Latest Odisha News

BREAKING NEWS

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷିଙ୍କ ଅଫିସରେ ପାଳନ ହୋଇଥଲା ପୋଙ୍ଗଲ !

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ଏକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଋଷି ତାଙ୍କ ଅଫିସର ଅଧିକାରୀମାନଙ୍କୁ ପୋଙ୍ଗଲ ଭୋଜି ଦେଉଥିବା ଦେଖିବାକୁ ମିଳିଛି । ଅଧିକାରୀମାନେ ଏକତ୍ର ବସି କଦଳୀପତ୍ରରେ ଭାରତର ପାରମ୍ପାରିକ ପର୍ବର ମଜା…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ଓହରିଲେ ଶ୍ରେୟାସ

ନୂଆଦିଲ୍ଲୀ: ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଗତ ବର୍ଷ ଭାରତ ପାଇଁ ଦିନିକିଆରେ ସର୍ବାଧିକ ରନ ସଂଗ୍ରହ କରିଥିବା ଶ୍ରେୟାସ ଆୟାର ଆଘାତ ସମସ୍ୟା ଯୋଗୁ ଦଳରୁ ଓହରି ଯାଇଛନ୍ତି । ପିଠି ସମସ୍ୟା…

ଭ୍ୟାକ୍ସିନ ୱାର ଶୁଟିଂ ଅବସରରେ ଆହତ ହେଲେ ପଲ୍ଲବୀ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସର ନିର୍ଦ୍ଦେଶକ ତଥା ବିବେକ ଅଗ୍ନିହୋତ୍ରୀଙ୍କ ପତ୍ନୀ ପଲ୍ଲବୀ ଯୋଶୀ ଆଜି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଦି ଭ୍ୟାକ୍ସିନ ୱାର ଶୁଟିଂ ଅବସରରେ ଏକ କାର ଭାରସମ୍ୟ ହରାଇ ତାଙ୍କୁ ଧକ୍କା ଦେଇଥିଲା । ଗାଡି ମାଡ ହେବା ପରେ ପଲ୍ଲବୀଙ୍କୁ ସଙ୍ଗେ ସଙ୍ଗେ ହାଇଦ୍ରାବାଦର ଏକ…

ହାଫିଜର ଭିଣୋଇ ଅବଦୁଲ ରେହମାନ ବିଶ୍ୱ ଆତଙ୍କବାଦୀ ଘୋଷିତ

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ହାଫିଜ ସଏଦର ଭିଣୋଇ ଅବଦୁଲ ରେହମାନ ମକ୍କିଙ୍କୁ ଆଜି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ବିଶ୍ୱ ଆତଙ୍କବାଦୀ ଘୋଷିତ କରାଯାଇଛି । ଲଶ୍କର-ଇ-ତୋଇବାର ମକ୍କି ୨୬/୧୧ ଘଟଣାର ମାଷ୍ଟର ମାଇଣ୍ଡ । ଏହି ଘୋଷଣା ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି ।…

ଚା’ ଦୋକାନ ପାଇଁ ଛାଡ଼ିଦେଲେ ବ୍ରିଟିଶ କାଉନ୍ସିଲ୍ ଚାକିରି

ନୂଆଦିଲ୍ଲୀ: ବାଣିଜ୍ୟେ ବସତି ଲକ୍ଷ୍ମୀ । ବ୍ୟବସାୟ ଯେଉଁଠି ଲକ୍ଷ୍ମୀଙ୍କ ବସିତି ସେଇଠି । ସେଥିପାଇଁ ସେ ସୁନ୍ଦର ଚାକିରି, ଉଚ୍ଚ ଦରମାକୁ ଏଡାଇ ଦେଇ ବାଣିଜ୍ୟ ବ୍ୟବସାୟ କରିବାକୁ ଆଗେଇ ଆସିଲେ । ବ୍ରିଟିଶ କାଉନସିଲ ପରି ଚାକିରି ଛାଡ଼ି ଶେଷରେ ଚା’ ଦୋକାନ କରିବାକୁ ଆଗେଇ ଆସିଲେ । ସମସ୍ତେ…

କାମ କରୁଛନ୍ତି ହେଲେ ମିଳୁନି ଦରମା, ମେଡିକାଲ ସମ୍ମୁଖରେ ଧାରଣାରେ ବସିଲେ କର୍ମଚାରୀ

ଅନୁଗୁଳ: କାମକୁ କାମ କରୁଛନ୍ତି, ହେଲେ ଠିକ ସମୟରେ ମିଳୁନି ପାରିଶ୍ରମିକ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ। ଏଠାରେ ପ୍ରାୟ ୨୫ଜଣ ଡିଏମଏଫ୍ ଷ୍ଟାଫ୍  ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି । ହେଲେ ବିନା ଦରମାରେ। ଆଜକୁ ପ୍ରାୟ ୪ ମାସ ହେବ…

ପୁସ୍ତକ ପରିଚୟ : ବିକ୍ଷୁବ୍ଧ ସମୁଦ୍ର

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା କବିତା ବହି : ବିକ୍ଷୁବ୍ଧ ସମୁଦ୍ର କବି : ପବିତ୍ର ମୋହନ ଦାଶ ପ୍ରକାଶକ : ପେନ୍ ଇନ୍ ବୁକ୍ସ ପ୍ରଥମ ପ୍ରକାଶ : ୨୦୧୮ ପୃଷ୍ଠା ସଂଖ୍ୟା : ୯୫ ସମସାମୟିକ ଓଡିଆ କବିତାରେ କବି ପବିତ୍ର ମୋହନ ଦାଶ ବେଶ୍ ଏକ ଚିହ୍ନା ମୁହଁ। ସଦ୍ୟ ପ୍ରକାଶିତ ତାଙ୍କ…

କବିତା : ଭୁଲ

ବିନୋଦିନୀ ଦାଶ ଜୀବନ-ଗଣିତ କଷୁକଷୁ ତୁହି ପ୍ରଶ୍ନ ବୁଝିବାରେ ଧିଆନ ନଦେଇ ଧାରାକୁ ଓଲଟପାଲଟେ ସଜାଇ ଆଗକୁ ଗତିରେ ମାରିଲୁ ଢିଲା ସବୁକଛି ଭୁଲ୍ ହୋଇଗଲା । ସେତେବେଳେ ବୁଝି ଜୀବନର ଅର୍ଥ କରିଥାନ୍ତୁ ଯେବେ ମନକୁ ଆୟତ୍ତ କଷିବା ସମୟେ ରହି ଶାନ୍ତଚିତ୍ତ ଶୃଙ୍ଖଳା ଜ୍ଞାନକୁ ହୃଦେ…

ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ…

ପନ୍ତ କହିଲେ, ଏଥର ରିକଭରୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ

ମୁମ୍ବାଇ:ଭାରତର ଷ୍ଟାର ଖେଳାଳି ରିଷଭ ପନ୍ତଙ୍କ ଦୁର୍ଘଟଣା ସମସ୍ତଙ୍କ କ୍ରିକେଟପ୍ରେମୀଙ୍କୁ ବ୍ୟଥିତ କରିଥିଲା । ତାଙ୍କ ଅସ୍ତ୍ରୋପଚାର ସଫଳ ହେବା ପରେ ପ୍ରଥମ ଥର ପାଇଁ ପନ୍ତ ଟୁଇଟ କରିଛନ୍ତି । ସେ ତାଙ୍କ ଟୁଇଟରେ ରିକଭରୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ଖୁବ ଶୀଘ୍ର ସୁସ୍ଥ…