEWS

ଇଂଲଣ୍ଡରେ ବାତିଲ ହେଲା ଦି କେରଳ ଷ୍ଟୋରି ଫିଲ୍ମର ସ୍କ୍ରିନିଂ

ମୁମ୍ବାଇ: ଦି କେରଳ ଷ୍ଟୋରି ଫିଲ୍ମ ଭାରତରେ ସୁପରହିଟ ହେବା ପରେ ଏବେ ଏହା ଆନ୍ତର୍ଜାତୀୟ ବଜାର ଉପରେ ନଜର ପକାଇଛି । ଆମେରିକା ଓ କାନାଡାରେ ମଧ୍ୟ ଫିଲ୍ମ ଭଲ ବ୍ୟବସାୟ କରୁଥିବା ରିପୋର୍ଟ ମିଳିଛି । ତେବେ ଇଂଲଣ୍ଡରେ ଏହାର ସ୍କ୍ରିନିଂ ଉପରେ ରୋକ ଲଗାଯାଇଛି । ବ୍ରିଟିଶ ବୋର୍ଡ ଅଫ ଫିଲ୍ମ…

୧୪ ସ୍ଥାନରେ ୪୦ ଉପରେ ପାରଦ, କାଲିଠୁ ହିଟ୍ ୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ରାଜ୍ୟର ୧୪ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଝାରସୁଗୁଡ଼ାରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଛି । କାଲିଠୁ ରାଜ୍ୟରେ ହିଟ୍ ୱେଭ୍ ନେଇ ୧୭ ତାରିଖ ଯାଏ ବିଭିନ୍ନ ଜିଲ୍ଲାକୁ ଜାରି ହୋଇଛି ୟେଲୋ…

ରାଜସ୍ଥାନ ବିପକ୍ଷରେ ବାଙ୍ଗାଲୋରର ବୃହତ ବିଜୟ

ଜୟପୁର: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୧୨ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୨୦ ଓଭରରେ ୫ ୱିକେଟ ହରାଇ ୧୭୧ ରନ କରିଥିଲା । ଫାପ ଡୁପ୍ଲେସି ୫୫ ଓ ଗ୍ଲେନ ମ୍ୟାକ୍ସୱେଲ ୫୪ ରନ କରିଥିଲେ ।…

୭ ଜଣିଆ ଡକାୟତ ଗ୍ୟାଙ୍ଗ୍‌କୁ ଧରିଲା ବ୍ରହ୍ମପୁର ପୁଲିସ

ବ୍ରହ୍ମପୁର: ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲାରେ ଏକାଧିକ ଡକାୟତି ଘଟଣାରେ ସଂପୃକ୍ତ ଥିବା ଏକ ଡକାୟତ ଗ୍ୟାଙ୍କ୍‌କୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁରର ଗୋଷାଇଁନୂଆଗାଁ ଥାନା ପୁଲିସ। ଏହି ଗ୍ୟାଙ୍ଗ୍‌ର ସମସ୍ତ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୫ଟି ବାଇକ, ଗୋଟିଏ ଦେଶୀ…

ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ: ପ୍ରମୋଦ ଜିତିଲେ ୨ ସ୍ୱର୍ଣ୍ଣ

ଭୁବନେଶ୍ୱର: ପାରା ଅଲିମ୍ପିକ ଚାମ୍ପିୟନ ପ୍ରମୋଦ ଭଗତ ଥାଇଲାଣ୍ଡ ପାରା ବ୍ୟାଡମିଂଟନ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟରେ ୨ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଓଡିଶାର ଷ୍ଟାର ଖେଳାଳି ପ୍ରମୋଦ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗରେ ଏହି ସଫଳତା ହାସଲ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ଏସଏଲ ୨ ବିଭାଗର…

ସିବିଆଇର ନୂଆ ନିର୍ଦ୍ଦେଶକ ହେଲେ କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦଙ୍କୁ ନିଯୁକ୍ତ କରାଯାଇଛି । ୧୯୮୬ ବ୍ୟାଚର ଆଇପିଏସ୍ ଅଧିକାରୀ ହେଉଛନ୍ତି ପ୍ରବୀଣ ସୁଦ । ସେ ଦୁଇ ବର୍ଷ ଧରି ସିବିଆଇ ନିର୍ଦ୍ଦେଶକ ରହିବେ । ଏବେ ସିବିଆଇ ନିର୍ଦ୍ଦେଶକ ଥିବା…

କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ?

ବେଙ୍ଗଳୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବହୁମତ ମିଳିବା ପରେ କିଏ ହେବ ମୁଖ୍ୟମନ୍ତ୍ରୀ ? ଯାହାକୁ ନେଇ ଆଜି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ଆଶା କରାଯାଉଛି ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ୱ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଉପରେ ଛାଡ଼ିଦେବେ ବିଧାୟକ । ତେବେ…

ଡାକ୍ତର ହୋଇ ସେବା କରିବୁ

ନୂଆପଡ଼ା : ସିବିଏସଇ ପରୀକ୍ଷା ଫଳକୁ ନେଇ ଖଡ଼ିଆଳରେ ଖୁସିର ମାହୋଲ । ଗତ ଦୁଇଦିନ ତଳେ ସିବିଏସଇ ଯୁକ୍ତ ଦୁଇ ଓ ମାଟ୍ରିକ ଫଳାଫଳ ପ୍ରକାଶିତ ହୋଇଥିବା ବେଳେ ନୂଆପଡା ଜିଲ୍ଲା ଖଡ଼ିଆଳର ଛାତ୍ରଛାତ୍ରୀଙ୍କ କୃତିତ୍ବକୁ ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଯୁକ୍ତ ଦୁଇରେ ଅକ୍ଷରା ଶୁକ୍ଳା…

ଅଭୁଲା ଗୀତ : ଆ’ ଜହ୍ନମାମୁ ଶରଦଶଶୀ

ସଙ୍ଗୀତ : ଶ୍ରୀକୁମାର ଗୀତ : ନରସିଂହ ମହାପାତ୍ର ଗାୟନ : ଶ୍ରୀକୁମାର ଚଳଚ୍ଚିତ୍ର : ବନ୍ଧନ, ୧୯୬୯ ଆ’ ଜହ୍ନମାମୁ ଶରଦଶଶୀ ଆ’ ଜହ୍ନମାମୁ ଶରଦଶଶୀ ମୋ କାହ୍ନୁ ହାତରେ ପଡ଼ରେ ଖସି ଆ’ ଜହ୍ନମାମୁ ଶରଦଶଶୀ ଆଖିରୁ ତା’ର ଝରିଲେ ଲୁହ ପରାଣେ ଝରେ ମୋ ଲହୁ ବୁକୁଫଟା ତା’ ଅଝଟପଣ…

ସ୍ଥଳ ଭାଗ ଛୁଇଁଲା ଅତି ଭୀଷଣ ବାତ୍ୟା ‘ମୋକା’, ରଚୁଛି ତାଣ୍ଡବ

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ‘ମୋକା’ ସ୍ଥଳଭାଗ ଛୁଇଁବା ସହ ତାଣ୍ଡବ ରଚୁଛି । ଆରମ୍ଭ ହୋଇଛି ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା । ବାତ୍ୟା ‘ମୋକା’ ମିଆଁମାର ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବା ସହ ପବନ ଓ ବର୍ଷା ବଢ଼ିବାରେ ଲାଗିଛି ।…