ରତ୍ନଭଣ୍ଡାର ପ୍ରସଙ୍ଗରେ ପୁଣିଥରେ ମୁହାଁମୁହିଁ ହେଲେ ବିଜେପି ଓ ବିଜେଡି, କମିସନ ରିପୋର୍ଟ ସାର୍ବଜନୀନ ଦାବି
ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ବିରୋଧରେ ବିଜେପି ଓ କଂଗ୍ରେସ ଗୁରୁବାର ଜୋରଦାର ଆକ୍ରମଣ କରିଛନ୍ତି। ଯେଉଁସବୁ ପ୍ରସଙ୍ଗ ଉଠାଯାଇଥିଲା ତାହା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ଥିଲା ଏବଂ ଉଭୟ ପକ୍ଷ ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିସନ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି…