Latest Odisha News

BREAKING NEWS

ମାଆକୁ ଡାହାଣୀ କହୁଥିଲେ, ଝିଅ ଭାରତକୁ କରାଇଲେ ବିଶ୍ୱ ଚାମ୍ପିୟନ

ମୋରାଦାବାଦ: ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଅର୍ଚ୍ଚନା ଦେବୀ । ଇଂଲଣ୍ଡର ଗ୍ରେସ ସ୍କ୍ରିଭେନ୍ସ ଓ ନିମାହ ହୋଲାଣ୍ଡଙ୍କ ୱିକେଟ ଅକ୍ତିଆର କରି ସେ ଭାରତ ପକ୍ଷକୁ ମ୍ୟାଚ…

ଇରାନ ଭିତରେ ପ୍ରବେଶ କରି ଡ୍ରୋନ ଫ୍ୟାକ୍ଟ୍ରି ଉଡାଇଲା ଇସ୍ରାଏଲର କିଲର ଡ୍ରୋନ

ତେହେରାନ: ଇସ୍ରାଏଲର ବାୟୁସେନା ଇରାନ ସୀମା ଭିତରେ ପ୍ରବେଶ କରି ଏକ ବଡ ଡ୍ରୋନ ଫ୍ୟାକ୍ଟ୍ରି ଉଡେଇ ଦେଇଛନ୍ତି । ଏଥିପାଇଁ ସେନା ପକ୍ଷରୁ ସ୍ୱତନ୍ତ୍ର ଭାବେ ନିର୍ମିତ କିଲର ଡ୍ରୋନକୁ ମିଶନରେ ପଠା ଯାଇଥିଲା । ଆମେରିକା ଗୋଇନ୍ଦା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସିଆଇଏ ମୂଖ୍ୟଙ୍କ ଗସ୍ତ…

ପିଚ ଉପରେ ରାଗିଗଲେ ହାର୍ଦ୍ଦିକ ପାଣ୍ଡ୍ୟା

ରାଂଚି: ଭାରତ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି । ତେବେ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପୀଚକୁ ନେଇ ଟିମ ଇଣ୍ଡିଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ପିଚ ଟି୨୦ ଖେଳିବା ପାଇଁ…

ଡିଭାଇଡରରେ ପିଟି ହୋଇ ଜଳିଗଲା ସେବାସଦନ ବସ୍

ଦଶପଲ୍ଲା: ବାଣୀଗୋଚ୍ଛା ନିକଟରେ ଅଘଟଣ । ଡିଭାଇଡରରେ ପିଟି ହେବା ପରେ ହୁତୁହୁତୁ ହୋଇ ଜଳିଗଲା ବସ୍‌   । ସୂଚନା ଅନୁଯାୟୀ ହରଭଙ୍ଗା ଅଭିମୁଖେ ଯିବା ସମୟରେ ଡିଭାଇଡରରେ ପିଟି ହୋଇଥିଲା ପରେ ବସ୍ ଟି ଜଳିଯାଇଥିଲା   । ଏନେଇ ସମସ୍ତ ରୋଗୀ ସମେତ ବସ୍ ଚାଳକ ସୁରକ୍ଷିତ ଉଦ୍ଧାର ହୋଇଥିବା…

କବିତା : ସାଦା ପୃଷ୍ଠା

ରାମକୃଷ୍ଣ ସାଦା କାଗଜ ଖଣ୍ଡେ ସତେବା ଉଡିଆସେ ଶୂନ୍ୟରୁ ପବନରେ ଜମାରୁ ଉତୁରେ ନାହିଁ ହୃଦୟ ଯେତେ ଚେଷ୍ଟା କଲେ ସେ କାଗଜରେ କେବଳ ତେଢା ବଙ୍କା ଗୋଟେ ଚିତ୍ର ଆବୁରୁ ଜାବୁରୁ କିଛି ଶବ୍ଦ ମନ ତ ସମୟ ପରି ପିଚ୍ଛିଳ ଗଳିଯାଏ ଶବ୍ଦର ଆଙ୍ଗୁଠି ଫାଙ୍କରେ କେତୋଟି ଅଙ୍କ ବିଶିଷ୍ଟ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଡାକ୍ତରଙ୍କ ତମାମ୍ ପ୍ରଚେଷ୍ଟା ସତ୍ତ୍ୱେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଛି । ନବ ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । କହିଛନ୍ତି, ନବଙ୍କୁ ବଞ୍ଚାଇବା ଲାଗି ଡାକ୍ତର ସମସ୍ତ ଚେଷ୍ଟା କରିଥିଲେ । ଦୁର୍ଭାଗ୍ୟବଶତଃ ସମ୍ଭବ…

ରାମ ଜନ୍ମଭୂମିରୁ ଶ୍ରୀ ଜଗ୍ନନାଥ ଧାମ, ତାହା ପୁଣି ଶୂନ ଗାଡିରେ

ସୁବର୍ଣ୍ଣପୁର(ପ୍ରକାଶ ଚନ୍ଦ୍ର ବେବର୍ତ୍ତା): କୁହାଯାଏ ଦୃଢ ଇଚ୍ଛା ଶକ୍ତି ଥିଲେ ସବୁ କାର୍ଯ୍ୟ ସମ୍ଭବ । ବ୍ୟକ୍ତି ଯଦି କିଛି କରିବା ପାଇଁ ଭାବେ ତାହା ନିଶ୍ଚିନ୍ତ ସଫଳ ହୁଏ । ଏମିତି ମନୋବଳ ନେଇ ଅଯୋଧ୍ୟାରୁ ପୁରୀ ଆସିଛନ୍ତି ଶ୍ରୀ ଜଗଦୀଶ ମହାରାଜ ।  ବୟସ ୮୦ ଟପିଲାଣି । ହାତ ଗୋଡ ଥରୁଛି ।…

ଭାଇରାଲ ଭିଡିଓ ଦେଖି ଗାଁ ମହିଳାଙ୍କୁ ସୋନୁ ସୂଦ ଦେଲେ ଚମତ୍କାର ଅଫର

ଅନେକ ସମୟରେ ସୋସିଆଲ ମିଡିଆରେ  ଭିଡିଓ ଭାଇରାଲ ହେଉଛି ।  ସେଥିରୁ କିଛି ଭିଡିଓ ସମସ୍ତଙ୍କୁ ବେଶ ପସନ୍ଦ ଆସିଥାଏ । ହେଲେ ଏମିତି କିଛି ଭିଡ଼ିଓ ମଣିଷର ଭାଗ୍ୟ ବଦଳାଇ ଦେଇଥାଏ, ଯେମିତି ରାନୁ ମଣ୍ଡଳଙ୍କର ବଦଳାଇ ଦେଇଥିଲା। ଏମିତି ଏକ ଭିଡ଼ିଓ ରାନୁ ମଣ୍ଡଳଙ୍କ ପରି ୟାଙ୍କର ମଧ୍ୟ ଭାଗ୍ୟ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳିମାଡ଼ କଲେ ASI ?

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳିମାଡ଼ ରାଜ୍ୟରେ ଆଇନ୍ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି । ବ୍ରଜରାଜନଗରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ ASI ଗୋପାଳ ଦାସ ଗୁଳିମାଡ଼ କରିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟରୁ ନବ ଦାସଙ୍କୁ…

ଗୁଳିମାଡ଼କୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା, ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳିମାଡ଼କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ନବ ଦାସଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଏସ୍ଆଇ ଜଣଙ୍କ କିଭଳି, କେଉଁ ପରିସ୍ଥିତିରେ ଗୁଳିମାଡ଼ କଲେ ତାର ତଦନ୍ତ…