Latest Odisha News

BREAKING NEWS

ଟଙ୍କଧର ତ୍ରିପାଠୀ ହେଲେ ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ

ଝାରସୁଗୁଡା: ବିଜେପି ନେତା ଟଙ୍କଧର ତ୍ରିପାଠୀ ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ବିଜେପି ପଞ୍ଜାବର ଜଳନ୍ଧର ଲୋକସଭା ଆସନ ସହ ଝାରସୁଗୁଡା ବିଧାନସଭା ଉପନିର୍ବାଚନପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଗତକାଲି ବିଜେପିର ସଂସଦୀୟ ବୋର୍ଡ ବୈଠକ ବସିଥିଲା। ଏହି ବୈଠକ…

ଏୟାରଲିଫ୍ଟ ହେଲେ ଦୁଇ ଗୁରୁତର, ଭଦ୍ରକରେ ୧୪୪ ଧାରା ଜାରି

ଭଦ୍ରକ: ମଙ୍ଗଳବାର ଭଦ୍ରକ ଜିଲ୍ଲା ପ୍ରଶାସନ ରାନ୍ଦିଆରେ ବେଦାନ୍ତ-ଫାକର ପ୍ଲାଣ୍ଟର ୨୦୦ ମିଟର ପରିସରରେ ଧାରା ୧୪୪ ଲାଗୁ କରିଛନ୍ତି। ଗତକାଲି କମ୍ପାନୀରେ ଦୁର୍ଘଟଣା ଘଟିବାରୁ ଦୁଇଜଣ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ଉତ୍ତେଜନା ଲାଗି ରହିବାରୁ ପୋଲିସ ଏପ୍ରିଲ୍ ୧୪ ସଂଧ୍ୟା ୬ଟା…

୫ ବର୍ଷ ପୂର୍ବରୁ ଜାଣି ହେବ ଜଣେ ବ୍ୟକ୍ତି କେଉଁ ରୋଗର ଶିକାର ହେବେ !

ଭୁବନେଶ୍ୱର: ଅସୁସ୍ଥ ହେବା ପୂ୍ର୍ବରୁ ଜାଣି ହେବ ରୋଗ । ଶୀଘ୍ର ସୁସ୍ଥ ହେବା ପାଇଁ ନିଆଯାଇ ପାରିବ ପଦକ୍ଷେପ । ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଦ୍ୱାରା ଆଧୁନିକ ଚିକିତ୍ସାରେ ଏହା ସମ୍ଭବ ହୋଇ ପାରିବ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ତଥା ଏହି କ୍ଷେତ୍ରରେ କୃତ୍ରିମ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍ ମାଡ଼, ଆକ୍ରମଣକାରୀ ସହ ୫ ଆହତ

ଜଗତସିଂହପୁର (ତାରପଦ ମହାନ୍ତି): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଜଡ଼ତିରା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍ ମାଡ଼ ହୋଇଛି । ଏସିଡ୍ ମାଡ଼ରେ ଆକ୍ରମଣକାରୀ ସହ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିପିନ…

ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ଆଇଆଇଟି ଛାତ୍ରଙ୍କୁ କ୍ଷମା କଲେ କୋହଲି

ମୁମ୍ବାଇ: ବମ୍ବେ ହାଇକୋର୍ଟ ବୁଧବାର ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଝିଅକୁ ଦୁଷ୍କର୍ମର ଧମକ ଦେଇଥିବା ଯୁବକକୁ ଦୋଷମୁକ୍ତ କରିଛି । ଅଭିଯୁକ୍ତଙ୍କ ଉପରେ ଲଗା ଯାଇଥିବା ମାମଲାକୁ ଖାରଜ କରି ଦିଆଯାଇଛି । କୋହଲି ଓ ଅନୁଷ୍କା ଉକ୍ତ ଅଭିଯୁକ୍ତଙ୍କୁ…

ନୂଆପଡାରେ ଆଇପିଏଲ ବେଟିଂ, ୫ ଗିରଫ

ନୂଆପଡ଼ା: ଖରିଆର ରୋଡ଼ ସହରରେ ଆଇପିଏଲ ବେଟିଂ (ଜୁଆ) ଚାଲୁଥିବା ବେଳେ ପୋଲିସ ଖବର ପାଇ ଚଢାଉ କରି ପାଞ୍ଚ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପୂର୍ବରୁ ସେମାନଙ୍କ ଠାରୁ ବିପୁଳ ପରିମାଣର ବେଟିଂ ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି। ଏବେ ଏହି ବେଟିଂ…

କିଟରେ ୱାଇ-୨୦ କନସଲଟେସନ୍ ସମ୍ମିଳନୀ, ଯୋଗଦେବେ ୨୦ ଦେଶର ସାଂସଦ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ସମ୍ମାନଜନକ ୟୁଥ-୨୦ କନ୍‍ସଲ୍‍ଟେସନ୍‍ ସମ୍ମିଳନୀ ଅପ୍ରେଲ୍‍ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଆମେରିକା, ବ୍ରିଟେନ୍‍, ଜର୍ମାନ୍‍, ୟୁକ୍ରେନ୍‍, ସୁଇଜରଲାଣ୍ଡ, ପୋଲାଣ୍ଡ, ଆର୍ମେନିଆ, ସ୍ଲୋଭାକିଆ, ବୁଲ୍‍ଗେରିଆ, କଙ୍ଗୋ,…

ଭାରତୀୟ ବଜାରରେ ଉପସ୍ଥିତି ବିନା କୌଣସି ଶିଳ୍ପ ସଂସ୍ଥାର ଅଭିବୃଦ୍ଧି ସମ୍ଭବ ନୁହେଁ: ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଉପସ୍ଥିତି ବିନା କୌଣସି ଶିଳ୍ପ ସଂସ୍ଥାର ଅଭିବୃଦ୍ଧି ସମ୍ଭବ ନୁହେଁ ବୋଲି ଫିକି ସଭାପତି ତଥା ଇଣ୍ଡିଆନ୍ ମେଟାଲ୍ସ ଏଣ୍ଡ ଫେରୋ ଆଲଏଜ୍ (ଇମ୍ଫା) ପରିଚାଳନା ନିର୍ଦ୍ଦେଶକ (ଏମଡି) ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି । ନିକଟରେ ଫିକି ଏବଂ ୟୁଏସ୍ – ଇଣ୍ଡିଆ ଷ୍ଟ୍ରାଟେଜିକ…

ବଟଲରଙ୍କ ଅର୍ଦ୍ଧଶତକ, ଚେନ୍ନାଇ ସମ୍ମୁଖରେ ୧୭୬ ରନର ଲକ୍ଷ୍ୟ

ଚେନ୍ନାଇ: ଚଳିତ ଆଇପିଏଲରେ ବୁଧବାର ଅନୁଷ୍ଠିତ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ୧୭୬ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଜୋସ ବଟଲରଙ୍କ ୫୨ ରନ ସହାୟତାରେ ୮ ୱିିକେଟ ବିନିମୟରେ ୧୭୫ ରନ ସଂଗ୍ରହ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ…

ପୁରୁଣା ନିୟମକୁ ଫେରିଲା ଆନ୍ତର୍ଜାତୀୟ ଶୁଟିଂ ଫେଡେରେଶନ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଶୁଟିଂ ଫେଡେରେଶନ ନୂତନ ଭାବେ ଲାଗୁ କରିଥିବା ନିୟମରେ ୟୁ ଟର୍ଣ୍ଣ ନେଇଛି । ପ୍ୟାରିସ ଅଲିମ୍ପିକ୍ସରେ ପୁରୁଣା ନିୟମ ଅନୁସାରେ ମୁକାବିଲା ଆୟୋଜିତ ହେବ । ଟୋକିଓ ଅଲିମ୍ପିକ୍ସ ପରେ ଆଇଏସଏସଏଫ ନିୟମରେ କେତେକ ପରିବର୍ତନ କରିଥିଲା । ଏହା ଅନୁସାରେ ପିସ୍ତଲ ଓ ରାଇଫଲ…