Latest Odisha News

BREAKING NEWS

ଅମରିନ୍ଦର ସିଂଙ୍କ ପତ୍ନୀଙ୍କୁ ସସପେଣ୍ଡ କଲା କଂଗ୍ରେସ

ନୂଆଦିଲ୍ଲୀ: କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ପତ୍ନୀ ପ୍ରିନୀତ କୌରଙ୍କୁ ଦଳ ବିରୋଧୀ କାର୍ଯ୍ୟ ନେଇ କଂଗ୍ରେସ ସସପେଣ୍ଡ କରିଛି । କଂଗ୍ରେସରେ ଥିବା ସତ୍ୱେ ସେ ବିଜେପି ପାଇଁ ପରୋକ୍ଷରେ କାମ କରୁଥିଲେ ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ପୂର୍ବରୁ ପିସିସି ମୂଖ୍ୟ ଅମରିନ୍ଦର ସିଂ ରାଜା ୱାରିଂ ଏହି…

ରେଳ ବଜେଟରେ ଓଡ଼ିଶା ଦାବି ଠାରୁ ୧୯% ଅଧିକ ଅନୁଦାନ ଦିଆଯାଇଛି: ଅଶ୍ୱିନୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ରେଳ ବଜେଟରୁ ଅନୁଦାନ ଘୋଷଣା ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି ଟଙ୍କା ଅନୁଦାନ ମିଳିଛି । ଶୁକ୍ରବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ଏ ସୂଚନା ଦେଇଛନ୍ତି । ଅଶ୍ୱିନୀ ବୈଷ୍ଣବ…

କ୍ରିକେଟର ଦୀପକ ଚହରଙ୍କ ପତ୍ନୀଙ୍କୁ ହତ୍ୟା ଧମକ

ମୁମ୍ବାଇ: କ୍ରିକେଟର ଦୀପକ ଚହରଙ୍କ ପତ୍ନୀ ଜୟା ଭରଦ୍ୱାଜଙ୍କୁ ହତ୍ୟା ଧମକ ମିଳିଛି । ଏହି ଧମକ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନର ପୂର୍ବ ପଦାଧିକାରୀ ଓ ତାଙ୍କ ପୁଅ ଦେଇଛନ୍ତି । ଜୟାଙ୍କଠାରୁ ଆସୋସିଏଶନର ଅଧିକାରୀ ଓ ତାଙ୍କ ପୁଅ ୧୦ ଲକ୍ଷ ଟଙ୍କା ବ୍ୟବସାୟ ବାବଦକୁ ନେଇଥିଲେ । ଜୟା ଏହି ଅର୍ଥ…

ହାଇକୋର୍ଟଙ୍କ ଛାଟ ପରେ ଯୁବ ବିଧାୟକ ବିଜୟଙ୍କ ବିରୋଧରେ ମାମଲା ରୁଜୁ

ଜଗତସିଂହପୁର: ଯୁବ ବିଜେଡି ବିଧାୟକଙ୍କ ବିରୋଧରେ ରୁଜୁ ହେଲା ମାମଲା । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ବିଜୟଙ୍କ ପ୍ରେମିକା ସୋମାଲିକା ଦାଶଙ୍କ ସାନି ଏତଲା କ୍ରମେ ପୋଲିସ ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ । ପୂର୍ବରୁ ସୋମାଲିକା…

ପ୍ରଭାସ, ଦୀପିକାଙ୍କ ପ୍ରୋଜେକ୍ଟ କେ ଦୁଇ ଭାଗରେ ହେବ ରିଲିଜ

ମୁମ୍ବାଇ: ବାହୁବଳୀ ଫେମ୍ ପ୍ରଭାସ ଓ ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର ନାମ ଘୋଷଣା କରାଯାଇ ନାହିଁ । ପ୍ରୋଜେକ୍ଟ କେକୁ ୨ଟି ଭାଗରେ ରିଲିଜ କରିବା ପାଇଁ ନିର୍ମାତା ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ଅମିତାଭ ବଚ୍ଚନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ…

ବିକ୍ରମଦେବ କଲେଜରେ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

କୋରାପୁଟ: ଆଜି ଜୟପୁର ବିକ୍ରମଦେବ ସ୍ୱୟଂଶାସିତ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ମୁଖ୍ୟମନ୍ତ୍ରୀ ବିକ୍ରମଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ନେଇ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନରେ ଛାତ୍ରଛାତ୍ରୀମାନଙ୍କୁ…

ଫାଙ୍କା ଗୁଳି ଫୁଟାଇ ଦିନ ଦ୍ୱିପହରରେ ବ୍ୟାଙ୍କରୁ ଲୁଟିନେଲେ କୋଟିଏ ଟଙ୍କାର ସୁନା

କାମାକ୍ଷାନଗର(ହରେକୃଷ୍ଣ ରାଉତ):  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗ୍ରାମ୍ୟବ୍ୟାଙ୍କରୁ ବଡ ଧରଣର ଲୁଟ୍ ।  ମହାବିରୋଡ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ୧ କୋଟିର ସୁନା ଏବଂ ୫ ଲକ୍ଷ ନଗଦ ଟଙ୍କାଲୁଟି ନେଇଛନ୍ତି ଦୁୃର୍ବୃତ୍ତ । ଦିନ ଦ୍ୱିପହରରେ ଫାଙ୍କା ଗୁଳି ଫୁଟାଇ ବ୍ୟାଙ୍କ ଲୁଟି ନେଇ…

ବିଶ୍ୱାସ ନଥିବା କହି PSO ଫେରାଇଲେ ଜୟ ନାରାୟଣ, ବିଜେଡି କଲା ତାତ୍ସଲ୍ୟ

ଭୁବନେଶ୍ୱର: ASIଙ୍କ ଗୁଳିମାଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ସରକାର ଯୋଗାଇଥିବା ପିଏସଓ (ବ୍ୟକ୍ତିଗତ ସୁରକ୍ଷା କର୍ମୀ)ଙ୍କୁ ନେଇ ବିରୋଧୀ ଦଳ ନେତା ପ୍ରଶ୍ନ ଉଠାଇଛନ୍ତି । ଖାଲି ପ୍ରଶ୍ନ ଉଠାଇ ନାହାନ୍ତି, ଆବଶ୍ୟକତା ନଥିବା କହି ସରକାର ଯୋଗାଇ ଦେଇଥିବା ପିଏସଓଙ୍କୁ ଫେରାଇ…

ଟିପିଏସ୍ଓଡିଏଲ୍ ପକ୍ଷରୁ ଏକକାଳୀନ ସମାଧାନ ଯୋଜନା (ଓଟିଏସ୍) ଆରମ୍ଭ

ଭୁବନେଶ୍ୱର/ ବ୍ରହ୍ମପୁର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ  ଗାଇଡ୍‌ଲାଇନ୍ ଅନୁସାରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଏହାର ଗ୍ରାହକମାନଙ୍କ ପାଇଁ ଓଟିଏସ୍ (ଏକକାଳୀନ ସମାଧାନ ଯୋଜନା)  ଆରମ୍ଭ କରାଯାଇଛି । ଏହି ଯୋଜନାରେ ଦକ୍ଷିଣ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ଡିଜିପି କହିଲେ ‘ଟିକେ ସମୟ ଲାଗିବ’

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ୬ ଦିନ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି । ଡିଜିପି ସୁନୀଲ ବଂଶଲ କହିଛନ୍ତି, ଘଟଣା ପରେ ତତକ୍ଷଣାତ୍ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସେଠି କ୍ୟାମ୍ପ କରି ତଦନ୍ତ…