Latest Odisha News

BREAKING NEWS

ଯେତେ ଲିଭାଇଲେ ବି ଆପେ ଆପେ ଜଳୁଛି ନିଆଁ

ନୂଆପଡା: ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଆଶ୍ଚର୍ଯ୍ୟ କର ଘଟଣା ଘଟିଥାଏ। ହେଲେ ଏ ସବୁ ଯେ କେତେ ସତ କେତେ ମିଛ ତାହା କହିବା କଷ୍ଟକର। ଏବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ନିଆଁ ଜଳୁଛି। ଲୋକେ ବି ଦେଖୁଛନ୍ତି। ଲିଭାଇବାକୁ ଯେତେ ଚେଷ୍ଟା କଲେବି ଲିଭୁନି ନିଆଁ। ଏମିତି ଘଟଣା…

ଜାତୀୟ ନାଟ୍ୟ ଉତ୍ସବ ‘ପୂର୍ବ ରଙ୍ଗ’ ଆୟୋଜିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ,ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଏବଂ କୋଲକାତାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଜାତୀୟ ନାଟ୍ୟ ଉତ୍ସବ-୨୦୧୩ ଅନୁଷ୍ଠିତ ହେଉଛି । ଏହି ନାଟ୍ୟ ଉତ୍ସବରେ ଦ୍ଵିତୀୟ ଦିନରେ…

କବିତା : ଛାଇ

ଜୟନ୍ତୀ ଓଝା  ଜହ୍ନର ଛାଇରେ ପତର ଦିଶୁଛି ମନର ଛାଇରେ ତୁମେ ଶୀତର ଚାଦର ଦେହକୁ ଖୋଜୁଛି ତୁମକୁ ଖୋଜେ ମୁଁ ମନେ । ଶୀତର ତାପରେ ଦେହତ ଫାଟୁଛି ମନ କେବେ ଫାଟୁ ନାହିଁ ଶୀତର ତାପରେ ଯୋଡି ହୋଇଯାଏ, ଦୁଇ ହୃଦ ଦୁଇ ଛାଇ! ନିଇତି ସଞ୍ଜରେ ନିଆଁ ମୁଁ ଜାଳୁଛି ମୋ ଦେହ ଜଳୁଛି…

ଆଇ ଡ୍ରପ୍ ପକାଇଲେ ଚାଲି ଯାଉଛି ଦୃଷ୍ଟି ଶକ୍ତି ! ଭାରତରେ ବନ୍ଦ ହେଲା ଉତ୍ପାଦନ

ନୂଆଦିଲ୍ଲୀ: ଆଖିରେ ଆଇ ଡ୍ରପ୍ ପକାଇଲେ ଚାଲି ଯାଉଛି ଦୃଷ୍ଟି ଶକ୍ତି, ପ୍ରାଣ ହରାଉଛନ୍ତି ଲୋକେ । ଗ୍ଲୋବାଲ୍ ଫାର୍ମା ହେଲଥକେୟାରର ଆର୍ଟିଫିସିଆଲ୍ ଟିଅର୍ସ ଡ୍ରପକୁ ନେଇ ଆମେରିକାର ଅଭିଯୋଗ ପରେ କମ୍ପାନୀ ପ୍ରଥମେ ସମସ୍ତ ଡ୍ରପକୁ ଫେରାଇ ନେଇଥିଲା । ଏବେ ଭାରତରେ ଉତ୍ପାଦନକୁ ବନ୍ଦ କରି ଦେଇଥିବା…

ବିଶ୍ୱରେ ଲୋକପ୍ରିୟ ନେତା ମୋଦି, ପଛରେ ପଡ଼ିଲେ ବାଇଡେନ୍ ଓ ସୁନକ

ନୂଆଦିଲ୍ଲୀ: ବିଶ୍ୱରେ ସବୁଠୁ ଲୋକପ୍ରିୟ ନେତା କିଏ ? ଦୁନିଆର ଲୋକପ୍ରିୟ ନେତାଙ୍କ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀର୍ଷ ସ୍ଥାନରେ ଅଛନ୍ତି । ଆମେରିକା, ୟୁକେ ଭଳି ରାଷ୍ଟ୍ରର ମୁଖ୍ୟ ଲୋକପ୍ରିୟତା କ୍ଷେତ୍ରରେ ମୋଦିଙ୍କ ପଛରେ ରହିଛନ୍ତି । ବିଜନେସ…

ରଣଜୀ ଟ୍ରଫି: ବେଙ୍ଗଲ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ସେମିରେ

ନୂଆଦିଲ୍ଲୀ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ବେଙ୍ଗଲ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ସେମିଫାଇନାଲରେ ପ୍ରବେଶ କରି ସାରିଛନ୍ତି । ପଞ୍ଜାବ ଓ ସୌରାଷ୍ଟ୍ର ମଧ୍ୟରୁ ଅନ୍ତିମ ଟିମ ସେମିକୁ ଉନ୍ନୀତ ହେବା ପରେ ଏହାର ଲାଇନ ଅପ ଚୂଡାନ୍ତ ହେବ । ପଶ୍ଚିମବଙ୍ଗ ୯ ୱିକେଟରେ ଝାଡଖଣ୍ଡକୁ ପରାସ୍ତ କରିଥିବା…

ବାଇକ୍ ଡିକି ଭାଙ୍ଗି ସଞ୍ଜ ବେଳେ ଲୁଟିନେଲେ ୩୯ ଗ୍ରାମ୍ ସୁନା ଓ ୪୦ ହଜାର ଟଙ୍କା

ଭଦ୍ରକ: ଭଦ୍ରକରେ ଲୁଟେରା ମାତିଛନ୍ତି । ସଞ୍ଜ ନଇଁବା କ୍ଷଣି ଆରମ୍ଭ ହୋଇ ଯାଉଛି ଟାର୍ଗେଟ୍ ଖୋଜା । ସୁଯୋଗ ଦେଖି କ୍ଷଣିକରେ ଲୁଟି ନେଉଛନ୍ତି ସର୍ବସ୍ୱ । ଆଜି ଟାଉନ ଥାନା ଅଧିନ ଚରମ୍ପା ଏସବିଆଇ ଏଟିଏମ୍ ସମ୍ମୁଖରୁ ଲୁଟ୍ ହୋଇଛି । ଦୁର୍ବୃତ୍ତ ବାଇକ୍ ଡିକି ଭାଙ୍ଗି ୩୮ ଗ୍ରାମର ସୁନା ଅଳଙ୍କାର…

ଥାଲାପତି ବିଜୟଙ୍କ ନୂତନ ଫିଲ୍ମର ନାମ ଲିଓ, ଅକ୍ଟୋବର ୧୯ରେ ହେବ ରିଲିଜ

ମାଡ୍ରାସ: ଥାଲାପତି ବିଜୟଙ୍କ ବହୁ ଚର୍ଚ୍ଚିତ ଥାଲାପତି ୬୭ର ଟାଇଟଲ ଶୁଣିବା ପାଇଁ ଦର୍ଶକମାନେ ବେଶ କିଛି ଦିନ ହେବ ଉତ୍କଣ୍ଠା ସହକାରେ ଅପେକ୍ଷା କରିଥିଲେ । ଆଜି ମେକର୍ସଙ୍କ ପକ୍ଷରୁ ଏହାର ଟାଇଟଲ ଏବଂ ରିଲିଜ ତାରିଖ ଘୋଷଣା କରାଯାଇଛି । ଫିଲ୍ମର ନାମ ଲିଓ ରଖାଯାଇଥିବା ବେଳେ ଏହା ୧୯ ଅକ୍ଟୋବର…

ଘାଣ୍ଟୁଛି କ୍ରାଇମବ୍ରାଞ୍ଚ, ଗାନ୍ଧୀ ଛକ ଫାଣ୍ଡିରେ ଥିବା ପୁରୁଣା କାରରୁ ମିଳିଲା ଡାଏରୀ

ଝାରସୁଗୁଡ଼ା: ଗୋପାଳକୁ ନେଇ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଗୋପାଳକୁ ରିମାଣ୍ଡରେ ନେଇ ଖୋଳାତାଡ଼ ଜାରି ରଖିଛି । ଆଜି ଗୋପାଳ ଦାସର ଘରେ ଯାଞ୍ଚ ପରେ କ୍ରାଇମବ୍ରାଞ୍ଚ ଗାନ୍ଧୀ ଛକ ଫାଣ୍ଡିରେ ପହଞ୍ଚିଥିଲା । ଫାଣ୍ଡିରେ ଯାଞ୍ଚ…

ଯୁଦ୍ଧ ବନ୍ଦ କରିବା ପାଇଁ ବାଇଡେନ ଦେଇଥିଲେ ୟୁକ୍ରେନ ଭାଗ କରିବା ପ୍ରସ୍ତାବ !

ୱାଶିଂଟନ: ୨୪ ଫେବୃୟାରୀକୁ ରୁଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିବ । ଏବେ ବି ଏହି ଯୁଦ୍ଧ ବନ୍ଦ ହେବାର ନାମ ଧରୁନି । ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନେଇ ଏକ ରିପୋର୍ଟ ଆଲୋଚନାର କାରଣ ସାଜିଛି । ବାଇଡେନ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆକୁ ୟୁକ୍ରେନର ୨୦ ପ୍ରତିଶତ ଅଂଶ…