Latest Odisha News

BREAKING NEWS

ସହରୀ ଭୋଜି

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଗିରିଆ, ଶିରିଆ ଏକା ଗାଁର ଦୁଇସାଙ୍ଗ ହେଲେବି ଶିରିଆ ସହରରେ ରହି ସରକାରୀ ଅଫିସର ହେବାଦିନରୁ ଶ୍ରୀଧର ବାବୁ ସମ୍ବୋଧିତ ହେଲେ । ମାତ୍ର ଗିରିଆ ଗାଁ ରେ ରହି ଚାଷ ବାସ କଲାରୁ ଗିରିଧାରୀ ଡାକ ଶୁଣିବା ସମ୍ଭବ ହେଲାନାହିଁ । ଶ୍ରୀଧର ବାବୁ ଯେବେ ଗାଁକୁ ଆସୁଥିଲେ…

ଆଥେୟାଙ୍କ ଲେହେଙ୍ଗାକୁ ନେଇ ଚର୍ଚ୍ଚା, ତିଆରି ହେବାକୁ ଲାଗିଥିଲା ୧୦,୦୦୦ ଘଣ୍ଟା

ମୁମ୍ବାଇ: ଗତ ସୋମବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି   ବଲିଉଡ ଅଭିନେତ୍ରୀ ଆଥିଆ ସେଟ୍ଟୀ ଓ କ୍ରିକେଟର୍‌ କେ.ଏଲ୍ ରାହୁଲ । ସୁନୀଲଙ୍କ ଖଣ୍ଡାଲାସ୍ଥିତ ଫାର୍ମହାଉସ୍‌ରେ କ୍ରିକେଟର୍‌ କେ.ଏଲ୍ ରାହୁଲଙ୍କ ସହ ଆଥିଆଙ୍କର  ବିବାହ ସମ୍ପନ୍ନ ହୋଇଥିଲା। ବିବାହରେ ବଲିଉଡର ବହୁ ନାମିଦାମୀ…

ସ୍କୁଲରେ ଜଣେ ଛାତ୍ର, ଜଣେ ଶିକ୍ଷକ: ତଥାପି ନିୟମିତ ଚାଲିଛି ପାଠପଢା

ମୁମ୍ବାଇ: ସ୍କୁଲ ଅଛି । ବେଲ ବାଜୁଛି । ସାର ଆସୁଛନ୍ତି । ପ୍ରାର୍ଥନା ହେଉଛି । ପାଠ ପଢା ବି ହେଉଛି । ସ୍କୁଲ ନିୟମିତ ଚାଲିଛି ।  ହେଲେ ସ୍କୁଲରେ ପିଲାଙ୍କ ସଂଖ୍ୟା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍କୁଲରେ ଅଛନ୍ତି ମାତ୍ର ଜଣେ ଛାତ୍ର । ଜଣେ  ଛାତ୍ରଙ୍କୁ ନେଇ ଚାଲୁଛି ସ୍କୁଲ୍ । …

କବିତା: ଶବ୍ଦର ଶତାବ୍ଦୀ

ଡମ୍ବରୁଧର ବେହେରା ତୁମ ନୀରବତାର ଅକୁହା କଥା ମୋ ହୃଦୟରେ ଭରଦିଏ ଅନେକ ବ୍ୟଥା ଯେମିତି ଛୁଇଁଦେଲେ ମଉଳି ଯାଏ ଆମ ବାରିପଟେ ଥିବା ଲାଜକୁଳୀ ଲତା... ଏହାର ମାନେ ନୁହଁ ଯେ ତୁମେ ଶବ୍ଦର ଶତାବ୍ଦୀ ରୀତି,ନୀତି, ରତି ଆଦି ଅନ୍ତର,ବହିର୍ଗତ ବୁଦ୍ଧି ରକ୍ତ,ହାଡ଼,ମାଂସ ଗଢା ଆମ ଅଗଣାର…

ଓଡ଼ିଶୀ ନୃତ୍ୟାଙ୍ଗନାଙ୍କ ପରିକଳ୍ପନାରେ ଜାତୀୟ ପରେଡରେ ଝଲସିବ ନାରୀଶକ୍ତି

ଭୁବନେଶ୍ୱର: ଗୁରୁବାର ଜାନୁଆରୀ ୨୬ ତାରିଖରେ ସାରା ଦେଶ ପାଳନ କରିବ ୭୪ତମ ସାଧାରଣତନ୍ତ୍ର ଦିବସ । ଦେଶର ମୁଖ୍ୟ ସମାରୋହ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ହେବାକୁ ଯାଉଛି । ଏଥର ଜାତୀୟ ପ୍ୟାରେଡରେ କେନ୍ଦ୍ର ସଂସ୍କୃତି ବିଭାଗର ଏକ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ଜିତିଲା ଭାରତ, ରାଙ୍କିଂ ଲିଷ୍ଟର ଶୀର୍ଷରେ ଟିମ୍ ଇଣ୍ଡିଆ

ଇନ୍ଦୋର: ୯୦ ରନରେ ଭାରତ, ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚକୁ ଜିତିବା ସହ ୩ ଟିକିଆ ଦିନିକିଆ ମ୍ୟାଚ୍ ସିରିଜକୁ କ୍ଲିନ୍ ସୁଇପ୍ କରିଛି । ବିଜୟ ସହ ଭାରତ ଦିନିକିଆ ଫର୍ମାଟରେ ଇଂଲଣ୍ଡକୁ ପଛରେ ପକାଇ ବିଶ୍ୱର ଶ୍ରେଷ୍ଠ ଟିମ୍ ଭାବେ ଆଇସିସି ରାଙ୍କିରେ ସ୍ଥାନ ପାଇଛି । ଆଜିର…

କମ୍ବିଂ ବେଳେ ଦୁଇ ହାର୍ଡକୋର ମାଓବାଦୀ ଗିରଫ

ନବରଙ୍ଗପୁର: ହାର୍ଡକୋର ମାଓବାଦୀଙ୍କ ହାତରେ ପଡ଼ିଲା ହାତକଡ଼ି । କମ୍ବିଂ ବେଳେ ନବରଙ୍ଗପୁର ପୋଲିସକୁ ସଫଳତା ମିଳିଛି । ମେନପୁର ନୂଆପଡ଼ା ଡିଭିଜନର ୨ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ଦେଇଛନ୍ତି ଡିଆଇଜି ରାଜେଶ ପଣ୍ଡିତ…

ପାରଳାଖେମୁଣ୍ଡିର ୩ଟି ସୁନା ଦୋକାନରେ ଜିଏସଟି ରେଡ୍

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ୩ଟି ସୁନା ଦୋକାନରେ ଆଜି ଜିଏସଟି ଅଧିକାରୀ ଚଢ଼ାଉ କରିଛନ୍ତି । ଏନେଇ ବ୍ରହ୍ମପୁର ସିଟି ଆଣ୍ଡ ଜିସଟି ଅଧିକାରୀ ମନୋଜ ପଣ୍ଡା କହିଛନ୍ତି, ଜଣେ ବ୍ୟକ୍ତିଙ୍କ ମାଲିକାନାରେ ଥିବା ୩ଟି ସ୍ୱର୍ଣ୍ଣ ଅଳଙ୍କାର ଦୋକାନରେ ଚଢ଼ାଉ କରାଯାଇଛି । ୩ଟି ଦୋକାନରେ…

ଟୁଇଟରକୁ ଫେରିଲେ କଙ୍ଗନା

ମୁମ୍ବାଇ: ବଲିଉଡର କୁଇନ ଭାବେ ପରିଚିତ କଙ୍ଗନା ରାନାୱତ ଟୁଇଟରକୁ ଫେରିଛନ୍ତି । ବିବାଦୀୟ ବୟାନ ଯୋଗୁ କଙ୍ଗନାଙ୍କ ଆକାଂଉଟକୁ ୨୦୨୧ରେ ବ୍ୟାନ କରାଯାଇଥିଲଶ । ପ୍ରାୟ ୨ ବର୍ଷ ପରେ ସେ ଏହି ଲୋକପ୍ରିୟ ପ୍ଲାଟଫର୍ମକୁ ଫେରିଛନ୍ତି । କଙ୍ଗନା ଟୁଇଟ କରି ପ୍ରଶଂସକଙ୍କୁ ଏ ସମ୍ପର୍କରେ ସୂଚନା…

ହକି ବିଶ୍ୱକପ: ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ହକି ବିଶ୍ୱକପର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଅଷ୍ଟ୍ରେଲିଆ-ସ୍ପେନ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା । ତେବେ ପୂର୍ବତନ ଚାମ୍ପିୟନ ଅଷ୍ଟ୍ରେଲିଆ ଏହି…