ମାୟାବତୀଙ୍କ ବଡ ଘୋଷଣା: ଆଉ ମେଂଟ କରିବେ ନାହିଁ, ଏଥର ଏକାକୀ ଲଢିବେ
ଲକ୍ଷ୍ନୌ: ବହୁଜନ ସମାଜବାଦୀ ପାର୍ଟି ମୂଖ୍ୟ ସୁଶ୍ରୀ ମାୟାବତୀ ତାଙ୍କ ଜନ୍ମ ଦିନରେ ଏକ ବଡ ଘୋଷଣା କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ବିଏସପି ଏବେ କୌଣସି ଦଳ ସହ ମେଂଟ କରିବ ନାହିଁ । ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ଦଳ ଏକାକୀ ଲଢ଼ିବ ବୋଲି କହିଛନ୍ତି । ୨୦୨୩ରେ କର୍ଣ୍ଣାଟକ,…