Latest Odisha News

BREAKING NEWS

ଥାଇଲାଣ୍ଡ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ: ଫାଇନାଲରେ ପ୍ରମୋଦ ଭଗତ

ଭୁବନେଶ୍ୱର: ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡିଶାର ପ୍ରମୋଦ ଭଗତ ଥାଇଲାଣ୍ଡ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନର ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ଏସଏଲ୩ ସେମିଫାଇନାଲରେ ପ୍ରମୋଦ ଜାପାନର ଡାଇସୁକେ ଫୁଝହାରାଙ୍କୁ ୨୧-୧୨, ୨୧-୧୯ରେ ପରାସ୍ତ କରିଥିଲେ । ପ୍ରଥମ ସେଟରେ ପ୍ରମୋଦ…

ସମ୍ ଅଲ୍ଟିମେଟ୍‌ରେ ଆନ୍ତର୍ଜାତୀୟ ନର୍ସେସ୍ ଦିବସ

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶୁକ୍ରବାର ଆନ୍ତର୍ଜାତିକ ନର୍ସେସ୍ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନର୍ସମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଥିଲେ । ସେମାନେ…

ସିବିଏସଇ ଦ୍ୱାଦଶ ଶ୍ରେଣୀ ଫଳାଫଳରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ରାଜ୍ୟ ଟପ୍ପର

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଗୌରବାନ୍ୱିତ କରିଛି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ । ଶୁକ୍ରବାର ସିବିଏସ୍ଇ ଦ୍ୱାଦଶ ଓ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । ପୂର୍ବ ବର୍ଷ ଭଳି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର…

ଡାକ୍ତରଖାନାରେ ଭର୍ତି ହେଲେ ଗାୟକ ପାପୋନ, ରାତି ଯାକ ବାପାଙ୍କୁ ଜଗି ରହିଲେ ୧୩ ବର୍ଷର ପୁଅ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ପାପୋନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ତାଙ୍କୁ କୋକିଲା ଧୀରୁଭାଇ ଅମ୍ବାନୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ବାପାଙ୍କ ଦେହ ଭଲ ନ ଥିବାରୁ ତାଙ୍କ ୧୩ ବର୍ଷର ପୁଅ ବ୍ୟସ୍ତ ବିବ୍ରତ ହୋଇ ପଡିଥିଲେ । ସେ ବାପାଙ୍କୁ ରାତି ଯାକ ଜଗି ରହିଥିଲେ ।…

ମୋଦି ଫେଲ୍, ଯୋଗୀ ପାସ୍ !

ଭୁବନେଶ୍ୱର: ଗୋଟିଏ ପଟେ କର୍ଣ୍ଣାଟକ ବିଜେପିକୁ ଝଟକା ଦେଇଥିବା ବେଳେ ସେପଟେ ଉତ୍ତରପ୍ରଦେଶ ବିଜେପିକୁ ଶୁଭ ଖବର ଦେଇଛି। ଉତ୍ତରପ୍ରଦେଶ ନଗର ନିଗମ ନିର୍ବାଚନରେ ବିଜେପି ବେଶ ଭଲ ପ୍ରଦର୍ଶନ କରିଛି। ପ୍ରତିଦ୍ବନ୍ଦୀ ସମାଜବାଦୀ ପାର୍ଟି ସମେତ ଅନ୍ୟ ବିରୋଧୀ ଦଳଗୁଡିକୁ ବହୁ ପଛରେ ପକାଇ ବିଜେପି…

ଅନଲାଇନ୍ ଜୁଆ ଖେଳ, ଦେବଗଡ଼ରୁ ୬ ଗିରଫ

ଦେବଗଡ଼: ବେଆଇନ୍ ଭାବେ ଅନଲାଇନ୍ ଜୁଆ ଖେଳ ମାମଲାରେ ୬ ଜଣ ଯୁବକଙ୍କୁ ଦେବଗଡ଼ ଜିଲ୍ଲାରୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ଦେବଗଡ଼ର ଆଦର୍ଶ ଥାନା ପୋଲିସ ଲାଲୁସାହୁ ସ୍ଥିତ ଏକ ଭଡ଼ାଘରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ରେଡ୍ ବେଳେ ୬ ଯୁବକ ଧରା ପଡ଼ିଛନ୍ତି । ୬…

‘ମହାରାଷ୍ଟ୍ର ରାଜନୀତି’, ସିନ୍ଦେଙ୍କୁ ଡରାଉଛନ୍ତି ଉଦ୍ଧବ !

ଭୁବନେଶ୍ୱର: ଶିବସେନା ବିବାଦ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମହାରାଷ୍ଟ୍ର ରାଜନୀତି ଉଗ୍ର ରୁପ ନେବାରେ ଲାଗିଛି। ସିନ୍ଦେ ଗୋଷ୍ଠୀର ୧୬ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବେ ବୋଲି ବିରୋଧୀ ଆଶା ରଖିଥିବା ବେଳେ ଏ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। କିନ୍ତୁ ସୁପ୍ରିମକୋର୍ଟ ଏ…

କର୍ଣ୍ଣାଟକରେ ମୋଦିଙ୍କୁ ହରାଇଦେଲେ ରାହୁଲ

ଭୁବନେଶ୍ୱର: କର୍ଣ୍ଣାଟକରେ କାମ କଲାନି ମୋଦିଙ୍କ ଯାଦୁ। କଂଗ୍ରେସର ବହୁ ସଂଖ୍ୟାରେ ବିଜୟ ବିଜେପିର ସମସ୍ତ ଉଦ୍ୟମକୁ ଫିକା ପକାଇ ଦେଇଛି। କର୍ଣ୍ଣାଟକରେ ୯ ଦିନ ଧରି ବିଜେପିର ସବୁଠୁ ଲୋକପ୍ରିୟ ଚେହେରା ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୮ ଟି ବଡ଼ ସାଧାରଣ ସଭା, ୬ ଟି ଦୀର୍ଘ ସମୟର ରୋଡ଼ ଶୋର କିଛି…

ହାଇଦ୍ରାବାଦକୁ ହରାଇଲା ଲକ୍ଷ୍ନୌ

ହାଇଦ୍ରାବାଦ: ଏଠାରେ ଶନିବାର ଅନୁଷ୍ଠିତ ଆଇପିଏଲର ଏକ ମୁକାବିଲାରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ୭ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୬ ୱିକେଟ ହରାଇ ୧୮୨ ରନ ସଂଗ୍ରହ କରିଥିଲା । ଅନମୋଲପ୍ରୀତ ସିଂ ୩୬, ନେରିଜ କ୍ଲାସେନ ୪୭ ଓ ଅବଦୁଲ ସମଦ…

ନ୍ୟୁଜିଲାଣ୍ଡର ଗ୍ରାଂଟ ବ୍ରେଡବର୍ଣ୍ଣ ହେଲେ ପାକିସ୍ତାନ କ୍ରିକେଟ ଟିମ କୋଚ

ଲାହୋର: ପାକିସ୍ତାନ କ୍ରିକେଟ ବୋର୍ଡ ନ୍ୟୁଜିଲାଣ୍ଡର ଗ୍ରାଂଟ ବ୍ରେଡବର୍ଣ୍ଣଙ୍କୁ ଜାତୀୟ ପୁରୁଷ କ୍ରିକେଟ ଟିମର କୋଚ ଭାବେ ନିଯୁକ୍ତ କରିଛି । ୧୩ ମେରୁ ୨ ବର୍ଷ ପାଇଁ ସେ ଏହି ଦାୟିତ୍ୱ ତୁଲାଇବେ । ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଆଣ୍ଡ୍ର‌୍ୟୁ ପୁଟିକ ବ୍ୟାଟ୍ସମ୍ୟାନ କୋଚ, ଡ୍ରିକସ…