ବଟଲରଙ୍କ ଅର୍ଦ୍ଧଶତକ, ଚେନ୍ନାଇ ସମ୍ମୁଖରେ ୧୭୬ ରନର ଲକ୍ଷ୍ୟ
ଚେନ୍ନାଇ: ଚଳିତ ଆଇପିଏଲରେ ବୁଧବାର ଅନୁଷ୍ଠିତ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ୧୭୬ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଜୋସ ବଟଲରଙ୍କ ୫୨ ରନ ସହାୟତାରେ ୮ ୱିିକେଟ ବିନିମୟରେ ୧୭୫ ରନ ସଂଗ୍ରହ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ…