ଫ୍ରାନ୍ସ ଦମ୍ପତିଙ୍କ ହିନ୍ଦୁ ବିବାହ
ନୂଆଦିଲ୍ଲୀ: ହିନ୍ଦୁ ରୀତିନୀତିରେ ପ୍ରଭାବିତ ହୋଇ ବିବାହ କଲେ ଫ୍ରାନ୍ସ ଦମ୍ପତି । ଯୋଦ୍ଧପୁରଠାରେ ସେମାନେ ପୁର୍ନବିବାହ କରିଛନ୍ତି । ଏହି ବିବାହକୁ ନେଇ ଏବେ ବେଶ୍ ଚର୍ଚ୍ଚା । ଦମ୍ପତି ହୁହେଁ ଅଲଗା ଦେଶର ହୋଇଥିଲେ ବି ହିନ୍ଦୁ ଧର୍ମୀୟଙ୍କ ବିବାହ ଶୈଳୀରେ ପୁଣି ଥରେ ପରସ୍ପରଙ୍କୁ ବିବାହ…