Latest Odisha News

BREAKING NEWS

ବଢ଼ିଲା ଅଭିନେତ୍ରୀ ତାପସୀଙ୍କ ଅଡୁଆ

ମୁମ୍ବାଇ: ଅଙ୍ଗ ପ୍ରଦର୍ଶନ ପୋଷାକ ସହ ମାଆ ଲକ୍ଷ୍ମୀଙ୍କ ଲକେଟ ପିନ୍ଧିବା ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଡୁଆ ବଢ଼ାଇଛି । ମଧ୍ୟପ୍ରଦେଶ ଇନ୍ଦୋରର ଛତ୍ରିପୁରା ପୋଲିସ ଥାନାରେ ଏ ନେଇ ତାଙ୍କ ବିରୋଧରେ ହିନ୍ଦୁ ରକ୍ଷକ ସଂଗଠନ ମୋକଦ୍ଦମା ରୁଜୁ କରିଛି । ଏହାର ସଂଯୋଗକ ଏକଲବ୍ୟ ଗୌଡ ଏହି ଅଭିଯୋଗ…

ଖରାପ ମାନର ଔଷଧ, ଲାଇସେନ୍ସ ହରାଇବେ ୧୮ ଫାର୍ମା କମ୍ପାନୀ

ନୂଆଦିଲ୍ଲୀ: ୧୮ଟି ଔଷଧ ପ୍ରସ୍ତୁତକାରୀ କମ୍ପାନୀକୁ ଔଷଧ ଉତ୍ପାଦନ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେବା ସହ ଲାଇସେନ୍ସକୁ ବାତିଲ୍ କରାଯାଇଛି । ୨୬ଟି ଫାର୍ମା କମ୍ପାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂତ୍ର ଆଧାରରେ ଏନଡିଟିଭି ପ୍ରକାଶ କରିଥିବା ଖବର…

ପ୍ରିୟଙ୍କା ଘଟଣାରେ କରନଙ୍କୁ ଖୋଲାଖୋଲି ଭାବେ ଟାର୍ଗେଟ କଲେ କଙ୍ଗନା

ମୁମ୍ବାଇ: ବଲିଉଡ ରାଜନୀତିରେ ଅତିଷ୍ଠ ହୋଇ ମୁମ୍ବାଇ ଛାଡିଥିଲି ବୋଲି ପ୍ରିୟଙ୍କା ଚୋପ୍ରା ବୟାନ ଦେଇଛନ୍ତି । ଏହି ବୟାନ ଏବେ ଝଡ ସୃଷ୍ଟି କରିଛି କହିଲେ ଭୁଲ ହେବନି । ଏବେ ଏହି ଘଟଣାରେ ବିବାଦୀୟ କୁଇନ କଙ୍ଗନା ରାନାୱାତ ପାଦ ଥାପିଛନ୍ତି । ସେ ସିଧାସଳଖ ପ୍ରିୟଙ୍କା ଘଟଣାରେ କରନ ଜୋହରଙ୍କୁ…

ପୁଣି ନୂଆ ବିବାଦ ଘରରେ ରାହୁଲ ! କ୍ଷମା ନମାଗିଲେ, FIR ଧମକ ଦେଲେ ବୀର ସାବରକରଙ୍କ ନାତି

ନୂଆଦିଲ୍ଲୀ : ସତେ ଯେମିତି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଡ଼ିଛି ରାହୁ ଦଶା ! ପ୍ରଥମେ ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କୁ ସଂସଦର ସଦସ୍ୟତା ହରାଇବାକୁ ପଡିଥିବାବେଳେ ଏବେ ପୁଣି ଏକ ନୂଆ ବିବାଦ ଭିତରକୁ ଟାଣି ହୋଇ ଯାଇଛନ୍ତି ରାହୁଲ। ଏଥର ବୀର ଦାମୋଦର ସାବରକରଙ୍କ ନାତି…

ରାଘବ-ପରିଣୀତି ସମ୍ପର୍କରେ ମୋହର ମାରିଲେ ଆପ ଏମପି ସଞ୍ଜୀବ

ମୁମ୍ବାଇ:ଆମ ଆଦମୀ ପାର୍ଟିର ଯୁବନେତା ରାଘବ ଚଢ଼ା ଓ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉଭୟ ସେମାନଙ୍କ ସମ୍ପର୍କକୁ ନେଇ କୌଣସି ଖୁଲାସା କରି ନ ଥିଲେ ମଧ୍ୟ ଆପର ଏମପି ସଞ୍ଜୀବ ଆରୋରା ଏଥିରେ ମୋହର ଲଗାଇଛନ୍ତି । ମଙ୍ଗଳବାର ସକାଳ ୧୧ଟା ବେଳେ…

ଏପ୍ରିଲ୍ ୧ ଯାଏ ବର୍ଷା, ଘଡ଼ଘଡ଼ି; ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି । ଆଜି ପାଇଁ ପାଣିପାଗ ବିଭାଗ ଘଡ଼ଘଡ଼ି ବର୍ଷା ନେଇ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…

କରଦାତାଙ୍କୁ ଆଶ୍ୱସ୍ତି: ପୁଣି ଘୁଞ୍ଚିଲା ପାନ-ଆଧାର ଲିଙ୍କ

ନୂଆଦିଲ୍ଲୀ: କରଦାତାମାନଙ୍କୁ ମିଳିଲା ଆଶ୍ୱସ୍ତି । ପାନ-ଆଧାର ଲିଙ୍କ କରିବା ଡେଡ ଲାଇନ ପୁଣି ବଢିଛି । ଏଥିପାଇଁ ମାର୍ଚ୍ଚ ୩୧ ତାରିଖ ଡେଡ ଲାଇନ ଦିଆଯାଇଥିଲା । ହେଲେ ଏହାର ସମୟସୀମା ଆହୁରି ୩ ମାସ ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏବେ ଆପଣ ଜୁନ ୩୧ ତାରିଖ ଭିତରେ ପାନ-ଆଧାର ଲିଙ୍କ…

ବଲିଉଡର ମୁଖା ଖୋଲିଲେ ଦେଶୀ ଗର୍ଲ: ଆଣିଲେ ସାଂଘାତିକ ଅଭିଯୋଗ

ମୁମ୍ବାଇ:ବଲିଉଡର ମୁଖା ଖୋଲିଲେ ଦେଶୀ ଗର୍ଲ । କହିଲେ ବଲିଉଡରେ ରାଜନୀତି ଚାଲିଛି । ଏପରି ରାଜନୀତିରେ ସେ ଥକି ଗଲେଣି । ବର୍ଷ ବର୍ଷ ଧରି ବଲିଉଡ ବିରୋଧରେ ଚାଲି ଆସୁଥିବା ସଙ୍ଗୀନ ଅଭିଯୋଗ ସତ ବୋଲି କହିଲେ ପ୍ରିୟଙ୍କା ଚୋପ୍ରା । ଏହି ରାଜନୀତି ପାଇଁ ସେ ବଲିଉଡ ଛାଡିଛନ୍ତି ବୋଲି…

ଉମେଶ ପାଲ୍ ଅପହରଣ ମାମଲାରେ ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ଆଜୀବନ ସଜ୍ଜା

ପ୍ରୟାଗରାଜ: ୨୦୦୬ ଉମେଶ ପାଲ୍ ଅପହରଣ ମାମଲାରେ ୟୁପିର ଗ୍ୟାଙ୍ଗଷ୍ଟର ଅତିକ ଅହମଦ, ଦିନେସ ପାସୀ ଓ ସୌଲତ ହନିଫକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିସହ ଏମପି/ଏମଏଲ୍ଏ ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୩ ଅଭିଯୁକ୍ତଙ୍କୁ ୧ ଲକ୍ଷ ଲେଖାଏ ଜରିମାନା କରିଛନ୍ତି…

ମୋଦିଙ୍କୁ ଟାର୍ଗେଟରେ ରଖିଥିଲେ ରାହୁଲ, ତେଣୁ ଦେଶରୁ ବିଦେଶ ସବୁଠି ମିଛ କହୁଥିଲେ-ସ୍ମୃତି ଇରାନୀ

ନୂଆଦିଲ୍ଲୀ: ମୋଦି ସାଂଜ୍ଞାକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଏବେ ରାଜନୀତି ସରଗମର ହୋଇପଡିଛି । କୋର୍ଟଙ୍କ ଦଣ୍ଡାଦେଶ ପରେ ରାହୁଲଙ୍କ ସଦସ୍ୟତା ରଦ୍ଦ ହେବା ପରେ ସରକାରୀ ବାସଭବନ ଛାଡିବା ପାଇଁ ବି ନୋଟିସ ଦିଆଯାଇଛି…