Latest Odisha News

BREAKING NEWS

କବିତା : ବସନ୍ତ ରାସ

ଗଦାଧର ସାହୁ  ବସନ୍ତ ରାସ ଆସର ବାସ ଚହଟଇ, ମୃଦୁ ମନ୍ଦ ମଳୟରେ ଧରଣୀ ହସଇ । ପୁଲକ ଜାଗେ ପରାଣେ ମଳୟ ପରସେ, ତରୁ ଡାଳେ ନବ କଢି ପଲ୍ଲବେ ହରସେ । ପଞ୍ଚମ ତାନରେ ଗାନ କୋକିଳ କରଇ, ସୁମଧୁର କୁହୁ ସ୍ବରେ ଜନ ମନ ମୋହି । ଆମ୍ବ୍ର ବନରେ ବଉଳ ଭୁରୁ ଭୁରୁ ବାସେ, ସେ ବାସର…

୯୧ ବର୍ଷ ବୟସରେ ଚାନ୍ଦବାଲିର ପୂର୍ବତନ ବିଧାୟକ ଗଙ୍ଗାଧର ଦାସଙ୍କ ପରଲୋକ

ଭଦ୍ରକ: ଚାନ୍ଦବାଲିର ପୂର୍ବତନ ବିଧାୟକ ଗଙ୍ଗାଧର ଦାସଙ୍କ ପରଲୋକ ଘଟିଛି । ଆଜି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଗଙ୍ଗାଧର । ଆଜି ସକାଳୁ ଗଙ୍ଗାଧର ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ପ୍ରଥମେ ତିହିଡ଼ି ଗୋଷ୍ଠୀ…

କିଏ ହେବ ଭାରତୀୟ ହକି ଟିମର କୋଚ ?

ନୂଆଦିଲ୍ଲୀ: ବିଶ୍ୱକପ ହକିର ସମାପ୍ତ ପରେ ଭାରତ ପୁରୁଷ ସିନିୟର ଟିମର କୋଚ ପଦରୁ ଗ୍ରାହାମ ରିଡ ଇସ୍ତଫା ଦେଇଥିଲେ । ଓଡିଶାରେ ଅନୁଷ୍ଠିତ ବିଶ୍ୱକପରେ ଭାରତ ଟାଇଟଲ ହାସଲ କରିବ ବୋଲି ସମସ୍ତେ ଆଶା ବାନ୍ଧିଥିଲେ ମଧ୍ୟ ଭାରତ ୯ମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ଭାରତୀୟ ଦଳର ପ୍ରଦର୍ଶନ ନେଇ…

ଏମ୍‌ସ ଭୁବନେଶ୍ୱରର ମେଡିକାଲ ଅଧୀକ୍ଷକ ଭାବେ ଦାୟିତ୍ବ ନେଲେ ଡ. ଦିଲ୍ଲୀପ କୁମାର ପରିଡ଼ା

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱର ଭାରପ୍ରାପ୍ତ ମେଡିକାଲ ଅଧୀକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଚିକିତ୍ସକ ତଥା ରେଡିଏସନ୍‌ ଅଙ୍କୋଲୋଜି ବିଭାଗ ମୁଖ୍ୟ ଡ. ଦିଲ୍ଲୀପ କୁମାର ପରିଡ଼ା । ଏହି ଅବସରରେ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡ. ଆଶୁତୋଷ ବିଶ୍ବାସ,…

ପୁଅ ଗିରଫକୁ ନେଇ ଡିଜିପିଙ୍କୁ ଟାଣିଲେ ସାଲୁଜା

ଭୁବନେଶ୍ୱର: କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅକୁ ପୋଲିସ ଗିରଫ କରିଛି । ଅଭିଯୋଗ ଅନୁସାରେ, ସାଲୁଜାଙ୍କ ପୁଅ ସେଜି ଅନ୍ୟ ସାଙ୍ଗମାନଙ୍କ ସହ ମିଶି ସିନେମା ହଲରେ ଗଣ୍ଡଗୋଳ କରିଥିଲେ । ଯେଉଁଥିପାଇଁ ପୋଲିସ ସେଜିଙ୍କ ସହ ୬ ଜଣଙ୍କୁ ଗିରଫ କରିଛି । ପୁଅ ସହ ୬ ଜଣଙ୍କୁ…

ଏଠାରେ ଗୋରା ପିଲା ଜନ୍ମ ହେଲେ ସଙ୍ଗେ ସଙ୍ଗେ କରି ଦିଆଯାଏ ହତ୍ୟା

ନୂଆଦିଲ୍ଲୀ: ସଦ୍ୟଜାତ ଶିଶୁକୁ ଆମ ସଭ୍ୟତାରେ ଭଗବାନଙ୍କ ରୂପ ଭାବେ ବିବେଚନା କରାଯାଏ । ଶିଶୁର ରଙ୍ଗ, ରୂପ ନେଇ କେବେ ଭେଦ ଭାବ କରାଯାଏନି । ତଥାପି ଏ ଭଳି ଏକ ତଥ୍ୟ ଆମେ ଆପଣଙ୍କୁ ଦେଉଛି ଯାହାକି ଏକ ଚିନ୍ତାର ବିଷୟ । ଆଣ୍ଡାମାନ ନିକୋବର ଦ୍ୱୀପପୁଂଜରେ ରହୁଥିବା ଜାରୱା ଜାନଜାତିଙ୍କ…

ଖଣ୍ଡ ଖଣ୍ଡ କାଗଜ ଖୋଲିବ ଗୋପାଳ ଗୁଳିର ଗୁମର ?

ଝାରସୁଗୁଡ଼ା: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲା ଗୋପାଳ ? ଗୁଳି ପଛର କାରଣ ବ୍ୟକ୍ତିଗତ ଶତ୍ରୁତା ନା ଆଉ କିଛି ? ନବଙ୍କୁ ମାରିବା ଲାଗି ଗୋପାଳଙ୍କୁ କିଏ ଦେଇଥିଲା କି ସୁପାରି ? ନା ପ୍ରକୃତରେ ଗୋପାଳ ମାନସିକ ଭାରସାମ୍ୟ ହରାଇ ଏଭଳି କାଣ୍ଡ ଭିଆଇଛନ୍ତି । ଯଦି ହଁ ସେ…

ଅଷ୍ଟ୍ରେଲିଆ ମୁଦ୍ରାରୁ ହଟିବ ବ୍ରିଟେନ ରାଜପରିବାରର ଚିହ୍ନ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ଏଥର ସେମାନଙ୍କ ମୁଦ୍ରାରୁ ବ୍ରିଟେନ ରାଜପରିବାରର ସମସ୍ତ ଚିହ୍ନ ହଟେଇବା ପାଇଁ ନିଷ୍ପତି ନେଇଛି । ଗୁରୁବାର ଏ ନେଇ ଘୋଷଣା କରାଯାଇଛି । ରାଣୀ ଏଲିଜାବେଥ-୨ଙ୍କ ଫଟୋ ଅଷ୍ଟ୍ରେଲିଆରେ ୫ ଡଲାର ନୋଟରେ ରହିଥିଲା । ତାଙ୍କ ମୃତ୍ୟୁ ପରେ କିଙ୍ଗସ ଚାର୍ଲସଙ୍କ ଫଟୋ ରହିବା…

୨୪ ଫେବୃୟାରୀରେ ୟୁକ୍ରେନ ଉପରେ ରୁଷ ବଡ ଧରଣର ଆକ୍ରମଣ କରିପାରେ !

କୀଭ: ଫେବୃୟାରୀ ୨୪ରେ ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ବର୍ଷେ ପୂରିବାକୁ ଯାଉଛି । ସହଜରେ ୟୁକ୍ରେନକୁ ହାତେଇବା ଲକ୍ଷ୍ୟରେ ଥିବା ରୁଷିଆକୁ କିନ୍ତୁ ଏ ପର୍ଯ୍ୟନ୍ତ ନିରାଶ ହେବାକୁ ପଡିଛି । ଏହି ଅବସରରେ ୟୁକ୍ରେନର ରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭ ଗୁରୁବାର ଏକ ଚିନ୍ତାଜନକ କଥା ସୋସିଆଲ ମିଡିଆ…

‘ନମାଜ ପଢ଼, ଯାହା କରିବାର କର’ ମୁସଲମାନଙ୍କୁ ଏଭଳି ଶିକ୍ଷା ଦିଆ ଯାଉଥିବା କହିଲେ ରାମଦେବ

ଅମ୍ରିତସର: ବାଗେଶ୍ୱର ଧାମର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ନେଇ ବିବାଦ ଥମିନି । ଏହାରି ଭିତରେ ଯୋଗ ଗୁରୁ ବାବା ରାମଦେବ ମୁସଲମାନଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା, ଆଲୋଚନା ଜୋର ଧରିଛି । ରାଜସ୍ଥାନର ବାଡ଼ମୋରର ଏକ ସଭାରେ ବାବା ରାମଦେବ କହିଛନ୍ତି,…