Latest Odisha News

BREAKING NEWS

ଡବ୍ଲ୍ୟୁଏଫଆଇ ସଭାପତିଙ୍କ ବିରୋଧରେ ଧାରଣାରେ ବସିଲେ ଭାରତୀୟ ରେସଲର

ନୂଆଦିଲ୍ଲୀ: ଭାରତର ବିନେଶ ଫୋଗଟ ଓ ସାକ୍ଷୀ ମଲିକଙ୍କ ପରି ଷ୍ଟାର ରେସଲର ଆଜି ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଛନ୍ତି । ଏପରିକି ସେମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ମଧ୍ୟ ଆଣିଛନ୍ତି ।…

ଗୁପ୍ତ ସ୍ଥାନରେ ଭେଟ ହେଲେ ଆମେରିକା-ୟୁକ୍ରେନ ସେନାଧିକାରୀ, କିଛି ବଡ ହେବ କି ?

କୀଭ:ରୁଷ-ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାଁ ଧରୁନି । ବିଭିନ୍ନ ପ୍ରକାରର ଚାପ ଏବଂ ପ୍ରତିବନ୍ଧ ସତ୍ୱେ ରୁଷ ଘନ ଘନ ଆକ୍ରମଣ ଜାରୀ ରଖିଛି । ତେବେ ଏହା ମଧ୍ୟରେ ପ୍ରଥମ ଥର ଆମେରିକାର ଶୀର୍ଷ ଜେନେରାଲ ମାର୍କ ମିଲେ ୟୁକ୍ରେନର ସମକକ୍ଷଙ୍କ ସହ ଏକ ଗୁପ୍ତ ବୈଠକ କରିଥିବା ଜଣାପଡିଛି ।…

ଆଉ ୩ ଦିନ ଘନ କୁହୁଡ଼ି, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଶୀତ କମିଥିବା ବେଳେ ଭୋରରୁ ଲାଗି ରହୁଛି ଘନ କୁହୁଡ଼ି । ଏଭଳି ପାଗ ଆଉ ୩ ଦିନ ଯାଏ ଲାଗି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ୧୯ ସକାଳ ଯାଏ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ସ୍ୱଳ୍ପ ବର୍ଷା…

ଲିଭୁନି ପର୍ବତର ନିଆଁ; କ’ଣ ରହିଛି ରହସ୍ୟ

ପାହାଡ଼ରୁ ଉଠୁଛି ନିଆଁ । ଦିନ ରାତି ଜଳୁଛି । ଲିଭିବାର ନାଁ ଧରୁନି । ଏହି ନିଆଁକୁ କୁହାଯାଉଛି ଯାନର ଡାଗ ବା ଜଳୁଥିବା ଥିବା ପାହାଡ। ବିଚିତ୍ର ଏ ବିଶ୍ୱ । ଅନେକ ଅବିଶ୍ୱାସନୀୟ ଜିନିଷ ଏଇ ପୃଥିବୀରେ ଭରି ରହିଛି । ସୋସିଆଲ ମିଡ଼ିଆ ଯୋଗୁ ଏହି ଅଜବ ଜିନିଷ ଆଜି ସମସ୍ତଙ୍କ ସାମ୍ନାକୁ ଆସି…

ଅଷ୍ଟ୍ରେଲିଆନ ଓପନ ଟେନିସ: ଦ୍ୱିତୀୟ ରାଉଣ୍ଡରୁ ନାଡାଲ ବିଦା

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ ଓପନ ବ୍ୟାଡମିଂଟନର ଦ୍ୱିତୀୟ ରାଉଣ୍ଡରୁ ଆଶ୍ଚର୍ଯ୍ୟଜନକ ଭାବେ ବିଦାୟ ନେଇଛନ୍ତି ସ୍ପେନର ରାଫେଲ ନାଡାଲ । ଆମେରିକାର ୬୫ତମ ମାନ୍ୟତାପ୍ରାପ୍ତ ମ୍ୟାକେଞ୍ଜି ମ୍ୟାକଡୋନାଲ୍ଡ ୬-୪, ୬-୪ ଓ ୭-୫ ସେଟରେ ନାଡାଲକୁ ପରାସ୍ତ କରିଥିଲେ । ଆରମ୍ଭରୁ ନାଡାଲ ଭଲ ପ୍ରଦର୍ଶନ…

ହକି ବିଶ୍ୱକପ: ୧୨ ଖେଳାଳି ନେଇ ଖେଳିଥିଲା ଜାପାନ !

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ହକି ବିଶ୍ୱକପରେ ମଙ୍ଗଳବାର ଦକ୍ଷିଣ କୋରିଆ ଚମତ୍କାର ପ୍ରଦର୍ଶନ କରି ଜାପାନକୁ ପରାସ୍ତ କରିଛି । ତେବେ ଏହି ମ୍ୟାଚର ଏକ ପରିଚାଳନା ତ୍ରୁଟି ନେଇ ବିବାଦ ଉପୁଜିଛି । ରିପୋର୍ଟ ମୁତାବକ ମ୍ୟାଚରେ ଏକ ସମୟରେ ଜାପାନର ୧୨ଜଣ ଖେଳାଳି ପଡିଆରେ ରହିଥିଲେ । ନିୟମ…

କବିତା : ଅନ୍ତିମ ଓଁକାର

ବଳରାମ ପୂଜାରୀ  ଅବିଚ୍ଛେଦ୍ୟ ଅଭେଦ୍ୟ ଅସହ୍ୟ ଅସହିଷ୍ନୁମାନଙ୍କୁ ଶୁଆଉଥୁଲି ନିବୃତ୍ତ ନିଦ୍ରାରେ ଅବିଶ୍ରାନ୍ତ ଅହଙ୍କାରମାନଙ୍କୁ ପେଶୁଥୁଲି ଶବ୍ଦଭେଦୀ ଶିବଧନୁର ଭସ୍ମଲେସା ଅନ୍ତିମ ଓଁକାର ଫେରି ଆସୁଥିଲେ ? ମୋ’ଭାଗ୍ୟର ସବୁତକ ପ୍ରସ୍ତାବିତ’ପ୍ରହସ୍ଥ ପ୍ରହରୀ ନାଗଫାଶରେ ରୁନ୍ଧି…

ଇଣ୍ଡିଆନ ଓପନ ବ୍ୟାଡମିଂଟନ: ପ୍ରଥମ ରାଉଣ୍ଡରୁ ବିଦା ହେଲେ ସିନ୍ଧୁ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ଓପନ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟରେ ଭାରତ ପାଇଁ ୨ ଥର ଅଲିମ୍ପିକ ପଦକ ଜିତିଥିବା ପିଭି ସିନ୍ଧୁ ପ୍ରଥମ ରାଉଣ୍ଡରୁ ବିଦା ନେବା ସମସ୍ତଙ୍କୁ ଚକିତ କରିଛି । ଥାଇଲାଣ୍ଡର ସୁପନିନ୍ଦା କଟେଥାଙ୍ଗେ ୨୧-୧୨, ୨୨-୨୦ରେ ସିନ୍ଧୁଙ୍କୁ ପରାସ୍ତ କରି ଟୁର୍ଣ୍ଣାମେଂଟରେ ବଡ…

ହକି ବିଶ୍ୱକପ: ଜାପାନକୁ ହରାଇଲା ଦକ୍ଷିଣ କୋରିଆ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ହକି ବିଶ୍ୱକପର ଏକ ରୋମାଂଚକ ମୁକାବିଲାରେ ଦକ୍ଷିଣ କୋରିଆ ୨-୧ ଗୋଲରେ ଜାପାନକୁ ପରାସ୍ତ କରିଛି । ଏହି ବିଶ୍ୱକପରେ କୋରିଆର ଏହା ପ୍ରଥମ ବିଜୟ ହୋଇଥିବା ବେଳେ ଜାପାନ କ୍ରମାଗତ ଦ୍ୱିତୀୟ ପରାଜୟବରଣ କରିଛି । ପ୍ରଥମ କ୍ୱାର୍ଟରରେ…

ଚୀନରୁ ମିଳିଲା ଅଦ୍ଭୁତ ଜୀବାଶ୍ମ: ଶରୀର ପକ୍ଷୀ ପରି, ମୁଣ୍ଡ ଡାଇନୋସର ସଦୃଶ

ବେଜିଂ: ଯଦି ମଣିଷର ବଂଶଜ ମାଙ୍କଡ ହୁଏ ତେବେ ସମସ୍ତ ପକ୍ଷୀ ଡାଇନୋସର ପରିବାରର କି ? ପ୍ରାଣୀବିଜ୍ଞାନୀ ମାନେ ଏହି ପ୍ରଶ୍ନର ଉତର ଖୋଜୁଛନ୍ତି । ଏହା ମଧ୍ୟରେ ୧୨ କୋଟି ବର୍ଷ ତଳର ଏକ ଜୀବାଶ୍ମ ସେମାନଙ୍କୁ ପୁନର୍ବାର ଚିନ୍ତାରେ ପକାଇ ଦେଇଛି । ଚୀନରେ ମିଳିଥିବା ଏହି ଜୀବାଶ୍ମକୁ ଅନୁଧ୍ୟାନ କଲେ…