Latest Odisha News

BREAKING NEWS

ଆମ୍ରି ହସ୍ପିଟାଲକୁ ଅଧିଗ୍ରହଣ କରିବ ମଣିପାଲ ହେଲଥ ଏଣ୍ଟରପ୍ରାଇଜେସ୍

ଭୁବନେଶ୍ୱର: ଇମାମି ଗ୍ରୁପର ଆମ୍ରି ହସ୍ପିଟାଲକୁ କିଣିବ ମଣିପାଲ ହେଲଥ ଏଣ୍ଟରପ୍ରାଇଜେସ୍ । ଏଥିପାଇଁ ମଣିପାଲ୍ ହେଲଥ ଏଣ୍ଟରପ୍ରାଇଜେସ୍ ୨୩୫୦ କୋଟି ଟଙ୍କା ଦେବ । ସେହିଭଳି ସିଙ୍ଗାପୁରର ଟେମାସେକ, ମନିପାଲ୍ ଏଣ୍ଟରପ୍ରାଇଜେସର ଅଂଶ ଯାହାର ମୂଲ୍ୟ ୪ ବିଲିୟନ୍ ଡଲାର ଅଧିଗ୍ରହଣ କରିବ । ଆମ୍ରି…

ବୀର କଳିଙ୍ଗ ପୁତ୍ର ବଡି ବିଲ୍ଡିଂ ଚାମ୍ପିୟନଶିପ ୩୧ରୁ ଆରମ୍ଭ

ପୁରୀ: ପୁରୀ ଜିଲ୍ଲା ବଡି ବିଲ୍ଡିଂ ଆସୋସିଏଶନ ଆନୁକୂଲ୍ୟରେ ଚଳିତ ମାସ ୩୧ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ଅଲ ଓଡିଶା ବଡି ବିଲ୍ଡିଂ ଚାମ୍ପିୟନଶିପ ଆୟୋଜିତ ହେବ । ଏଥିରେ ଓଡିଶାର ସମସ୍ତ ଜିଲ୍ଲାର ୨୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେବେ । ସେମାନଙ୍କ ସହ ୫୦ ଅଫିସିଆଲ ମଧ୍ୟ ଯୋଗ ଦେବେ । ପ୍ରଥମ ଥର…

ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧାରେ ଜିଓ ଟ୍ରୁ-୫ଜିର ଶୁଭାରମ୍ଭ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି । ଏଥି ସହିତ ଟ୍ରୁ-୫ଜିର ଲାଭ ସାରା ଓଡ଼ିଶାର ୧୭ଟି ସହରରେ ପହଞ୍ଚିଛି । ଜିଓ ପକ୍ଷରୁ ପୂର୍ବରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର,…

ଅଲ ଇଂଲଣ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପ: ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ଲଣ୍ଡନ: ୨ ଥର ଅଲିମ୍ପିକ ପଦକ ବିଜେତା ଭାରତର ପିଭି ସିନ୍ଧୁ ଅଲ ଇଂଲଣ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ମହିଳା ସିଙ୍ଗଲ୍ସର ଏହି ମୁକାବିଲାରେ ସିନ୍ଧୁଙ୍କୁ ୧୭-୨୧, ୧୧-୨୧ରେ ଚୀନର ଝାଙ୍ଗ ୟୋ ମେନ ପରାସ୍ତ କରିଥିଲେ । ଚଳିତ ବର୍ଷ ସିନ୍ଧୁ ମାଲେସିଆ ଓପନ,…

ଶିକ୍ଷକଙ୍କୁ ଏତେ ଡର କାହିଁକି ?

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକଙ୍କୁ ଭୁବନେଶ୍ୱର ମନା। ବିଭିନ୍ନ ଦାବି ନେଇ ପିଏମଜିରେ ଆନ୍ଦୋଳନ ପାଇଁ ଅନୁମତି ମାଗିଥିଲେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘକୁ ଅନୁମତି ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ଏହା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶିକ୍ଷକଙ୍କ କଣ୍ଠରୋଧ ବୋଲି…

ଉଦଘାଟିତ ହେଲା ଶୁଟିଂବଲ ଚାମ୍ପିୟନଶିପ

ପୁରୀ: ସ୍ଥାନୀୟ ଝାଡେଶ୍ୱରୀ କ୍ଲବ ପରିସରରେ ବୁଧବାର ୩ ଦିନିକିଆ ଶୁଟିଂବଲ ଚାମ୍ପିୟନଶିପ ଉଦଘାଟିତ ହୋଇଯାଇଛି । ଶୁଟିଂବଲ ଫେଡେରେଶନ ଅଫ ଇଣ୍ଡିଆ ଓ ଓଡିଶା ଶୁଟିଂବଲ ଆସୋସିଏଶନର ସହାୟତାରେ ଜୋନ ୩ର ଏହି ପ୍ରତିଯୋଗିତା ଆୟୋଜିତ ହେଉଛି । ଏକ ଭାରତ ଶ୍ରେଷ୍ଠ ଭାରତ ଶୁଟିଂବଲ ଜୋନାଲ…

ଉଦ୍ଧବଙ୍କୁ ଆଉ ଏକ ଝଟକା, ଶିନ୍ଦେ କ୍ୟାମ୍ପରେ ଯୋଗ ଦେଲେ ଦୀପକ ସାୱନ୍ତ

ପୁଣେ: ମହାରାଷ୍ଟ୍ର ରାଜନୀତିରେ ବୁଧବାର ଆଉ ଏକ ଡ୍ରାମା ଦେଖିବାକୁ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅତି ନିକଟତମ ବିବେଚନା କରାଯାଉଥିବା ଦୀପକ ସାୱନ୍ତ ବିପକ୍ଷ କ୍ୟାମ୍ପରେ ଯୋଗ ଦେଇଛନ୍ତି । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଦୀପକଙ୍କ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ…

‘ଶଙ୍ଖ ମୋ ଗର୍ବ’ କେବଳ ସ୍ଲୋଗାନ ନା ସତରେ ଗର୍ବ !

ଭୁବନେଶ୍ୱର: ଗୋଟିଏ ଗୋଟିଏ ବାକ୍ୟ ଲୋକଙ୍କ ହୃଦୟ କିଣିବାକୁ ସକ୍ଷମ ହୋଇଥାଏ। ସେଭଳି କିଛି ହୃଦୟଛୁଆଁ ବାକ୍ୟକୁ ସ୍ଲୋଗାନ ଆକାରରେ ରାଜନୈତିକ ଦଳ ଗୁଡିକ ବ୍ୟବହାର କରିବା ସହ ସଫଳତାର ଶୀର୍ଷ ଛୁଇଁଛନ୍ତି। ଦଳ ସପକ୍ଷରେ ଏ ସବୁ ସ୍ଲୋଗାନ ଏକ ବାତାବରଣ ତିଆରି କରିବାରେ ସଫଳ ହୁଏ। ଜାତୀୟ ଦଳ ହେଉ…

ଧୋନୀ ପାଲଟିଲେ ରକଷ୍ଟାର

ଚେନ୍ନାଇ: ମାର୍ଚ୍ଚ ୩୧ରୁ ଇଣ୍ଡିଆନ ପ୍ରିମିୟର ଲିଗର ଅଗାମୀ ସଂସ୍କରଣ ଆରମ୍ଭ ହେବ । ମହେନ୍ଦ୍ର ସିଂ ଧୋନୀଙ୍କ ସମେତ ଚେନ୍ନାଇ ସୁପର କିଙ୍ଗସର ଖେଳାଳିମାନେ ଜୋରଦାର ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ଗତ ସଂସ୍କରଣର ଚାମ୍ପିୟନ ଗୁଜରାଟ ଟାଇଟାନ୍ସ ଓ ଚେନ୍ନାଇ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ ।…

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ଓହରିଲେ ଶ୍ରେୟାସ, ଆଇପିଏଲ ଖେଳିବା ନେଇ ସନ୍ଦେହ

ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁ ଭାରତର ଶ୍ରେୟାସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ଓହରି ଯାଇଛନ୍ତିି । ୪ର୍ଥ ଟେଷ୍ଟ ପରେ ସେ ପିଠି ସମସ୍ୟା ନେଇ ବୋର୍ଡକୁ ଅବଗତ କରିଥିଲେ । ମାର୍ଚ୍ଚ ୧୭ରୁ ଦିନିକିଆ ସିରିଜ ଆରମ୍ଭ ହେବ । ଶ୍ରେୟାସଙ୍କ ଆଇପିଏଲ ଖେଳିବା ନେଇ ମଧ୍ୟ ସନ୍ଦେହ…