Latest Odisha News

BREAKING NEWS

୩୮ ବର୍ଷ ପରେ ଲାଭା ଉଦଗୀରଣ କଲା ହୱାଇର ଜ୍ୱାଳାମୁଖୀ

ହୱାଇ: ହୱାଇର ପୁରାତନ ଜ୍ୱାଳାମୁଖୀ ମାଉନା ଲାଓ ୩୮ ବର୍ଷ ଲାଭା ଉଦଗୀରଣ କରିଛି । ୟୁଏସ ଜିଓଲୋଜିକାଲ ସର୍ଭେ ଅନୁସାରେ ରବିବାର ରାତିରେ ଏ ନେଇ ସୂଚନା ମିଳି ସାରିଥିଲା । ସେଥିପାଇଁ ଏର୍ମଜେନ୍ସି କ୍ରୁକୁ ଆଲର୍ଟ ରଖାଯାଇଛି । ଲାଭା ଉଦଗୀରଣ ହେବା ପରେ କୌଣସି କ୍ଷୟ କ୍ଷତି ହୋଇ ନାହିଁ ।…

ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ

କଳାହାଣ୍ଡି : କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତ ମହୁଳମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି  । ଜଣେ ଯୁବକଙ୍କୁ ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି  । ମୃତ ଯୁବକ ଜଣକ ହେଲେ ମହୁଳମୁଣ୍ଡା ଗ୍ରାମର ଦୟାନିଧି ଦୁଣ୍ଡକିଆ  । ସୂଚନା ଅନୁଯାୟୀ ଦୟାନିଧି…

କବିତା : କେବଳ ତୁମର

ଈଶ୍ୱରୀ  କର୍ତ୍ତବ୍ୟର ଦ୍ୱାହିରେ ମୁଁ ବାଣ୍ଟିଦେଲି ସୁନେଲି ଆୟୁଷ ବାଲ୍ୟ-ଚପଳତା ଭରା କୈଶୋରର ପ୍ରଗଳ୍ଭା ବୟସ।। ଜୀବନର ଅପରାହ୍ନେ ଇଛାପୂର୍ଣ୍ଣ ବାଞ୍ଛିତ ଯୌବନ ଅନୁଭବେ ତୋ ସାଥିରେ ପୁଷ୍ପରାଜି ପ୍ରୀତିର କାନନ।। କାମଦେବ ପଞ୍ଚପୁଷ୍ପ ଶରବିଦ୍ଧ ଶରୀର ଅଥୟେ ଭୂମିରୁ ଭୂମାକୁ…

ପିଟି ଉଷା ହେଲେ ଆଇଓଏର ପ୍ରଥମ ମହିଳା ସଭାପତି

ନୂଆଦିଲ୍ଲୀ: ମହାନ ଆଥଲେଟ ପିଟି ଉଷା ପ୍ରଥମ ମହିଳା ଭାବେ ଭାରତୀୟ ଅଲିମ୍ପିକ ଆସୋସିଏଶନର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଥିଲା । କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ବିଜୟ ନେଇ…

ପଶ୍ଚିମବଙ୍ଗରେ ୨ଟି ନୂତନ ଜିଲ୍ଲା ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମମତା

କୋଲକାତା: ପଶ୍ଚିମବଙ୍ଗରେ ୨ଟି ନୂତନ ଜିଲ୍ଲା ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମଙ୍ଗଳବାର ପ୍ରଶାସନିକ ବୈଠକରେ ଏ ସମ୍ପର୍କରେ ଘୋଷଣା କରାଯାଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ସୁନ୍ଦରବନ ଓ ବସିରହାଟବାସୀଙ୍କୁ ରାଜ୍ୟ ସରକାର ଏହି ଭେଟି ଦେବାକୁ ଯାଉଛନ୍ତି ।…

ଚୀନରେ ବିବିସି ରିପୋର୍ଟରଙ୍କୁ ମାଡ ପରେ ଅଟକ

ନୂଆଦିଲ୍ଲୀ: ଚୀନରେ କରୋନା କଟକଣା ନେଇ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ରିପୋର୍ଟିଂ କରୁଥିବା ବେଳେ ବିବିସି ରିପୋର୍ଟରଙ୍କ ଉପରେ ଚୀନ ପୋଲିସ କଠୋର ବ୍ୟବହାର ପ୍ରଦର୍ଶନ କରିଛି । ଅଧିକାରୀମାନେ ତାଙ୍କୁ ମାଡ ମାରିବା ସହ ଘୋଷାରି ଥାନାକୁ ନେଇ ପଳାଇଥିଲେ…

କାଲିଠୁ ପଦ୍ମପୁରରେ ପ୍ରଦୀପଙ୍କ ପାଇଁ ଭୋଟ୍ ମାଗିବେ ଧର୍ମେନ୍ଦ୍ର

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନଭେମ୍ବର ୨୯, ୩୦ ଓ ଡିସେମ୍ବର ୧ ତାରିଖରେ…

ଆଉ ଏକ ପ୍ୟାନ ଇଣ୍ଡିଆ ପ୍ରୋଜେକ୍ଟରେ ଅଭିନୟ କରିବେ ରାମଚରଣ

ମାଡ୍ରାସ: ବାହୂବଳୀ ଓ ଆରଆରଆର ଫିଲ୍ମ ମାଧ୍ୟମରେ ସାଉଥ ସୁପରଷ୍ଟାର ରାମଚରଣ ଏବେ ସାରା ଭାରତରେ ପରିଚିତ ହୀରୋ ସାଜିଛନ୍ତି । ତାଙ୍କ ଫିଲ୍ମକୁ ଦେଖିବା ପାଇଁ ପ୍ରଂଶସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରୁଛନ୍ତି । ଇତି ମଧ୍ୟରେ ରାମଚରଣଙ୍କ ଆଗାମୀ ଫିଲ୍ମର ଘୋଷଣା ହୋଇସାରିଛି । ଉପେନା ଫିଲ୍ମ…

ଏହି ୪ଟି ସମସ୍ୟାରୁ ମୁକ୍ତି ଦିଏ ଅଶ୍ୱଗନ୍ଧା ପାଉଡର

ଭୁବନେଶ୍ୱର: ଅଶ୍ୱଗନ୍ଧା ଏମିତି ଏକ ଆୟୁର୍ବେଦିକ ଜଡିବୁଟି ଯେଉଁଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ରହିଛି ଯାହା ଶରୀର ପକ୍ଷେ ଲାଭଦାୟକ ରହିଥାଏ । ଗୁଣକାରୀ ଅଶ୍ୱଗନ୍ଧା ଶରୀରକୁ ବିଭିନ୍ନ ଲାଭ ଦେଇଥାଏ । ଅଶ୍ୱଗନ୍ଧାର ମୂଳକୁ ଗୁଣ୍ଡ କରି କ୍ଷୀର କିମ୍ୱା ପାଣିରେ ମିଶାଇ ସେବନ କରାଯାଇଥାଏ ।…