Latest Odisha News

BREAKING NEWS

ପିସିବି ମୂଖ୍ୟ ପଦରୁ ବିଦା ହେଲେ ରମୀଜ

କରାଚୀ: ପାକିସ୍ତାନ କ୍ରିକେଟ ବୋର୍ଡ ଚେୟାରମ୍ୟାନ ପଦରୁ ରମୀଜ ରାଜାଙ୍କୁ ହଟେଇ ଦିଆଯାଇଛି । ତାଙ୍କ ସ୍ଥାନରେ ନଜାମ ସେଠୀ ଏହି ଦାୟିତ୍ୱ ତୁଲାଇବେ । ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନର ଶୋଚନୀୟ ପରାଜୟ ଯୋଗୁ ଏହି ନିଷ୍ପତି ନିଆଯାଇଥିବା ଅନୁମାନ କରାଯାଉଛି । ପାକିସ୍ତାନ…

ଲାଇଗର ଫ୍ଲପ ହେବା ସତ୍ୱେ ପୁରୀ ଜଗନ୍ନାଥଙ୍କ ଫିଲ୍ମରେ ଅଭିନୟ କରିବେ ସଲମାନ

ମୁମ୍ବାଇ: ବିଜୟ ଦେବରକୋଣ୍ଡ ଓ ଅନନ୍ୟା ପାଣ୍ଡେ ଅଭିନୀତ ଲାଇଗର ଫ୍ଲପ ହେବା ପରେ ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ବେଶୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତାଙ୍କ ଫିଲ୍ମରେ ଅଭିନୟ କରିବା ପାଇଁ ବଡ ବଡ ହୀରୋ ରାଜି ହେଉ ନାହାନ୍ତି । ତେବେ ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସୁପରଷ୍ଟାର…

ଆଇପିଏଲ ଭାଲ୍ୟୁରେ ବୃଦ୍ଧି

ନୂଆଦିଲ୍ଲୀ: ଇଣ୍ଡ୍ରିଆନ ପ୍ରିମିୟର ଲିଗର ବ୍ରାଣ୍ଡ ଭାଲ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ବର୍ଷ ତୁଳନାରେ ଏହାର ବ୍ରାଣ୍ଡ ଭାଲ୍ୟୁ ୭୫ ପ୍ରତିଶତ ବୃଦ୍ଧି ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୨୦୨୧ରେ ଏହି ଲୋକପ୍ରିୟ ଟି୨୦ ଲିଗରେ ୨ଟି ଟିମ ଲକ୍ଷ୍ନୌ ସୁପରଜ୍ୟାଂଟସ ଓ…

ବିଲ୍ ପାସ୍ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଯନ୍ତ୍ରୀ

ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଯନ୍ତ୍ରୀ । ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ପରିଷଦ ଅଞ୍ଚଳର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଠିକା କାମର ବିଲ୍ କରାଇ ଦେବା ଲାଗି କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ…

ରାଜ୍ୟର ଏହି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ

ଭୁବନେଶ୍ୱର: ବୁଧବାର ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଆଜି ସକାଳ ୯ଟା ୪୬ ସମୟରେ ୫ରୁ ୬ ସେକେଣ୍ଡ ଧରି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ମୃଦୁ ଭୂମିକମ୍ପର ତୀବ୍ରତା ୩.୪ ମାଗ୍ନିଚ୍ୟୁଡ୍ ରହିଥିଲା । ଭୂମିକମ୍ପ ୫ କିଲୋମିଟର ଗଭୀରରେ ହୋଇଥିବା ଜଣାପଡ଼ିଛି ।…

ପ୍ରାବନ୍ଧିକ ଲକ୍ଷ୍ମଣ ସାହୁ ‘ଚିତ୍ରୋତ୍ପଳା ‘ ସମ୍ମାନରେ ସମ୍ମାନିତ

କଟକ : ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ପରମ୍ପରା ଓ ସଂସ୍କୃତି ସହ ପରିଚିତ କରୁଥିବା ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପଞ୍ଚବିଂଶ ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଶିଷ୍ଟ ସ୍ତମ୍ଭକାର ଲକ୍ଷ୍ମଣ…

ଫିଫା ବିଶ୍ୱକପର ସମସ୍ତ ମ୍ୟାଚ ଦେଖି ବିଶ୍ୱ ରେକର୍ଡ କଲେ ୟୁକେର ଥିଓ

ଲଣ୍ଡନ: ଫିଫା ବିଶ୍ୱକପ ୨୦୨୨ର ସମାପ୍ତ ହୋଇଯାଇଛି । ଆର୍ଜେଂଟିନା ଚାମ୍ପିୟନ ହୋଇ ଦୀର୍ଘ ଦିନର ଆଶା ପୂରଣ କରିଛି । ଫାଇନାଲରେ ଲିଓନେଲ ମେସିଙ୍କ ଟିମ ଫ୍ରାନ୍ସକୁ ପେନାଲ୍ଟି ଶୁଟ ଆଉଟରେ ପରାସ୍ତ କରିଥିଲା । ତେବେ ଏହି ବିଶ୍ୱକପରେ ଇଂଲଣ୍ଡର ଥିଓ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ସମସ୍ତ…

୩୩ ତାଲିବାନୀଙ୍କୁ ମାରିଲେ ପାକ ସେନା, ଶେଷ ହେଲା ବନ୍ଧକ ଡ୍ରାମା

ଲାହୋର: ପାକିସ୍ତାନର ବନ୍ନୁ ଜିଲ୍ଲାରେ ୪୦ ଘଂଟା ଧରି ଚାଲିଥିବା ବନ୍ଧକ ଡ୍ରାମାର ପରିସମାପ୍ତି ଘଟିଛି । କାଂଉଟର ଟେରୋଜିମ ସେଂଟରକୁ କବଜା କରିଥିବା ତେହେରିକ ଇ ତାଲିବାନର ୩୩ ଆତଙ୍କାଦୀଙ୍କୁ ପାକ ସେନା ମାରିବାରେ ସଫଳ ହୋଇଛନ୍ତି । ରକ୍ଷା ମନ୍ତ୍ରୀ ଖ୍ୱାଜା ଅସିଫ ସଂସଦରେ ଆଜି ଏ ସମ୍ପର୍କରେ…

ତୋ ବିନା ଲାଗେନା ଭଲ କିଛି…

ଦୋହା: ଫିଫା ବିଶ୍ୱକପ ୨୦୨୨ ସଂସ୍କରଣରେ ଚାମ୍ପିୟନ ହୋଇଛି ଆର୍ଜେଂଟିନା । ଦୀର୍ଘ ଦିନ ଧରି ପ୍ରଶଂସକଙ୍କୁ ଏହି ସ୍ୱପ୍ନକୁ ସାକାର କରିଛନ୍ତି ଲିଓନେଲ ମେସିଙ୍କ ଟିମ । ମେସିଙ୍କ ସ୍ୱପ୍ନ ମଧ୍ୟ ସାକାର ହୋଇଛି । ଆର୍ଜେଂଟିନା ଏବେ ଉତ୍ସବମୁଖରିତ । ଏହା ହେବା ବି ନିଶ୍ଚିତ । ଏଠାରେ ସମସ୍ତେ ଫୁଟବଲ…

ପୁରୀରେ NMA ଅଧ୍ୟକ୍ଷ, ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ବୁଲି ଦେଖିଲେ ଐତିହ୍ୟ କରିଡର

ପୁରୀ: କିଭଳି ଚାଲିଛି ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟ ? ସୁ୍ପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ହେଉଛି ତ ? ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଏନଏମଏ ଅଧ୍ୟକ୍ଷ କିଶୋର କେ ବାସା । ପ୍ରଥମେ ଶ୍ରୀମନ୍ଦିର ଯାଇ କିଶୋର କେ…