Latest Odisha News

BREAKING NEWS

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ: ରିଲେରେ ଓଡିଶାକୁ ସ୍ୱର୍ଣ୍ଣ

ଭୋପାଳ: ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଏ ପର୍ଯ୍ୟନ୍ତ ଓଡିଶା ଆଥଲେଟଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଶନିବାର ୧୭ ବର୍ଷରୁ କମ ବାଳକ ୪ ଗୁଣନ ୧୦୦ ରିଲେରେ ଓଡିଶା ସ୍ୱର୍ଣ୍ଣ ପଦକ ହାସଲ କରିଛି । ଜୟରାମ, ରାଜେନ୍ଦ୍ର, ନୀତିଶ ଓ ଏମ.ରେୟାଙ୍କ ଟିମ ପ୍ରଥମ ସ୍ଥାନ ହାସଲ କରିଥିଲେ । ଏମାନେ ସମସ୍ତେ…

ଗାଭାସ୍କର-ବର୍ଡର ସିରିଜ : ଅଭ୍ୟାସ ପାଇଁ ସାମିଲ ହେଲେ ୪ ନେଟ ବୋଲର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ୪ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ କ୍ରିକେଟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ନେଟ୍ସରେ ବ୍ୟାଟିଂ ଅଭ୍ୟାସକୁ ଆହୁରି ଶାଣୀତ କରିବା ପାଇଁ ଅତିରିକ୍ତ ୪ଜଣ ନେଟ ବୋଲରଙ୍କୁ ସାମିଲ କରାଯାଇଛି । ଏହି ବୋଲରମାନେ ହେଲେ ୱାଶିଂଟନ ସୁନ୍ଦର, ସୌରଭ…

ରଣଜୀ ଟ୍ରଫି: ସେମିଫାଇନାଲ ଲାଇନ ଅପ ଚୂଡାନ୍ତ

ମୁମ୍ବାଇ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ସୌରାଷ୍ଟ୍ର ୭୧ ରନରେ ପଞ୍ଜାବକୁ ପରାସ୍ତ କରିଛି । ଏଥିସହ ରଣଜୀ ଟ୍ରଫିର ସେମିଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି । ସୌରାଷ୍ଟ୍ର, କର୍ଣ୍ଣାଟକ, ବେଙ୍ଗଲ ଓ ଆନ୍ଧ୍ରପ୍ରଦେଶ ସେମିରେ ପ୍ରବେଶ କରିଛନ୍ତି । ଇନ୍ଦୋରରେ ହେବାକୁ ଥିବା ପ୍ରଥମ ସେମିଫାଇନାଲ…

କାୟା ବିସ୍ତାରୁଛି ଧଳାଜହର

ପୁରୀ : କାୟା ବିସ୍ତାରୁଛି ଧଳାଜହର ବ୍ୟବସାୟ । ବ୍ରାଉନସୁଗାର କବଜାରେ ଶ୍ରୀକ୍ଷେତ୍ର ।ପୋଲିସ ହାତରେ ଧରାପଡୁଛି ଗୋଟିଏ ପରେ ଗୋଟିଏ ଗ୍ୟାଙ୍ଗ । ହେଲେ ଅପରାଧର ମୂଳଚେର ପାଖରେ ପହଞ୍ଚିପାରୁନି ପୋଲିସ । ପୁରୀରୁ ଜବତ ହେଲା ୨୫ ଲକ୍ଷ ଟଙ୍କାର ଧଳା ଜହର। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି…

କୋରାପୁଟ ଗସ୍ତରେ ୫ଟି ସଚିବ ଭି.କେ ପଣ୍ଡିଆନ୍

କୋରାପୁଟ: କୋରାପୁଟ ଜିଲା ଗସ୍ତରେ ୫ଟି ସଚିବ ଭି.କେ ପଣ୍ଡିଆନ୍। ଗତ କାଲି ବୈପାରିଗୁଡା ବ୍ଲକର ପ୍ରସିଦ୍ଧ ଶୈବ ପୀଠ ପରିଦର୍ଶନ କରିବା ପରେ ଆଜି ବୋରିଗୁମ୍ମା ବ୍ଲକ ଗସ୍ତ କରଛନ୍ତି। ଦକ୍ଷିଣ ଓଡ଼ିଶାର ସବୁଠାରୁ ପୁରାତନ  ନାରାୟଣପାଟଣା ଜଗନ୍ନାଥ ମନ୍ଦିର ଆସି ସେଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ…

କ୍ଲାର୍କ, ଦ୍ରାବିଡଙ୍କ ରନକୁ ଅତିକ୍ରମ କରିବା ପାଇଁ ପୂଜାରାଙ୍କ ନିକଟରେ ସୁଯୋଗ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ଟିମ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ ପାଇଁ ବର୍ଡର-ଗାଭାସ୍କର ସିିରିଜ ହାତେଇବା ଭାରତ ପାଇଁ ଜରୁରୀ ହୋଇ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ବିରାଟ କୋହଲି ଓ ଚେତେଶ୍ୱର ପୂଜାରାଙ୍କ…

ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ପରିବର୍ତନ

ନୂଆଦିଲ୍ଲୀ: ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ସେନା ପକ୍ଷରୁ ବ୍ୟାପକ ପରିବର୍ତନ କରାଯାଇଛି । ନୂତନ ନିୟମ ଅନୁସାରେ ଇଚ୍ଛୁକ ପ୍ରାର୍ଥୀମାନେ ଅନଲାଇନରେ ଏକ ସାଧାରଣ ପ୍ରବେଶିକା ପରୀକ୍ଷା ଦେବେ । ଏହା ପରେ ନିଯୁକ୍ତି ରାଲୀରେ ଫିଜିକାଲ ଫିଟନେସ ଦେଖାଯିବ । ପୂର୍ବରୁ ପ୍ରଥମେ ଅଗ୍ନିବୀର…

ଜଙ୍ଗଲରେ ନିଆଁ । ହୁତୁହୁତୁ ହୋଇ ଜଳୁଛି ଶହ ଶହ ଏକର ଜଙ୍ଗଲ

ଢେଙ୍କାନାଳ: ଜଙ୍ଗଲରେ ନିଆଁ । ହୁତୁହୁତୁ ହୋଇ ଜଳୁଛି ଶହ ଶହ ଏକର ଜଙ୍ଗଲ। ଖରାଦିନ ନହେଉଣୁ ଜଙ୍ଗଲରେ ଏବେଠୁ ଲାଗିଲାଣି ନିଆଁ । ଗୋଟିଏ ସ୍ଥାନରେ ନିଆଁ ଲାଗି ତାହା ଧୀରେ ଧୀରେ ସମଗ୍ର ଜଙ୍ଗଲରେ ବ୍ୟାପିବାରେ ଲାଗିଲାଣି । ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ…

୨୧ ମାସ ବାସନ୍ଦ ହେଲେ ଜିମ୍ନାଷ୍ଟ ଦୀପା କର୍ମାକାର

ନୂଆଦିଲ୍ଲୀ: ଭାରତର ଷ୍ଟାର ଜିମ୍ନାଷ୍ଟ ଦୀପିକା କର୍ମାକାର ଡୋପ ଟେଷ୍ଟରେ ଦୋଷୀ ସାବ୍ୟସ୍ତ ହୋଇଛି । ଆନ୍ତର୍ଜାତୀୟ ଟେଷ୍ଟିଂ ଏଜେନ୍ସି ତାଙ୍କୁ ୨୧ ମାସ ପାଇଁ ସସପେଣ୍ଡ କରିଛି । ୧୦ ଜୁଲାଇ ୨୦୨୩ରୁ ଏହି ଦଣ୍ଡାଦେଶ ଲାଗୁ କରାଯିବ । ୱାଡା ଦ୍ୱାରା ପ୍ରତିବନ୍ଧିତ ଡ୍ରଗ୍ସ ହାଇଜେନାମାଇନ ତାଙ୍କ…

ମିଳିଛି ପଟ୍ଟା ହେଲେ ହଜିଯାଇଛି ଜମି

ସୁବର୍ଣ୍ଣପୁର : ବିସ୍ଥାପିତଙ୍କ ଜମି ଚିହ୍ନଟ ହେଉନଥିବା ଅଭିଯୋଗ । ୨୦୧୩ରେ ବିସ୍ତଥାପିତଙ୍କୁ ମିଳିଥିଲା ପଟ୍ଟା  । ହେଲେ ଆଜିଯାଏଁ ଚିହ୍ନଟ ହୋଇନି ଜମି  । ତେଣୁ ଆଜି କହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଗାଁ ଲୋକେ  । ସରକାର ଗରିବ, ବିସ୍ଥାପିତ ଓ ଭୂମିହୀନ…