କେନ୍ଦୁଝର ଅଟେଇ ସଂରକ୍ଷିତ ଜଙ୍ଗଲରେ ବୁଲୁଛି ବିରଳ ପ୍ରଜାତିର ଚଉଶିଙ୍ଗା, ଗୟଳ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘ ପରେ ବିରଳ ପ୍ରଜାତିର ଗୟଳ ଏବଂ ଚଉଶିଙ୍ଗା ଦେଖିବାକୁ ମିିଳିଛି।
ଶୁକ୍ରବାର ଜଙ୍ଗଲରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିବା ଫୁଟେଜକୁ ଯାଞ୍ଚ କରାଯାଇଥିଲା। ଯେଉଁଥିରୁ ଜଣାପଡ଼ିଥିଲା ଯେ ଏହି ଜଙ୍ଗଲରେ ଗୟଳ…