୨୦୨୭ ସୁଦ୍ଧା ବ୍ୟାନ ହୋଇପାର ଡିଜେଲ ଗାଡ଼ି
ନୂଆଦିଲ୍ଲୀ: ରାସ୍ତାରେ ଆଉ ଗଡି ପାରିବନି ଡିଜେଲ ଗାଡି । ୨୦୨୭ ସୁଦ୍ଧା ବନ୍ଦ ହୋଇପାରେ ଡିଜେଲ ଗାଡି ଚଳାଚଳ । ଡିଜେଲ ଗାଡି ଚଳାଚଳ ଉପରେ କଟକଣା ଲଗାଇ ପାରନ୍ତି ସରକାର । ଏଣିକି ଡିଜେଲ ଗାଡି ବଦଳରେ ଇଲେକ୍ଟ୍ରି ଏବଂ ଗ୍ୟାସ ଚାଳିତ ଗାଡି ଚଳାଚଳ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଏ ନେଇ…