Latest Odisha News

BREAKING NEWS

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ବିଧାନସଭାରେ ମୁଖ୍ୟ ପ୍ରସଙ୍ଗ କରିବ ବିଜେପି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ସଜବାଜ ହୋଇଛନ୍ତି ବିରୋଧୀ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ହତ୍ୟା, ଅପହରଣ, ଦୁଷ୍କର୍ମ, ନାରୀ ନିର୍ଯ୍ୟାତନା, ମାଗଣା ଚାଉଳ,…

ଘରେ ଘରେ ପହଞ୍ଚିବ ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା

କଟକ: ରାଜ୍ୟବାସୀଙ୍କୁ ଭ୍ରଷ୍ଟାଚାରୀ ଓ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରର ଆଉ ଆବଶ୍ୟକତା ନାହିଁ । ମହିଳା, ଯୁବ, କୃଷକ, ଅନୁସୁଚିତ ଜାତି ଓ ଜନଜାତି, ପଛୁଆ, ସଂଖ୍ୟାଲଘୁ ବର୍ଗ ଲୋକଙ୍କୁ ବାରମ୍ବାର ପ୍ରତାରିତ କରି ଆସୁଛି ଶାସକ ବିଜେଡି । ରାଜ୍ୟ ସରକାରଙ୍କ ମିଛ ବର୍ତ୍ତମାନ ପଦାରେ ପଡ଼ିଲାଣି ।…

୩୦୦୦ ରନ କ୍ଲବରେ ହରମନପ୍ରୀତ କୌର

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ ଅବସରରେ ଭାରତର ହରମନପ୍ରୀତ କୌର ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଓଭରାଲ ୪ର୍ଥ ଖେଳାଳି ଭାବେ ୩୦୦୦ ରନ ଓ ପ୍ରଥମ ଖେଳାଳି ଭାବେ ୧୫୦ ମ୍ୟାଚ ଖେଳିଛନ୍ତି । ସୁଜି ବେଟ୍ସ, ମେଗ ଲାନିଂ ଓ ଷ୍ଟିଫାନେ ଟେଲର ପୂର୍ବରୁ ୩୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି…

ପୃଥ୍ୱୀ ଶଙ୍କ ଉପରେ ଆକ୍ରମଣ ଘଟଣା: ସପନା ସମେତ ୩ଜଣଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଭାରତୀୟ କ୍ରିକେଟର ପୃଥ୍ୱୀ ଶଙ୍କ ଉପରେ ଆକ୍ରମଣ କରାଯାଇଥିବା ଘଟଣାରେ ଆଜି ସ୍ଥାନୀୟ କୋର୍ଟ ମୁଖ୍ୟ ଅଭିଯୁକ୍ତ ସପନା ଗିଲ ଓ ଅନ୍ୟ ୩ଜଣଙ୍କୁ ଜାମିନ ପ୍ରଦାନ କରିଛି । ସୂଚନାଯୋଗ୍ୟ, ବୁଧବାର ଏକ ହୋଟେଲ ସମ୍ମୁଖରେ ପୃଥ୍ୱୀ ଏବଂ ସପନାଙ୍କ ମଧ୍ୟରେ ସେଲଫି ନେବା ନେଇ ଯୁକ୍ତିତର୍କ…

ଜେଲରେ ଗୋପାଳକୁ ୨୪ ଘଣ୍ଟିଆ ସୁରକ୍ଷା ଦେବାକୁ ହାଇକୋର୍ଟରେ ଆବେଦନ

କଟକ: ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ ସୁରକ୍ଷା ଦେବାକୁ ଆବେଦନ । ଗୋପାଳ ଦାସକୁ ଚୌଦ୍ୱାର ଜେଲରେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବା ଲାଗି ହାଇକୋର୍ଟ ଆବେଦନ ହୋଇଛି । ଆବେଦନରେ ଓକିଲ ବଲାଙ୍ଗିର ଜେଲରେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ…

କାଲିଠୁ ବିଧାନସଭା ବଜେଟ୍ ଅଧିବେଶନ, ୨ ବର୍ଷ ପରେ ସାମ୍ବାଦିକଙ୍କ ପାଇଁ ଖୋଲିବ ପ୍ରେସ୍ ଗ୍ୟାଲେରି

ଭୁବନେଶ୍ୱର: ମଙ୍ଗଳବାର ଠାରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ବଜେଟ୍ ଅଧିବେଶନରେ ସାମ୍ବାଦିକଙ୍କ ଲାଗି ପ୍ରେସ୍ ଗ୍ୟାଲେରି ଓ ସାଧାରଣ ଲୋକଙ୍କ ପାଇଁ ଭିଉର୍ସ ଗ୍ୟାଲେରି ପୁଣି ଥରେ ଖୋଲିବ ବୋଲି ଜଣାପଡ଼ିଛି । ଆଜି ସର୍ବଦଳୀୟ ବୈଠକ ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏନେଇ…

ବନ୍ଧାହେଲେ ଭଣ୍ଡ ବାବା, ସନ୍ତାନ ପ୍ରାପ୍ତି ପାଇଁ ନିଃସନ୍ତାନ ଦମ୍ପତିଙ୍କ ଠାରୁ ଲୁଟିଥିଲେ ୪ ଲକ୍ଷ

କଟକ: ଆପଣଙ୍କର ପିଲା ଛୁଆ ହେଉନି କି ? କଣ ଆପଣ ସନ୍ତାନ ସୁଖରୁ ବଞ୍ଚିତ ? ତେବେ ସାବଧାନ ! ଏଭଳି ଭଣ୍ଡ ବାବାଙ୍କ ଠାରୁ ଦୂରେଇ ରୁହନ୍ତୁ । ନଚେତ୍ ଅର୍ଥ ହାନି ସହ ମାନସିକ କଷ୍ଟ ଆହୁରି ବଢ଼ିଯିବ । କଟକର ଝାଞ୍ଜିରିମଙ୍ଗଳା ଅଞ୍ଚଳରୁ ବାଦାମବାଡ଼ି ପୋଲିସ ଜଣେ ଠକ ବାବାଙ୍କୁ ଗିରଫ କରିଛି । ଗିରଫ…

ଘରେ ପଶି ଏସିଡ୍ ମାଡ଼ କଲେ ଦୁର୍ବୃତ୍ତ, ୨ ଶିଶୁଙ୍କ ସହ ୪ ଗୁରୁତର

ବାଲେଶ୍ୱର: ଗୋଟିଏ ପରିବାରର ୪ ଜଣଙ୍କ ଉପରକୁ ଏସିଡ୍ ଆକ୍ରମଣ ହୋଇଛି । ଏସିଡ୍ ଆକ୍ରମଣରେ ୨ ଜଣ ଶିଶୁଙ୍କ ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୀମପୁର ଗାଁରେ । ତେବେ ଏସିଡ୍ ମାଡ଼ର କାରଣ ଏଯାବତ୍ ଜଣାପଡ଼ି ନାହିଁ । ସୋମବାର ମଧ୍ୟାହ୍ନରେ…

ସମସ୍ତଙ୍କୁ ଚକିତ କରି ୟୁକ୍ରେନରେ ପଂହଚିଲେ ଜୋ ବାଇଡେନ

କୀଭ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ କମିବାର ନାମ ଧରୁନି । ଏହା ଏବେ ବର୍ଷେ ପୂରିବାକୁ ଯାଉଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଠିକ ଏହା ପୂର୍ବରୁ ୟୁକ୍ରେନ ଗସ୍ତରେ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିଥିଲା । ଯୁଦ୍ଧ ପରେ…

ଦୋଳ ଆସିବା ଆଗରୁ ମନ୍ଦିର ମୂର୍ତ୍ତିଶୂନ୍ୟ

ଯାଜପୁର: ଦୋଳ ଆସିବା ଆଗରୁ ମନ୍ଦିର ହୋଇଗଲା ମୂର୍ତ୍ତିଶୂନ୍ୟ । ମନ୍ଦିରରୁ ଉଭେଇଗଲେ ଆଣ୍ଠୁଆ ଗୋପାଳ, ନୃସିଂହ ମୂର୍ତ୍ତି ଓ ରାମ ଲକ୍ଷ୍ଣଣ ସୀତାଙ୍କର ମୂର୍ତ୍ତୀ ସମୁହ । ସାରା ଗାଁରେ ହା ହା କାର । ଏମିତି ଘଟଣା ଘଟିଛି ଯାଜପୁର ଜିଲ୍ଲା ଅନ୍ତର୍ଗତ ହୀରାପୁର ଗାଁରେ । ହୀରାବାଗ ରଘୁନାଥଜୀଉ ମଠରୁ…