ମାଲିକର ଭୁଲ ପାଇଁ ବନ୍ଧା ପଡିଲା ମଇଁଷି, ଜଳକର ନ ଦେବାରୁ ନେଇଗଲା ପ୍ରଶାସନ
ଗ୍ୱାଲିଅର: ମାଲିକ ଦେଲା ନାହିଁ ଟିକସ ଆଉ ଦଣ୍ଡ ପାଇଲା ନିରୀହ ପଶୁ । ମାଲିକ ଉପରେ ବକେୟା ଥିବା ଜଳକର ଆଦାୟ କରିବାକୁ ନୟାନ୍ତ ହେବା ପରେ ପ୍ରଶାସନ ଏବେ ନିରୀହ ମଇଁଷିକୁ ଉଠାଇ ଆଣିଛି । ମଧ୍ୟପ୍ରଦେଶର ଗ୍ୱାଲିଅର ମହାନଗର ନିଗମରେ ଏଭଳି ଏକ ଘଟଣା ଘଟିଛି । ମିଳିଥିବା ସୂଚନା ପ୍ରକାରେ…