ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ଓହରିଲେ ଶ୍ରେୟାସ, ଆଇପିଏଲ ଖେଳିବା ନେଇ ସନ୍ଦେହ
ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁ ଭାରତର ଶ୍ରେୟାସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ଓହରି ଯାଇଛନ୍ତିି । ୪ର୍ଥ ଟେଷ୍ଟ ପରେ ସେ ପିଠି ସମସ୍ୟା ନେଇ ବୋର୍ଡକୁ ଅବଗତ କରିଥିଲେ । ମାର୍ଚ୍ଚ ୧୭ରୁ ଦିନିକିଆ ସିରିଜ ଆରମ୍ଭ ହେବ । ଶ୍ରେୟାସଙ୍କ ଆଇପିଏଲ ଖେଳିବା ନେଇ ମଧ୍ୟ ସନ୍ଦେହ…