Latest Odisha News

BREAKING NEWS

ଅନୁବାଦ କବିତା : ବୃଦ୍ଧ ପେନସନାର ବିଳାପ

ମୂଳ ରଚନା : ଉଇଲିୟମ ବଟଲାର ୟେଟସ୍  ଆଜି ଯଦିଓ ମୁଁ ଏ ବର୍ଷାରେ ନେଇଛି ଆଶ୍ରୟ ଏକ ଭଙ୍ଗା ଗଛ ତଳେ ଦିନେ କିନ୍ତୁ ମୋ ଚଉକି ଥିଲା ଚୁଲି ପରୁ ଖୁବ୍ ନିକଟରେ ପ୍ରତ୍ୟେକ ବନ୍ଧୁ ମିଳନରେ ଯେତେ ଚର୍ଚ୍ଚା ହେଉଥିଲା ପ୍ରେମ ଏବଂ ରାଜନୀତିକୁ ନେଇ ମାତ୍ର ଏ ସମୟ, ସେ ସବୁକୁ ଦେଲା ବଦଳାଇ ।…

ଜେଏସପି ଫାଉଣ୍ଡେସନର ଉଚ୍ଚଶିକ୍ଷା ଏବଂ ଦକ୍ଷତା ବିକାଶ ସହାୟତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ସମାଜର ଦୁର୍ବଳ ବର୍ଗର ମହିଳା ଏବଂ ବାଳିକାଙ୍କୁ ସେମାନଙ୍କ ଉଚ୍ଚ ଶିକ୍ଷା ଏବଂ ଦକ୍ଷତା ତାଲିମ ପାଇଁ ଆର୍ଥିକ ସହାୟତା ପରିସରକୁ ବିସ୍ତାର କରି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସିଏସଆର ସଂସ୍ଥା ଜେଏସପି ଫାଉଣ୍ଡେସନ ଆଜି ଯଶସ୍ଵୀ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ଆରମ୍ଭ କରିଛି ।…

ଜେଲରୁ ବାହାରିବେ ବିକନୀ କିଲର ଶୋଭରାଜ

କାଠମାଣ୍ଡୁ: ବିକନୀ କିଲର ଭାବେ କୁଖ୍ୟାତ ଫ୍ରାନ୍ସର ଚାର୍ଲସ ଶୋଭରାଜ ଜେଲରୁ ବାହାରିବେ । ବୁଧବାର ନେପାଳ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେବ ପରେ ୭୦ ଦଶକର କେତେକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଆଖି ସାମ୍ନାରେ ଲୋକଙ୍କର ନାଚି ଉଠିଛି । ଦୁଇ ଆମେରିକୀୟ ପର୍ଯ୍ୟଟକଙ୍କ ହତ୍ୟା କରିବା ଅଭିଯୋଗରେ…

ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଉତରାଖଣ୍ଡର ପ୍ରଥମ ଇନିଂସ ଅଗ୍ରଣୀ

ଡେରାଡୁନ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ପ୍ରଦର୍ଶନ ସେ ଭଳି ସନ୍ତୋଷଜନକ ହୋଇପାରୁ ନାହିଁ । ଏଠାରେ ଚାଲିଥିବା ଏଲିଟ ଗ୍ରୁପ ଏର ଏକ ମ୍ୟାଚରେ ଓଡିଶା ବିପକ୍ଷରେ ଉତରାଖଣ୍ଡ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୨୧୩ ରନ ଜବାବରେ ଉତରାଖଣ୍ଡ ଦ୍ୱିତୀୟ ଦିବସ…

ପୁରୀରେ ବାସ୍କେଟବଲ ଲିଗ ୨୨ରୁ: ଅଂଶଗ୍ରହଣ କରିବେ ୬ ପୁରୁଷ,୪ ମହିଳା ଦଳ

ପୁରୀ: ପୁରୀରେ ଚଳିତ ମାସ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଓଡିଶା ବାସ୍କେଟବଲ ଲିଗ ଅନୁଷ୍ଠିତ ହେବ। ଓଡିଶା ବାସ୍କେଟବଲ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଲିଗରେ ୬ଟି ପୁରୁଷ ଓ ୪ଟି ମହିଳା ବାସ୍କେଟବଲ ଦଳ ଅଂଶଗ୍ରହଣ କରିବେ । ଏହାର ଆୟୋଜନ…

ଫିଫା ବିଶ୍ୱକପ ପରେ ଚାହିଦାରେ ଏହି ଖେଳାଳିମାନେ, ୭୦୦ରୁ ୮୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଆସିଲାଣି ଅଫର

ଦୋହା: ଫିଫା ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନେ ଏବେ ମାଲାମାଲ ହେବାକୁ ଯାଉଛନ୍ତି । ବଡ ବଡ କ୍ଲବଗୁଡିକ ଏହି ଉଦୀୟମାନ ଷ୍ଟାର ଖେଳାଳିଙ୍କ ପିଛା ୭୦୦ରୁ ୮୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଅଫର ଦେଇ ସାରିଲେଣି । ଆସନ୍ତୁ ଜାଣିବା କେଉଁ ଖେଳାଳିଙ୍କ ନେବା ପାଇଁ କ୍ଲବଗୁଡିକ ବ୍ୟଗ୍ର ହୋଇ…

ଲଗେଜ୍ ଉଠାଇ ବିଶ୍ୱାସ ଜିତିଲେ, ପଇଡ଼ରେ ନିଶା ଦେଇ ଲୁଟିନେଲେ

ପୁରୀ: ଟ୍ରେନରେ ଯାଉଛନ୍ତି କି ସାବଧାନ ରୁହନ୍ତୁ ? ନଚେତ୍ କିଏ ଆପଣଙ୍କ ବିଶ୍ୱାସ ଜିତି ଭରସା ଭାଙ୍ଗିପାରେ । ଅଧା ରାସ୍ତାରୁ କରିପାରେ ହାତ ସଫେଇ । ଏମିତି ଏକ ଟ୍ରେନ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୁରୀ ରେଲୱେ ପୋଲିସ । ଲୁଟେରା ଗ୍ୟାଙ୍ଗର ୪ ଅଭିଯୁକ୍ତକୁ ଗିରଫ କରିବା ସହ ୧୬…

୧୯ଟି ସହରରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମସ୍ତଙ୍କ ମୁହଁରେ ହସ, ପାଣି ପାଇଁ ଅପେକ୍ଷାରୁ ମୁକ୍ତି । 5T ଉପକ୍ରମରେ ରାଜ୍ୟର ୧୯ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଉପଭୋକ୍ତାମାନେ ସେମାନଙ୍କ ଖୁସି ବ୍ୟକ୍ତ କରି କହିଛନ୍ତି, ପାଣି ପାଇଁ…

ମରଣଯନ୍ତା ପାଲଟିଛି ତାଳଚେର ବାଇପାସ୍, ଟ୍ରକ୍ ଧକ୍କାରେ ୨ ଜଣଙ୍କ ମୃତ୍ୟୁ

ତାଳଚେର: ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ତାଳଚେର ବାଇପାସ୍ ନିକଟ ପବିତ୍ର ମୋହନ ଛକରେ ସଡ଼କ ଦୁର୍ଘଟଣା ଘଟିଛି । ଦିନ ପ୍ରାୟ ୨ଟା ୩୦ ସମୟରେ ଦୁଇ ଜଣ ବାଇକ୍ ଯୋଗେ ତାଳଚେରରୁ ଫେରୁଥିବା ବେଳେ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ୨ ମୃତକ ଖାଲପାଳ…

ପିସିବି ମୂଖ୍ୟ ପଦରୁ ବିଦା ହେଲେ ରମୀଜ

କରାଚୀ: ପାକିସ୍ତାନ କ୍ରିକେଟ ବୋର୍ଡ ଚେୟାରମ୍ୟାନ ପଦରୁ ରମୀଜ ରାଜାଙ୍କୁ ହଟେଇ ଦିଆଯାଇଛି । ତାଙ୍କ ସ୍ଥାନରେ ନଜାମ ସେଠୀ ଏହି ଦାୟିତ୍ୱ ତୁଲାଇବେ । ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନର ଶୋଚନୀୟ ପରାଜୟ ଯୋଗୁ ଏହି ନିଷ୍ପତି ନିଆଯାଇଥିବା ଅନୁମାନ କରାଯାଉଛି । ପାକିସ୍ତାନ…