Latest Odisha News

BREAKING NEWS

କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଆଜି କଂଗ୍ରେସ ବିଧାୟକ ଦଳର ବୈଠକ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ବିଜୟୀ ହେହା ପରେ ଏବେ ଆଜି ରାଜ୍ୟରେ ଏହାର ନୂଆ ନିର୍ବାଚିତ ବିଧାନସଭା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବ। ବୈଠକରେ ବିଚାର ବିମର୍ଶ ପରେ ବିଧାନସଭା ଦଳର ଜଣେ ନୂଆ ନେତା ନିର୍ବାଚିତ ହେବେ। ଫଳାଫଳ ବାହାରିବା ପରେ ଶନିବାର ସାମ୍ବାଦିକ ସମ୍ମିଳନୀକୁ…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବାସଭରାଜ ବୋମ୍ମାଇ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟିର ପରାଜୟ ସହିତ ଦକ୍ଷିଣ ଭାରତ ରାଜ୍ୟରେ ଏହି ଦଳ ବର୍ତ୍ତମାନ କ୍ଷମତାରୁ ହଟିଛି। ଯଦିଓ ଅନ୍ୟତମ ଦକ୍ଷିଣ ଭାରତରେ ଥିବା କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ବିଜେପି କ୍ଷମତାରେ ରହିଛି। କିନ୍ତୁ କର୍ଣ୍ଣାଟକ ଭଳି ବଡ ରାଜ୍ୟରେ ଦଳ କ୍ଷମତାରୁ…

ଚଳିତ ଆଇପିଏଲରେ କିଏ ଯିବ ପ୍ଲେ ଅଫକୁ, ଜାଣନ୍ତୁ ୧୬ ପଏଣ୍ଟ ପାଇଁ କେମିତି ରହିଛି ଦଳ ଦଳ ମଧ୍ଯରେ ଛକାପଞ୍ଝା

ନୂଆଦିଲ୍ଲୀ: ଚଳିତ ଆଇପିଏଲର ୫୯ତନ ମ୍ୟାଚ୍ ଶେଷ ହୋଇଛି। ବାକି ରହିଛି ୧୧ଟି ଲିଗ୍ ପର୍ଯ୍ୟାୟ ମ୍ୟାଚ। ଲିଗ୍ ରାଉଣ୍ଡରେ ମୋଟ ୭୦ଟି ମ୍ୟାଚ୍ ଖେଳାଯିବ। ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ୩୧ ରନ୍ ହାରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ରେସରୁ ବାହାରି ଯାଇଛି। ଯଦିଓ,…

ଡଙ୍ଗରିଆ ମହିଳାଙ୍କଠୁ ଲାଞ୍ଚ ନେବା ଘଟଣା, ଖବର ପ୍ରକାଶ ପରେ ଟଙ୍କା ଫେରାଇଲେ କର୍ତ୍ତୃପକ୍ଷ

ରାୟଗଡା: ଓପିଲିପି କର୍ମଚାରୀ ଲାଞ୍ଚ ନେଇଥିବା ଟଙ୍କା ଫେରାଇଲେ ଟିମିଙ୍କୁ। ଅତିରିକ୍ତ ଜିଲ୍ଲାପାଳଙ୍କୁ ବାବୁ ଟଙ୍କା ମିଳିଲା କି, ବୋଲି ଟିମି ପଚାରିବାର ୨୪ ଘଣ୍ଟା ନପୂରୁୁଣୁ ତାଙ୍କ ନିକଟରେ ଶନିବାର ସକାଳୁ ସକାଳୁ ଟଙ୍କା ପହଞ୍ଚିଯାଇଥିଲା।ଲାଞ୍ଚ ବାବଦକୁ ନେଇଥିବା ଟଙ୍କା ଯେଉଁ ଦୁଇ ଜଣଙ୍କ…

ଘରକୁ ଫେରିବାକୁ ପୋଲ ଉପରେ ଛିଡ଼ା ହୋଇଥିବା ବେଳେ ଗୁଳିମାଡ଼ରେ ଗୌରୀଙ୍କର ମୃତ୍ୟୁ

ରାୟଗଡା: ଗୁଣପୁର ସହରରେ ଗୁଳିମାଡ଼ରେ ଆଶା ନାମକ ସଂସ୍ଥାର ନିର୍ଦ୍ଦେଶକ ଗୌରୀ ମିଶ୍ର (୫୫) ହତ୍ୟାର ଶିକାର ହୋଇଛନ୍ତି। ସ୍ଥାନୀୟ ବଂଶଧାରା ନଦୀ ପୋଲ ଉପରରେ ନିଜ ସାଙ୍ଗ ସାଥୀଙ୍କ ଗହଣରେ ଉପସ୍ଥିତ ଥିଲେ ଗୌରୀ। ଘରକୁ ଫେରୁଥିବା ସମୟରେ କେହି ଜଣେ ଅଜ୍ଞାତ ଲୋକ ଗୁଳି ମାରି ତାଙ୍କୁ ହତ୍ୟା…

ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ ଏବେ ପୁରୀକୁ ସମ୍ପ୍ରସାରିତ

ଭୁବନେଶ୍ୱର: ମେ' ୧୫ ଠାରୁ ପୁରୀ ପର୍ଯ୍ୟନ୍ତ ଗଡ଼ିବ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ। ଅର୍ଥାତ ଏହା ବାରିପଦା ବାଙ୍ଗିରିପୋଷି ପଟୁ ଆସୁଥିବା ଏହି ଟ୍ରେନର ଅନ୍ତିମ ଷ୍ଟପେଜ ପୁରୀ ରହିବ। ସମ୍ପ୍ରସାରଣ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଯାହା ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲାରୁ…

ମହିଳା ଲିଗ ଫୁଟବଲ: କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ, ଗୋକୂଳମ କେରଳକୁ ଭେଟିବ ଓଡିଶା

ଅହମ୍ମଦାବାଦ: ଚଳିତ ଭାରତୀୟ ମହିଳା ଲିଗ ଫୁଟବଲର କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଶନିବାର ଅନ୍ତିମ ଲିଗ ମୁକାବିଲାରେ ଓଡିଶା ଏଫସି ଓ ସେଥୁ ମଦୁରାଇ ମଧ୍ୟରେ ମୁକାବିଲା ଗୋଲ ଶୂନ୍ୟ ଭାବେ ଶେଷ ହୋଇଛି । ପ୍ରଭାବୀ ପ୍ରଦର୍ଶନ ପାଇଁ ଯଶୋଦା ମୁଣ୍ଡା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ…

ପ୍ରଭସିମ୍ରନଙ୍କ ଶତକ ସତ୍ୱେ ଦିଲ୍ଲୀ ସମ୍ମୁଖରେ ୧୬୮ ରନର ବିଜୟ ଲକ୍ଷ୍ୟ ରଖିଲା ପଞ୍ଜାବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗସ ୧୬୮ ରନର ବିଜୟ ଲକ୍ଷ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ରଖିଛି । ଏହି ମ୍ୟାଚରେ ପ୍ରଭସିମ୍ରନ ସିଂ ଆକର୍ଷଣୀୟ ଶତକ ହାସଲ କରିବା ସତ୍ୱେ ଦଳ ବଡ ଟାର୍ଗେଟ ଦେବାରେ ବିଫଳ ହୋଇଥିଲା । ପ୍ରଭସିମ୍ରନ ୬୫ ବଲରେ…

କଳିଙ୍ଗନଗରରେ ୫ଟି ଶ୍ରେଣୀଗୃହ ଦାନ କଲା ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ଉପକୃତ ହେବେ ୨୦୦ ଶିକ୍ଷାର୍ଥୀ

କଳିଙ୍ଗନଗର: ଯାଜପୁର ଜିଲ୍ଲା କଳିଙ୍ଗନଗରରେ ୨ଟି ପ୍ରକଳ୍ପ ଭେଟି ଦେଇଛି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ । ବାରଗାଡ଼ିଆ ପଞ୍ଚାୟତରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ୫ଟି ଶ୍ରେଣୀଗୃହ ସହ ଏକ ଗୋଷ୍ଠୀ ପୋଖରିର ଉନ୍ନତିକରଣ କରାଯାଇଛି । ଏହାକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ…

କିନ୍‍ସରେ ଅନ୍ତର୍ଜାତୀୟ ନର୍ସ ଦିବସ ପାଳିତ

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ନର୍ସିଂ ସାଇନ୍‌ସେସ୍ (କିନ୍‌ସ) ପକ୍ଷରୁ ଶୁକ୍ରବାର ଅନ୍ତର୍ଜାତୀୟ ନର୍ସ ଦିବସ ପାଳିତ ହୋଇଯାଇଛି । ଏଥିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ସେବିକାଙ୍କ ମଧ୍ୟରେ ଦୟା ଓ କରୁଣା ମନୋଭାବ ସବୁଠୁ…