Latest Odisha News

BREAKING NEWS

ଶଶୂର ନାଁରେ ସଙ୍ଗୀନ ଅଭିଯୋଗ ଆଣିଲା ବୋହୂ

କଟକ : ନ୍ୟାୟ ପାଇବା ପାଇଁ ସ୍ୱାମୀ ଘର ଆଗରେ ଧାରଣାରେ ବସିଲେ ମହିଳା । ସ୍ବାମୀ ନଥିବା ସମୟରେ ଶଶୂର ଦେଉଥିଲା ନିର୍ଯାତନା । ବୋହୂକୁ ନିଜର କରିବାକୁ ଚଳାଇଥିଲା ପ୍ରୟାସ  । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି ଜଣେ ବୋହୂ । କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ମାଛୁଆତି ଗାଁର ସନାତନ…

ଆଇସିସି ବିଶ୍ୱକପ ୨୦୨୩: ଭାରତ ସମେତ ୭ ଟିମ କଲେ ସିଧାସଳଖ କ୍ୱାଲିଫାଇ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ସୋମବାର ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ସିଧାସଳଖ ପ୍ରବେଶ କରିଥିବା ୭ଟିମର ନାମ ଘୋଷଣା କରିଛି । ଆୟୋଜକ ଭାରତ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଯୋଗ୍ୟତା ହାସଲ କରିଛନ୍ତି । ୧୨ ବର୍ଷ ପରେ…

ଆମ୍ବୁଲାନ୍ସରୁ ନାଗ ସାପ ଉଦ୍ଧାର

ଅନୁଗୁଳ: ଆମ୍ବୁଲାନ୍ସ ଭିତରେ ନାଗ । ଉଦ୍ଧାର ବେଳେ ନାକେଦମ୍ ହେଲେ ସାପ ଉଦ୍ଧାରକାରୀ । ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ । ଗାଁ ଗାଁ ବୁଲି ମାଗଣା ଚିକିତ୍ସା ଯୋଗାଇ ଦେଉଥିବା ଭ୍ରାମ୍ୟମାଣ ଚିକିତ୍ସା ସେବା ଗାଡ଼ି କୋଶଳା, ନାଣ୍ଡିଛୋଡ଼ ଅଞ୍ଚଳରୁ…

ଆପଣଙ୍କ ଆଖି ତଳ କଳା ପଡ଼ୁଛି କି ! ତେବେ ଆପଣାନ୍ତୁ ଏହି ଉପାୟ….

ଓଡ଼ିଶା ସମ୍ବାଦ ବ୍ୟୁରୋ : ଆାଖି ମୁହଁର ସୁନ୍ଦରତା ବଢ଼ାଇଥାଏ । ଶରୀରର ସବୁଠୁ ସୂକ୍ଷ୍ମ ଅଙ୍ଗ ହେଉଛି ଆଖି  । ଆମ ଆଖି ସୁନ୍ଦର ଦେଖାଗଲେ ଆମେ ମଧ୍ୟ ସୁନ୍ଦର ଦିଶିବା  । ତେବେ ପ୍ରତି ମୁହୂର୍ତ୍ତରେ ଆଖିର ଯତ୍ନ ନେବା ଆବଶ୍ୟକ ରହିଛି  । ଅନେକ ସମୟରେ ଆଖିକୁ ନେଇ ବିଭିନ୍ନ ସମସ୍ୟା…

ଶ୍ରଦ୍ଧାଞ୍ଜଳିଙ୍କ ଆକାଉଣ୍ଟରେ ବର୍ଷକରେ କିଏ ଜମା କଲା ୧୦ ଲକ୍ଷ, ଇଡି କରୁଛି ଛାନଭିନ୍

ଭୁବନେଶ୍ୱର: ଇଡି ଖୋଳୁଛି ଅର୍ଚ୍ଚନା ଗୁମର । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ସତ । ମାରାଥନ୍ ଜେରା ପରେ ଇଡି ଶ୍ରଦ୍ଧାଞ୍ଜଳିଙ୍କ ମୁହଁରୁ ଅନେକ ସତ ବାହାର କରିଛି । ଶ୍ରଦ୍ଧାଞ୍ଜଳିର ବ୍ୟାଙ୍କ ଆକାଉଣ୍ଟ ଖୋଳତାଡ଼ ପରେ ୧୦ ଲକ୍ଷ ଟଙ୍କା ଜମା ହୋଇଥିବା ଜଣା ପଡ଼ିଛି । ତେବେ ଏତେ ଟଙ୍କା କିଏ…

ଚୋରି ପାଇଁ ଆସିଥିଲା, କବାଟ ମଝିରେ ଫସି ଜୀବନ ହାରିଲା

ବାରାଣାସୀ: ଚୋରି କରିବା ପାଇଁ ଆସିଥିଲା ଚୋର କିନ୍ତୁ କବାଟ ମଝିରେ ଫସିଲା । ନା ଭିତରକୁ ଆସି ପାରିଲା ନା ବାହାରକୁ ଯାଇପାରିଲା । କବାଟର ଗୋଟିଏ ପଟେ ମୁଣ୍ଡ  ରହିଥିବା ବେଳେ  ଅନ୍ୟ ପଟେ ରହିଗଲା ଶରୀରର ଅବଶିଷ୍ଟାଂଶ । । ବାହାରିବାକୁ ଯେତେ ଚେଷ୍ଟାକଲା ବାହାରି ପାରିଲା ନାହିଁ, ଶେଷରେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ପୁରୀରେ ଧର୍ମଶାଳା ପାଇ ଜମି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା କୁଲତା ସମାଜର ଏକ ପ୍ରତିନିଧି ଦଳ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଦାବି ବିଷୟରେ ଆଲୋଚନା କରିଛନ୍ତି । ପ୍ରଥମେ ସେମାନଙ୍କ କୂଳ ଦେବତା ପ୍ରଭୁ ନୃସିଂହନାଥଙ୍କ ପୀଠର ଉନ୍ନତି ନିମନ୍ତେ 5T ଉପକ୍ରମରେ ମୁଖ୍ୟମନ୍ତ୍ରୀ…

ପିଲାଖେଳରୁ ମହାଭାରତ; ଦମ୍ପତିଙ୍କ ଉପରକୁ ପେଟ୍ରୋଲ ଫିଙ୍ଗି ଜାଳିଦେଲେ

ପାଟନା: ପିଲାକଳିରୁ ମହାଭାରତ । ଛୋଟ ପିଲାଙ୍କ କଳିକୁ ନେଇ ଦମ୍ପତିଙ୍କ ଉପରେ ପେଟ୍ରୋଲ ଢାଳି ଦେଲେ ।ପାଖରେ ଥିବା ମହମବତୀରୁ ନିଆଁ ଲାଗିଯିବାରୁ ଜଳିଗଲେ ଦଳିତ  ଦମ୍ପତି ।  ଏମିତି ଘଟଣା ଘଟିଛି ବିହାରର ବେଗୁସରାଇ ଅଞ୍ଚଳରେ  ।   ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଉଭୟଙ୍କୁ ନିକଟସ୍ଥ…

ଓଡ଼ିଶାରେ ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ ବାତିଲ୍ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବାତିଲ୍ ହେବ ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ । ସୋମବାର ସୁପ୍ରିମକୋର୍ଟ ଏଭଳି କଡ଼ା ନିର୍ଦ୍ଦେଶ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ଦେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଓକିଲ ହାଇକୋର୍ଟ ବେଞ୍ଚ ଦାବି କରି ଆନ୍ଦୋଳନ କରୁଥିବାରୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।…

ବେଳାଭୂମିରୁ ମିଳିଲା ଘୁଷୁରି ପରି ଅଦ୍ଭୁତ ଜୀବ

ଡବଲିନ(ଆୟର୍ଲାଣ୍ଡ): ରହସ୍ୟର ଗନ୍ତାଘର ସମୁଦ୍ର । ଅନେକ ଅଦ୍ଭୁତ କାହାଣୀ ଲୁଚି ରହିଛି ଏହାର ଗର୍ଭରେ  ।  ଏପର୍ଯ୍ୟନ୍ତ ସମୁଦ୍ର ଗର୍ଭରେ କେତେ ପ୍ରକାର ଜୀବ ବାସ କରନ୍ତି ତାହା ସାମୁଦ୍ରିକ ଗବେଷକଙ୍କୁ ବି ଜଣା ନାହିଁ । ସୋସିଆଲ ମିଡିଆରେ ବେଳେ ବେଳେ ଅଦ୍ଭୁତ  ଧରଣର ସାମୁଦ୍ରିକ ଜୀବ ଦେଖିବାକୁ…