Latest Odisha News

BREAKING NEWS

ମୋଦୀ ଅଳ୍ପ ପାଠ ପଢ଼ିଛନ୍ତି, ଦୁଇ ହାତରେ ଦେଶକୁ ଲୁଟ୍ କରୁଛନ୍ତି: ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିଲ୍ଲୀ ବିଧାନସଭାର ବଜେଟ୍ ଅଧିବେଶନରେ ଆଦାନୀ ମାମଲା ସମ୍ପର୍କରେ ଗୃହରେ ଏକ ସଂକଳ୍ପ ନିଆଯାଇଛି । ଯାହା ଆଲୋଚନା ହେବା ପରେ ପାରିତ ହୋଇଛି। ସଂକଳ୍ପକୁ ସମର୍ଥନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆଦାନୀ କେବଳ ଆଗରେ ଅଛନ୍ତି, ସମସ୍ତ…

ରାହୁଲ ଗାନ୍ଧୀ ଦଣ୍ଡିତ ହେବା ପରେ ପ୍ରଧାନମନ୍ତ୍ରୀ କହିଲେ, କୋର୍ଟଙ୍କ ରାୟ ଉପରେ ପ୍ରଶ୍ନ ଉଠୁଛି

ନୂଆଦିଲ୍ଲୀ: ଦିଲ୍ଲୀର ବିଜେପି ମୁଖ୍ୟାଳୟରୁ ଦଳର ନୂଆ କୋଠା ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାରୁ ସେମାନଙ୍କର ମୂଳଦୁଆ ଦୋହଲିଯାଇଛି। ଆଜି ଭାରତକୁ ରୋକିବା ପାଇଁ ସାମ୍ବିଧାନିକ ଅନୁଷ୍ଠାନ ଉପରେ ଆକ୍ରମଣ କରାଯାଉଛି।…

ନାବାଳିକା ମୃତ୍ୟୁ ପଛରେ ବଳି ସନ୍ଦେହ, ପଶ୍ଚିମବଙ୍ଗ ଡିଜିପିଙ୍କୁ ରିପୋର୍ଟ ମାଗିଲା ଏନସିପିସିଆର

କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ କୋଲକାତାରେ ଥିବା ତିଜଲାରେ ଜଣେ ୭ ବର୍ଷର ନିରୀହ ଝିଅର ମୃତ୍ୟୁ ମାମଲାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରି ଏନସିପିସିଆର ରାଜ୍ୟ ଡିଜିପିଙ୍କୁ ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ…

ଝାରସୁଗୁଡ଼ାରେ ଗ୍ରାମ୍ୟ ପୋଖରୀ ଗୁଡିକର ନବୀକରଣ କରୁଛି ବେଦାନ୍ତ

ଝାରସୁଗୁଡା: ବେଦାନ୍ତ ଆଲୁମିନିୟମ, ଭାରତର ବୃହତମ ଆଲୁମିନିୟମ ଉତ୍ପାଦକ, ଝାରସୁଗୁଡାର ୧୯ଟି ଗାଁ ପୋଖରୀକୁ ନବୀକରଣ କରି ୩୦୦୦ରୁ ଅଧିକ ସ୍ଥାନୀୟ ବାସିନ୍ଦାଙ୍କୁ ସେମାନଙ୍କର ଜଳ ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିଛି । କାଟିକେଲା, ଡାଲ୍କି, ପରମାନପୁର, ବଡମାଲ, କେଲଡାମାଲ, ସୋଢମାଲ,…

ଆଇସିସି ଦିନିକିଆ ବିଶ୍ୱକପ: ୭ ଟିମ ସିଧାସଳଖ ହାସଲ କଲେ ଯୋଗ୍ୟତା

ମୁମ୍ବାଇ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ଆଜି ୭ଟିମ ବିଧିବଦ୍ଧ ଭାବେ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି । ଏଡି ଟିମଗୁଡିକ ହେଲେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଭାରତ, ବାଂଲାଦେଶ, ପାକିସ୍ତାନ, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ । ଆଉ ଗୋଟିଏ ସ୍ଥାନ ପାଇଁ ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା,…

ଟ୍ୱିନ୍ ସିଟିରେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଦେଇନି ରାଜ୍ୟ

ଭୁବନେଶ୍ୱର: ଦୈତ୍ୟ ନଗରୀ କଟକ-ଭୁବନେଶ୍ୱର ମଧ୍ୟରେ ଗଡ଼ିବ କି ମେଟ୍ରୋ ଟ୍ରେନ୍ ? ଏହାକୁ ନେଇ ଅନେକ ବର୍ଷ ଧରି ରାଜ୍ୟରେ ଚର୍ଚ୍ଚା ହେଉଛି । ଲୋକଙ୍କ ଆଶା ବି ରହିଛି ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ କାମ ଆରମ୍ଭ ହେବ । ହେଲେ, ଟ୍ୱିନ୍ ସିଟିରେ ମେଟ୍ରୋ ଚଳାଚଳ ନେଇ ଏଯାଏ କୌଣସି ପ୍ରସ୍ତାବ ଓଡ଼ିଶା…

ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ହେଲେ କ୍ରିକେଟର କେଦାରଙ୍କ ବାପା ମହାଦେବ

ନୂଆଦିଲ୍ଲୀ: କ୍ରିକେଟର କେଦାର ଯାଦବଙ୍କ ବାପା ମହାଦେବ ଯାଦବ ୨୭ ମାର୍ଚ୍ଚ ସକାଳୁ ନିଖୋଜ ହୋଇ ଯାଇଥିଲେ । ତାଙ୍କ ଫୋନ ସୁଇଚ ଅଫ ଆସିବା ଯୋଗୁ ଘର ଲୋକ ବ୍ୟସ୍ତ ହୋଇ ପଡିଥିଲେ । ବହୁତ ଖୋଜାଖୋଜି କରିବା ପରେ ତାଙ୍କୁ ନ ପାଇବାରୁ କେଦାରଙ୍କ ପରିବାର ଲୋକେ ଥାନାରେ ନିଖୋଜ ରିପୋର୍ଟ ଦାଖଲ କରିଥିଲେ…

ଟଳିଗଲା ବଡ଼ ଅଘଟଣ, ପ୍ଲାଟଫର୍ମରୁ ପଛକୁ ଫେରିବା ବେଳେ ପୁରୀ-ଗୁଣପୁର ଏକ୍ସପ୍ରେସ୍ ଲାଇନଚ୍ୟୁତ୍

ପୁରୀ: ପୁରୀ ରେଲୱେ ଷ୍ଟେସନରେ ଏକ ବଡ଼ ଅଘଟଣ ଟଳି ଯାଇଛି । ଯାତ୍ରୀଙ୍କୁ ନେଇ ପୁରୀ-ଗୁଣପୁର ଏକ୍ସପ୍ରେସ୍ ପୁରୀ ରେଲୱେ ଷ୍ଟେସନରେ ପହଞ୍ଚିଥିଲା । ଯାତ୍ରୀ ଓହ୍ଲାଇ ଯିବାର କିଛି ସମୟ ପରେ ପଛକୁ ଫେରିବା ସମୟରେ ଲାଇନଚ୍ୟୁତ୍ ହୋଇଛି ପୁରୀ-ଗୁଣପୁର ଏକ୍ସପ୍ରେସ୍ । ସଟିଂ ଲାଇନରେ ୩ଟି ବଗି…

ଶୂନ୍ୟକାଳରେ ଉଠିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ, ଶାସକ-ବିରୋଧୀଙ୍କ ମୁହାଁମୁହିଁ ଭିତରେ ସଜାଗ କଲେ ସୌମ୍ୟ

ଭୁବନେଶ୍ବର : ବିଧାନସଭାର ଶୂନ୍ୟକାଳରେ ମଙ୍ଗଳବାର ଉଠିଥିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଶାସକ ଦଳକୁ ଟାର୍ଗେଟ କରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ମହାନଦୀ ଜଳ ବିବାଦ ନେଇ ଗୃହରେ ବହୁତ ଥର ଆଲୋଚନା ହୋଇଛି । ମହାନଦୀ ବିବାଦକୁ ନେଇ 2017ରେ ବାଚସ୍ପତି ପ୍ରଦୀପ ଅମାତଙ୍କ…

ବିଜେଡିର ‘ଜୟ ଜଗନ୍ନାଥ’

ଭୁବନେଶ୍ୱର: ଜୟ ଜଗନ୍ନାଥ। ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ମୁହଁରେ ଏହି ଧ୍ୱନି ଶୋଭା ପାଏ। ସମ୍ବୋଧନ ସମ୍ଭାଷଣଠୁ ଆରମ୍ଭ କରି କୌଣସି ସଭାସମିତିର ଶୁଭାରମ୍ଭ ହେଉ କି ଶେଷ ବହୁ ଜାଗାରେ ଲୋକେ ଜୟ ଜଗନ୍ନାଥ ଧ୍ୱନି ଉଚ୍ଚାରଣ କରନ୍ତି। ତେଣୁ ପ୍ରତେକ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଜୟ…