Latest Odisha News

BREAKING NEWS

ଅଧରାତିରେ ହାଇଡ୍ରାମା, ପୋଲିସକୁ ୩ କିଲୋମିଟର ଦୌଡ଼ାଇଲେ ମଦୁଆ

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ଚାଲିଛି ରେସ୍ । ମଦୁଆଙ୍କ ଗାଡ଼ି ପଛେ ପଛେ ପିଛା କରୁଛି ପିସିଆର୍ ଭ୍ୟାନ୍ । ବୁଧବାର ରାତି ପ୍ରାୟ ସାଢ଼େ ଗୋଟାଏ ବଳେ ନନ୍ଦନକାନନ-ଜୟଦେବ ବିହାର ରାସ୍ତାରେ ନିଶାଡ଼ି ଏମିତି ପୋଲିସକୁ ଅଧ ଘଣ୍ଟା ଧରି ନାକେଦମ୍ କରିଥିଲେ । ମଦ ପିଇ କଳା ରଙ୍ଗର କାରରେ ୩ ଯୁବକ…

ରଣଜୀ ଟ୍ରଫି: ପୁନର୍ବାର ଓଡିଶାର ବ୍ୟାଟିଂ ବିପର୍ଯ୍ୟୟ

ଡେରାଡୁନ: ଚଳିତ ରଣଜୀ ଟ୍ରଫି କ୍ରିକେଟ ଏଲିଟ ଗ୍ରୁପ ୧ ମୁକାବିଲାରେ ଓଡିଶା ବିପକ୍ଷରେ ଉତରାଖଣ୍ଡ ସୁବିଧାଜନକ ସ୍ଥିତିରେ ରହିଛି । ପ୍ରଥମ ଇନିଂସରେ ୨୬୪ ରନ ପଛରେ ଥିବା ଓଡିଶା ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ୪…

ବଣ ଭୋଜିକୁ ଯାଇ ମହାନଦୀରେ ଭାସି ଗଲେ ଛାତ୍ରୀ

ସୋନପୁର: ହସଖୁସିରେ ସାଙ୍ଗସାଥୀଙ୍କ ସହ ସେ ବଣଭୋଜି ପାଇଁ ବାହାରିଥିଲେ । ଭୋଜି ରନ୍ଧା ଆରମ୍ଭ ସହ ବେଶ୍ ମଜାମସ୍ତି କରିଥିଲେ । ହେଲେ କିଏ ଜାଣିଥିଲା ଆଜି ସାଙ୍ଗସାଥୀଙ୍କ ମେଳରେ ମସ୍ତି ଆଉ ଜୀବନରେ କେବେ ଆସିବନି । କି ଆଉ ସାଙ୍ଗସାଥୀ ତା ସହ ମିଳାମିଶା କରି ପାରିବେନି । ସୁବର୍ଣ୍ଣପୁର…

ଅଧିନାୟକ ଦାୟିତ୍ୱ ତୁଲାଇବା ପାଇଁ ସମୟ ମାଗିଲେ ହାର୍ଦ୍ଦିକ, ହଟିବେ କି ରୋହିତ ?

ନୂଆଦିଲ୍ଲୀ: ଦିନିକିଆ ଏବଂ ଟି୨୦ରୁ ରୋହିତ ଶର୍ମା ଅଧିନାୟକ ପଦରୁ ହଟିବା ନେଇ ଆଲୋଚନା ଜୋର ଧରିଛି । ଏଏନଆଇ ରିପୋର୍ଟ ଅନୁସାରେ ରୋହିତ ହଟିବା ଏକପ୍ରକାର ନିଶ୍ଚିତ । ଏପରିକି ତାଙ୍କ ବିକଳ୍ପ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରିବା ନେଇ ବିସିସିଆଇ ବ୍ୟଗ୍ର ହୋଇ…

ପୁରୀରେ ଆରମ୍ଭ ହେଲା ଓଡିଶା ବାସ୍କେଟବଲ ଲିଗ

ପୁରୀ: ଏଠାରେ ଆଜିଠାରୁ ଆରମ୍ଭ ହୋଇଛି ଓଡିଶା ବାସ୍କେଟବଲ ଲିଗ । ତାଳବଣିଆସ୍ଥିତ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଗୁରବାର ସନ୍ଧ୍ୟାରେ ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଉଦଘାଟନ କରିଥିଲେ । ପ୍ରଥମ ଥର ପାଇଁ ଏ ଭଳି ଏକ ବାସ୍କେଟବଲ ଟୁର୍ଣ୍ଣାମେଂଟ ଆୟୋଜିତ ହେଉଥିବାରୁ ଗର୍ବିତ ବୋଲି କହିଥିଲେ । ଏହି…

ବାଂଲାଦେଶ ୨୨୭ ରନରେ ଅଲଆଉଟ

ଢ଼ାକା: ରବିଚନ୍ଦ୍ରନ ଅଶ୍ୱୀନ ଓ ଉମେଶ ଯାଦବଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଏଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ଭାରତ ୨୨୭ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଷ୍ଟମ୍ପସ ଅପସାରଣ ବେଳକୁ ଭାରତ କୌଣସି ୱିକେଟ ନ ହରାଇ ୧୯ ରନ ସଂଗ୍ରହ କରିନେଇଛି । ଲୋକେଶ…

ସୁନା ବେପାର ଲାଇସେନ୍ସ କରାଇ ଦେବା ନାଁରେ ୧୩ ଲକ୍ଷ ଠକେଇ

ବରଗଡ଼: ସୁନା ବେପାର ଲାଗି ଲାଇସେନ୍ସ କରାଇ ଦେବା ଆଳରେ ଠକେଇ । ଗିରଫ ହେଲେ ୨ ଜଣ । ବରଗଡ଼ ଟାଉନ୍ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାମଲାରେ ପୋଲିସ ବାଲେଶ୍ୱରର ମନୋଜ ବେରା ଓ ପରମାନନ୍ଦ ବିନ୍ଧାଣୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଏକ କାର ସହ ୩ଟି ମୋବାଇଲ୍…

୨୦୨୨ ମସିହା ପାଇଁ ଗାୟତ୍ରୀବାଳା ପଣ୍ଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ବର : ବିଶିଷ୍ଟ ସାହିତ୍ୟିକା ଗାୟତ୍ରୀବାଳା ପଣ୍ଡା ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ତାଙ୍କ ରଚିତ କବିତା ସଙ୍କଳନ 'ଦୟାନଦୀ' ପାଇଁ ସେ ଏହି ପୁରସ୍କାର ପାଇବେ ବୋଲି ଘୋଷଣା କରାଯାଇଛି । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ…

ପ୍ରକୃତି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଭଗବାନଙ୍କର ମାୟିକ ଶକ୍ତିଦ୍ୱାରା ଏ ସଂସାର ର ସୃଷ୍ଟି । ପ୍ରକୃତିର ଗର୍ଭରେ ଭଗବାନ ଜୀବଙ୍କୁ ସ୍ଥାପିତ କରନ୍ତି । ପ୍ରତ୍ୟେକ ଜୀବର କର୍ମ ଅନୁଯାୟୀ, ପ୍ରକୃତି ତାଙ୍କ ପାଇଁ ଏକ ଉପଯୁକ୍ତ ଶରୀର ସୃଷ୍ଟି କରେ । ପ୍ରକୃତି…

ଅନୁବାଦ କବିତା : ବୃଦ୍ଧ ପେନସନାର ବିଳାପ

ମୂଳ ରଚନା : ଉଇଲିୟମ ବଟଲାର ୟେଟସ୍  ଆଜି ଯଦିଓ ମୁଁ ଏ ବର୍ଷାରେ ନେଇଛି ଆଶ୍ରୟ ଏକ ଭଙ୍ଗା ଗଛ ତଳେ ଦିନେ କିନ୍ତୁ ମୋ ଚଉକି ଥିଲା ଚୁଲି ପରୁ ଖୁବ୍ ନିକଟରେ ପ୍ରତ୍ୟେକ ବନ୍ଧୁ ମିଳନରେ ଯେତେ ଚର୍ଚ୍ଚା ହେଉଥିଲା ପ୍ରେମ ଏବଂ ରାଜନୀତିକୁ ନେଇ ମାତ୍ର ଏ ସମୟ, ସେ ସବୁକୁ ଦେଲା ବଦଳାଇ ।…