Latest Odisha News

BREAKING NEWS

ଅଭୁଲା ଗୀତ : ଫୁଲରସିଆରେ

ଗୀତ: ନରସିଂହ ମହାପାତ୍ର ସଂଗୀତ: ବାଳକୃଷ୍ଣ ଦାଶ ଗାୟନ : ସନ୍ଧ୍ୟା ମୁଖାର୍ଜୀ ଚଳଚ୍ଚିତ୍ର : ଶ୍ରୀଲୋକନାଥ, ୧୯୬୦ ଫୁଲରସିଆରେ ମନ ମୋର ଛୁଇଁ ଛୁଇଁ ଯା ଯା ତୋ ଲାଗି ବିକଶି ଚାହିଁଚି ଏ କୁଞ୍ଜେ ତୋ ଲାଗି ବିକଶି ଚାହିଁଚି ଏ କୁଞ୍ଜେ ଗୁଞ୍ଜନ ଦେଇ ଯା ଯା ଫୁଲରସିଆରେ ମନ ମୋର…

ରଣବୀରଙ୍କ ଆନିମଲର ଫାଷ୍ଟ ଲୁକ ଜାରୀ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କାପୁରଙ୍କ ବହୂ ପ୍ରତୀକ୍ଷୀତ ଆନିମଲ ଚଳଚ୍ଚିତ୍ରର ପାଷ୍ଟ ଲୁକ ଜାରୀ ହୋଇଛି । ଚଳଚ୍ଚିତ୍ର ସମୀକ୍ଷକ ତରନ ଆଦର୍ଶ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏଷ୍କୁ ଶେୟାର କରିଛନ୍ତି । ରଣବୀର ହାତରେ କୁରାଢ଼ୀ, ସିଗାରେଟ ଧରିଥିବା ବେଳେ ତାଙ୍କ ପୋଷାକ ରକ୍ତ ଜୁଡୁବୁଡୁ…

ଓଡ଼ିଶା ସମ୍ବାଦପତ୍ରର ପିତାମହ ସଂଗ୍ରାମୀ ଶଶୀଭୂଷଣ ରଥ

ରବି ରଥ ଓଡ଼ିଆ ସମ୍ବାଦପତ୍ର ପ୍ରକାଶନ କ୍ଷେତ୍ରରେ ଗୌରୀ ଶଙ୍କର ରାୟଙ୍କ ସମ୍ପାଦନାରେ ୧୮୬୬ ମସିହାରେ ଉତ୍କଳ ଦୀପିକା ନାମକ ଏକ ଓଡ଼ିଆ ସମ୍ବାଦପତ୍ର ପ୍ରକାଶ ପାଇଥିଲା । ସେହି ବର୍ଷଟି ଓଡ଼ିଶା ପାଇଁ ଥିଲା ଦୁଃଖଦ ବର୍ଷ । ସେହି ବର୍ଷରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିବା ଯୋଗୁଁ ପ୍ରାୟ ୧୦…

ଶିଶୁ ଗଳ୍ପ : ମାନବିକତା

କୁଞ୍ଜ ବିହାରୀ ସାହୁ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଅମିତ ପାଠରେ ଯେମିତି ଖେଳକୁଦରେ ବି ସେମିତି । ତା ଛଡା ଦୁଃଖୀ, ରଙ୍କିକୁ ଦେଖିଲେ ସାହାଯ୍ୟ କରିବାକୁ ଆଗେଇ ଆସେ । ରବିବାର ଦିନ ଅମିତ ଘରେ ବସି ଟି.ଭି ଦେଖୁଛି । ଦାଣ୍ଡ ଦୁଆର ପାଖରେ ଜଣେ ବୁଢ଼ୀର ପାଟି ଶୁଣିଲା । ଟି.ଭି.ପାଖରୁ ମୁହଁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ " ବେଳାଭୂମିର ଚିହ୍ନ " ବିଂଶ ଓ ଏକବିଂଶ ଶତାବ୍ଦୀକୁ ଭୋଗ କରିଥିବା ଜଣେ ମନୁଷ୍ୟ ଆତ୍ମସମୀକ୍ଷା କରିବା ସମୟରେ, ତା ପାଖରେ ଅନୁଭୂତିର ପରସ୍ତ ପରସ୍ତ ଉପାଦାନ ସତ୍ତ୍ୱେ, ଆଜି କାହିଁକି ମୋର ମନ, ଚିନ୍ତନ ଅଧିକ ମାତ୍ରାରେ ଅତୀତ ଅଭିମୁଖୀ…

କବିତା : ଶୁଭେଚ୍ଛା

ଗଦାଧର ସାହୁ ଶୁଭେଛାର ସୁଅ ସବୁଠି ଛୁଟୁଛି କିଏ ସେ ଆସୁଛି ବୋଲି, ତୁମ ଘରେ ଯିଏ ଆଜିର କୁଣିଆଁ ଆମ ଘରେ ଆଜି କାଲି । ସଭିଙ୍କ ବିଶ୍ବାସ ସେ ନୂଆ ବରଷ ଆଣିବ ସୁଖ ସମୃଦ୍ଧି, ପରଷ୍ପର ପାଇଁ କାମନା କରନ୍ତି ଇଶ୍ବରେ କରି ବିନତୀ। କରୁଛୁ ପ୍ରାର୍ଥନା ଶାନ୍ତିର କାମନା ସକଳ…

୨୦୨୨ର ବାଇଶି ଫ୍ୟାକ୍ଟସ

ନୂଆଦିଲ୍ଲୀ: ୨୦୨୨ ଧିରେ ଧିରେ କ୍ଲାନ୍ତ ଓ ଅବସାଦ ମନରେ ଆମଠାରୁ ବିଦାୟ ନେଉ ଯାଇଛି । ବିଶ୍ୱରେ ଏବେ କେତେକ ସ୍ଥାନରେ ୨୦୨୩ର ପାଦ ପଡି ସାରିଲାଣି । ଆସନ୍ତୁ ୨୦୨୨ର ବାଇଶି ଚମକପ୍ରଦ ଡାଟା ବିଷୟରେ ଜାଣିବା । ୧.୨୦୨୨ରେ ବିଶ୍ୱରେ ୧୩ କୋଟି ଶିଶୁ ଜନ୍ମ ହୋଇଥଲେ । ଭାରତରେ ଏହାର ସଂଖ୍ୟା ଥିଲା…

ଭ୍ୟାକ୍ସିନ ୱାରରେ ନାନା ପାଟେକର !

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସର ସଫଳତା ପରେ ଏବେ ବିବେକ ଅଗ୍ନିହୋତ୍ରୀ ତାଙ୍କ ଆଗାମୀ ଫିଲ୍ମ ଦି ଭ୍ୟାକ୍ସିନ ୱାରର ଶୁଟିଂରେ ବ୍ୟସ୍ତ ଅଛନ୍ତି । କରୋନା ମହାମାରୀ ସମୟରେ କିପରି ଭ୍ୟାକ୍ସିନକୁ ନେଇ ବୈଜ୍ଞାନିକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ତାହା ଉପରେ ଆଧାରିତ । ଭ୍ୟାକ୍ସିନ ନ କରାଇ…

ବିଏସଏଫର ସ୍ନିଫର ଡଗ ଜନ୍ମ କଲା ୩ ଛୁଆ, କେୟାରଟେକର ବିରୋଧରେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ:ଭାରତ-ବାଂଲାଦେଶ ସୀମା ନିକଟରେ ଜଗୁଥିବା ଏକ ମହିଳା ସ୍ନିଫର ଡଗ ପ୍ରେଗ୍ନେଂଟ ହୋଇଛି । ବିଏସଏଫ ନିୟମ ମୁତାବକ ଡ୍ୟୁଟିରେ ଥିବା କୁକୁରକୁ ପ୍ରେଗ୍ନେଂଟ ହୋଇପାରିବେ ନାହିଁ । ଯଦି କୌଣସି କାରଣରୁ ଏହା ହୁଏ ତାହାହେଲେ କୁକୁରର କେୟାରଟେକରଙ୍କୁ ଦଣ୍ଡିତ କରାଯିବ । ଏବେ ବିଏସଏଫ ଏ ନେଇ…

୨୦୨୨ର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ନାମ ଘୋଷଣା କଲା ବିସିସିଆଇ

ମୁମ୍ବାଇ: ୨୦୨୨ରେ ଭାରତ ପକ୍ଷରୁ ଭଲ ପ୍ରଦର୍ଶନ କରିଥିବା କ୍ରିକେଟରଙ୍କ ନାମ ଘୋଷଣା କରିଛି ବିସିସିଆଇ । ଟୁଇଟ କରି ବିସିସିଆଇ ଏ ସମ୍ପର୍କରେ ସୂଚନା ଦେଇଛି । ଦିନିକିଆ କ୍ରିକେଟରେ ଶ୍ରେୟାଶ ଆୟାର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ମହମ୍ମଦ ସିରାଜ ଶ୍ରେଷ୍ଠ ବୋଲର ବିବେଚିତ ହୋଇଛନ୍ତି । ଆୟାର ୧୭ଟି…