ଗାଁକୁ ନାହିଁ ରାସ୍ତା, ନଦୀ ପାର୍ ହେବା ପାଇଁ ଭାରରେ ବୁହା ହେଲେ ରୋଗୀ
କୋରାପୁଟ : ପୁଣି ଭାରରେ ବୁହା ହେଲେ ରୋଗୀ । ବାରମ୍ବାର ଏଭଳି ଚିତ୍ର ସମ୍ନାକୁ ଆସୁଥିବା ବେଳେ ସ୍ଥିତି ସୁଧୁରୁନି। ଯାତାୟତ ପାଇଁ ନା ଗାକୁ ଅଛି ରାସ୍ତା ନା ନିର୍ମାଣ ହୋଇପାରୁଛି ପୋଲ । ସ୍ୱାସ୍ଥ୍ୟ ଖରାପ ହେଲେ ଡାକ୍ତରଖାନା ଯିବା ପାଇଁ ଆଣ୍ଠୁଏ ପାଣି ଭିତରେ ପଶି ନଦୀ ପାର୍ ହୋଇ…