Latest Odisha News

BREAKING NEWS

ଦିନିକିଆ ବିଶ୍ୱକପ ପାଇଁ ୨୦ ଖେଳାଳିଙ୍କୁ ଶର୍ଟଲିଷ୍ଟ କଲା ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୨୦୨୩ ଦିନିକିଆ ବିଶ୍ୱକପ ପାଇଁ ୨୦ ଖେଳାଳିଙ୍କୁ ଶର୍ଟଲିଷ୍ଟ କରାଯାଇଛି । ଟି୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିସିସିଆଇ ଯୋଜନାବଦ୍ଧ ଭାବେ ଖେଳ ଚୟନ କରୁଛି । ଏ ପର୍ଯ୍ୟନ୍ତ ଖେଳାଳିଙ୍କ ନାମ କିନ୍ତୁ ଘୋଷଣା କରାଯାଇ ନାହିଁ ।…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ 'ବେଳାଭୂମିର ଚିହ୍ନ' ଦ୍ରୁତ ପରିବର୍ତ୍ତିତ ସମୟର ପନ୍‌ଝା ଭିତରେ କେତେକେତେ ସାମାଜିକ ଅସଙ୍ଗତି ବିସଙ୍ଗତି, ସଂସ୍କୃତି ଅବକ୍ଷୟର ରାଶି ରାଶି ଉଦାହରଣ, ଅପସୃୟମାନ ଲୋକୋକ୍ତି, ଲୋକକଥା, ଲୋକଚରିତ୍ର । ଏଇ ପରିଧି ଭିତରେ ବିସ୍ଥାପନ,…

କବିତା : ସୁନେଲି କ୍ଷେତ

ପ୍ରିୟମ୍ବଦା ସାମଲ ଶୀତ ପ୍ରଭାତରେ ଚାଷୀ ଗୀତ ଗାଏ ଦେଖି ତାର ସୁନା କ୍ଷେତ ଧରଣୀ ମାଆ ମୋ ସୁନେଲି ରଙ୍ଗର ପିନ୍ଧି ଅଛି ପାଟ ବସ୍ତ୍ର। ଅଳସି ସୋରିଷ ଫୁଲେଇ ହେଉଛି ଅଳସ ଭାଙ୍ଗଇ ଧୀରେ ସୁନେଲି କ୍ଷେତରେ ନାଚି ନାଚି ଝୁମେ ଜନ ମନ ପ୍ରାଣ ହରେ। ପ୍ରକୃତି ରାଣୀର ସେନେହ ସ୍ପର୍ଶରେ…

ଫୁଲତୋଡ଼ା ନେଇ ଆସିଲେ, ମ୍ୟାନେଜରଙ୍କୁ ନପାଇ ଠିକାସଂସ୍ଥାର ଭଡ଼ା ଘରେ ଗୁଳିମାଡ଼ କଲେ

ପାରାଦୀପ: ନୂଆବର୍ଷରେ ଅଶାନ୍ତ ପାରାଦୀପ । ଠିକାସଂସ୍ଥାର ଭଡ଼ା ଘରେ ଫୁଟିଲା ଗୁଳି । ପାରାଦୀପ ତାରେଣୀଗଡ଼ାରେ ଥିବା ଠିକା ସଂସ୍ଥାର ଭଡ଼ାଘରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ରୋଷେୟା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଲୁମାଲି ଗଡ଼ ରିଫାଇନାରୀ ପ୍ରକଳ୍ପ କାର୍ଯ୍ୟରେ ବ୍ରିକ୍ ଆଣ୍ଡ ରୁଫ୍ ଠିକା…

ସ୍ତ୍ରୀଙ୍କୁ ହତ୍ୟା ପରେ ଜିରୋ ନାଇଟ୍‌ ପାଳିଲେ ସ୍ବାମୀ

ବ୍ରହ୍ମପୁର: ନୂଆଁ ବର୍ଷକୁ ନେଇ ସବୁଆଡ଼େ ଉତ୍ସବ ଦେଖିବାକୁ ମିଳିଥିବା ବେଳେ ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ମୟୁରପଦା ଗ୍ରାମରେ ଘଟିଯାଇଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସାଙ୍ଗମାନଙ୍କ ସହ ପାଳିଛନ୍ତି ଜିରୋ ନାଇଟ୍‌ ଏବଂ ନୂଆ ବର୍ଷ।…

ଇଂରାଜୀ ନବବର୍ଷରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼, ଶ୍ରୀଜୀଉଙ୍କ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ: ନୂଆ ଆଶା, ନୂଆ ଉଦ୍ଦୀପନା ସହ ଆରମ୍ଭ ହୋଇଛି ନୂଆବର୍ଷ । ଇଂରାଜୀ ନବବର୍ଷର ପ୍ରଥମ ଦିନରେ ବେଶ୍ ଚଳଚଞ୍ଚଳ ହୋଇ ଉଠିଥିଲା ଶ୍ରୀକ୍ଷେତ୍ର । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନରୁ ଦିନ ଆରମ୍ଭ ପାଇଁ ଶ୍ରୀକ୍ଷେତ୍ରରେ ଆଜି ଲକ୍ଷାଧିକ ଭକ୍ତଙ୍କ ଗହଳି ହୋଇଥିଲା । ମାର୍କେଟ ଛକଠାରୁ ସିଂହଦ୍ୱାର…

ନୂଆବର୍ଷରେ ଆତ୍ମହତ୍ୟା କଲା ସୁନା ଝିଅ

ପୁରୀ: ନୂଆବର୍ଷରେ ଚରମ ପଦକ୍ଷେପ । ଜୀବନ ହାରିଦେଲେ ଛାତ୍ରୀ । ନୂଆବର୍ଷ ଆରମ୍ଭର ପ୍ରଥମ ଦିନରେ ଚରମ ପଦକ୍ଷେପ ନେଇଛନ୍ତି ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଛାତ୍ରୀ । ରହୁଥିବା ଛାତ୍ରୀ ନିବାସରେ ଆତ୍ମହତ୍ୟା କରିଛନ୍ତି ବେଦାନ୍ତ ବିଭାଗର ଛାତ୍ରୀ ପ୍ରଜ୍ଞା ପାରମିତା ପରିଡ଼ା ।…

ଅମାନିଆଙ୍କୁ ଫୁଲ ଓ ଚକୋଲେଟ୍ ଦେଲେ ଉପଜିଲ୍ଲାପାଳ

କାମାକ୍ଷାନଗର: ନବବର୍ଷ ପାଳନରେ ସମସ୍ତେ ମତୁଆଲା । କିଏ କ୍ଲବ ଯାଉଛି ତ ଆଉ କିଏ ପିକନିକ୍ । କାନ୍ଥରୁ କାଲେଣ୍ଡର ବଦଳିବା ସହ ବର୍ଷକୁ ବର୍ଷ ବଢ଼ି ଚାଲିଛି ମଣିଷର ବ୍ୟସ୍ତତା । ଅନେକ ସମୟରେ ଲୋକେ ବ୍ୟସ୍ତ ଭିତରେ ହେଉ ଅବା ଜାଣିଶୁଣି ସ୍ପିଡ୍ ଡ୍ରାଇଭିଂ କରିଥାନ୍ତି । ନିଜେ ମୃତ୍ୟୁମୁଖରେ…

ସର୍ବସାଧାରଣଙ୍କ ଲାଗି ଖୋଲା ରହିବ ଲୋକସେବା ଭବନ ପୁଷ୍ପ ଉଦ୍ୟାନ

ଭୁବନେଶ୍ୱର: ଛୁଟିଦିନରେ ଲୋକସେବା ଭବନ ପୁଷ୍ପ ଉଦ୍ୟାନର ମଜ୍ଜା ନେଇ ପାରିବେ ସର୍ବସାଧାରଣ । ଜାନୁଆରୀ ମାସରେ ସମସ୍ତ ଛୁଟିଦିନ ଲୋକଙ୍କ ପାଇଁ ଲୋକସେବା ଭବନର ପୁଷ୍ପ ଉଦ୍ୟାନ ଖୋଲ ରହିବ । ସର୍ବସାଧାଣ ଛୁଟିଦିନରେ ଅପରାହ୍ଣ ୪ଟାରୁ ୬ଟା ଯାଏ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ବୁଲି ପାରିବେ ।…

ଗର୍ଭବତୀ ବୋଲି ଜାଣିବାରୁ ଚାକିରିରୁ କାଢ଼ିଦେଲେ ବସ୍, ଏବେ କମ୍ପାନୀ ଦେବ ୧୫ ଲକ୍ଷ

ନୂଆଦିଲ୍ଲୀ: ଗର୍ଭବତୀ ବୋଲି ଜାଣିବା ପରେ ମହିଳାଙ୍କୁ କମ୍ପାନୀରୁ କାଢ଼ିଦେଲେ ମାଲିକ । ଏବେ ଦେବେ କ୍ଷତିପୂରଣ । ଆଡମିନ୍ ସେକ୍ସନରେ କାମ କରୁଥିବା ମହିଳା ଜଣଙ୍କ ଗର୍ଭବତୀ ଥିବା ନେଇ ତାଙ୍କ ମହିଳା ବସଙ୍କୁ ଜଣାଇଥିଲେ । ଆଉ ଏହି କଥା ଶୁଣିବା ମାତ୍ରେ କମ୍ପାନୀ ତାଙ୍କୁ କାଢ଼ି ଦେଇଥିଲା ।…